pakka

ବସୁଧା ଜଳଭଣ୍ଡାର ବୋର୍ଡ ଖରାପ ହୋଇଯାଇଥିବାରୁ ପାଣି ମୁନ୍ଦେ ମିଳୁନଥିବା ଅଭିଯୋଗ

bbehera

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗ୍ରା.ପ. ଅନ୍ତର୍ଗତ ନୁଆପଡା ଗାଁରେ ଏଭଳି ଖରା ସମୟରେ ପାଣି ମୁନ୍ଦେ ମିଳୁ ନ ଥିବାରୁ ଗ୍ରାମର ଭଦ୍ରବ୍ୟକ୍ତି ବୃନ୍ଦ ଓ ମହିଳା ବୃନ୍ଦ ଅଭିଯୋଗ କରିଛନ୍ତି । ଯଦି ଆମ ଗାଁରେ ପାଣିର ସୁବିଧା ସୁଯୋଗ କରାନଗଲେ ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ଓ ମହିଳା ବୃନ୍ଦ ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

16 + 18 =