ପାସ୍ ବହିରେ ଭତ୍ତା ଦିଆନଯାଇ ହାତାହାତି ଭତ୍ତା ଦିଆଯିବାକୁ ଦାବୀ
ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡଡକଲା ଗାଁର ଭତ୍ତା ପାଉଥିବା ହିତାଧିକାରୀମାନେ ଦାବୀ କରିଛନ୍ତି ଯେ, ତାଙ୍କୁ ମିଳୁଥିବା ଭତ୍ତା ପଇସା ତାଙ୍କ ପାସ୍ ବହିରେ ନ ଦିଆଯାଇ ହାତରେ ଦିଆଯାଉ । ଆଜିକୁ ଦ୍ଵିମାସ ହେବ ଏଯାଏଁ ଭତ୍ତା ମିଳୁନାହିଁ ବୋଲି ସେମାନେ!-->…
Read More...
Read More...