ବଡବାଙ୍କି ୱାର୍ଡ ନଂ ୧ ସାଲେଭଟାପଡାରେ ପାଣି ସମସ୍ୟା : ନଳକୂପ ମରାମତି ପାଇଁ ଦାବୀ
ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡବାଙ୍କି ୱାର୍ଡ ନଂ ୧ ସାଲେଭଟାପଡାର ନଳକୂପ ପ୍ରାୟ ପନ୍ଦର ଦିନ ହେବ ମରାମତି ନିମନ୍ତେ ଖୋଲି ଏଯାଏଁ ମରାମତି କରାଯାଇ ନ ଥିବା ଅଭିଯୋଗ ହେଉଛି । ଅନେକଥର ସରପଞ୍ଚକୁ ଗୁହାରି କରିଥିଲେ ସୁଦ୍ଧା ଏଯାଏଁ ଅଣଦେଖା!-->…
Read More...
Read More...