ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲକୁ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା
ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତର ବିଭିନ୍ନ ସ୍କୁଲକୁ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ସର୍ବ ପ୍ରଥମେ ମହଖଣ୍ଡ ବନଦୂର୍ଗା ହାଇସ୍କୁଲ ପହଞ୍ଚି ରୁପାନ୍ତରଣ କାର୍ଯ୍ୟ ସବୁ ତଦାରଖ କରିଥିଲେ । ଏହାପରେ କୁଇବାହାଲ ପଲ୍ଲୀ!-->…
Read More...
Read More...