Browsing Tag

turekela news

ମଧ୍ୟାହ୍ନ ଭୋଜନ ରାନ୍ଧିବା ବେଳେ ପାଚିକାଙ୍କ ଜଳିଗଲା ହାତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକଲୋ ବ୍ଲଖ ବଡବାଙ୍କି ପଞ୍ଚାୟତ ଚାରପାଣି ଗ୍ରାମର ଉନ୍ନୀତ ସ୍କୁଲରେ ଗତକାଲି ମଧ୍ୟାହ୍ନ ଭୋଜନ ରାନ୍ଧୁଥିବା ସମୟରେ ପାଚିକା କନକ ବାଗ(୫୦)ଙ୍କ ହାତ ଜଳିଯାଇଥିବା ଜଣାପଡିଛି । ସେହି ଗ୍ରାମର ୱାର୍ଡ ସଭ୍ୟ ଜ୍ଞାନରଞ୍ଜନ ଓ ପ୍ରଭାତ ନାଗ ଖବର ପାଇ ତାଙ୍କୁ…
Read More...

ପତରା ଜଙ୍ଗଲ ଚାଷ କରୁଥିବାରୁ ଥାନାକୁ ଟଣା ହେଲେ ନିରୀହ ବୃଦ୍ଧବୃଦ୍ଧା, ସାଧାରଣରେ ଅସନ୍ତୋଷ

ତୁରେକେଲା, (କୈଳାଶ ସଗ୍ରିଆ) : ପତରା ଜଙ୍ଗଲ ଚାଷ କରୁଥିବାରୁ ନିରୀହ ବୃଦ୍ଧ ବୃଦ୍ଧାଙ୍କୁ ଥାନାକୁ ଟଣା ହୋଇଥିବା ଭଳି ଏକ ଖବର ସାମ୍ନାକୁ ଆସିଥିବା ବେଳେ ଏଥିଯୋଗୁଁ ସାଧାରଣରେ ଅସନ୍ତାଷ ଦେଖାଦେଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ଗ୍ରାମ…
Read More...

୨ ବାଇକ୍ ମୁହାଁମୁହିଁ ଧକ୍କା : ୨ ଗୁରୁତର ଆହତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଗଏତାପଡାରୁ ମହଖଣ୍ଡ ଯିବା ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ତୁରେକେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିମାନଙ୍କୁ ତୁରେକେଲା…
Read More...

ତୁରେକେଲା ବ୍ଲକ ସିଆର୍‌ସିସି ସଂଗଠନ ଗଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକର ୧୪ଟି କେନ୍ଦ୍ରରେ କାର୍ଯ୍ୟରତ ସିଆର୍‌ସିସିମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିଆର୍‌ସିସିମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ପରେ ବ୍ଲକ ସିଆର୍‌ସିସି ସଂଗଠନ ଗଠନ କରାଯାଇଥିଲା ।
Read More...

ଜଳଛତ୍ରରେ ବାପ ଛେଉଣ୍ଡ ନିଃସହାୟ ନାବାଳକ ଛାତ୍ର ପାଣି ଦେଇଥିବା ପାଉଣା ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଖାନମୁଣ୍ଡା ଗାଁର ବାପ ଛେଉଣ୍ଡ ନିଃସହାୟ ନାବାଳକ ଛାତ୍ର ମହେନ୍ଦ୍ର ମାଝି(୧୪) ଚାରିମାସ ଧରି ପାଣି ଦେଇଥିବା ପାଉଣା ଏଯାଏଁ ମିଳିପାରିନ ଥିବା ଖବର ମିଳିଛି । ଉକ୍ତ ପାଉଣା ଦେବାକୁ…
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଅନେକ ଗାଁର ରାସ୍ତା ନିର୍ମାଣ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ରାସ୍ତା ନିର୍ମାଣ ନେଇ 'କୋଶଳ ପ୍ରବାହ'ରେ ଖବର ପ୍ରକାଶ ପାଇ ଆସୁଥିବା ବେଳେ ଏବେ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ହୋଇଛି । ସୂଚନା ଅନୁସାରେ ହଲନଭଟା ଗ୍ରାମ ପଞ୍ଚାୟତ…
Read More...

କଳା ସଂସ୍କୃତି ସଂଘର କମିଟି ଗଠନ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ଅଞ୍ଚଳରୁ ସମସ୍ତ କଳାକାରମାନଙ୍କୁ ନେଇ ଗତକାଲି ବ୍ଲକ୍ ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ୍‌ଙ୍କ ସଭାପତିତ୍ୱରେ ସଭା ପରିଚାଳନା…
Read More...

ମହୁଲପାଟି ଗାଁ ନିକଟସ୍ଥ ରାଜୁ ଜଙ୍ଗଲରେ ବନ ମହୋତ୍ସବ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହୁଲପାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜୁ ଜଙ୍ଗଲ ନିକଟରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜୋନ୍‌ ନଂ ୧୧ର କୌଷିକ ମେହେର ଉପସ୍ଥିତ ଥିଲେ । ଏହା ସହିତ ମହୁଲପାଟି ଗ୍ରାମ ପଞ୍ଚୟତ…
Read More...

ବାପ ଛେଉଣ୍ଡ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମେଇମୁଣ୍ଡା ଗାଁରେ ପୃଥକ ୩ ଟି ପରିବାରର ୧୧ ଜଣ ବାପ ଛେଉଣ୍ଡ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ସୂଚନା ଅନୁସାରେ ଆଦିବାସୀ ସମ୍ପ୍ରଦାୟର ଧନମତି…
Read More...

ମାନସିକ ରୋଗରେ ଆକ୍ରାନ୍ତ ମହିଳାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେମୁଡଗା ଗାଁର ମଞ୍ଜୁଲା କୁମ୍ଭାର (୨୮)ଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ନିଜ ମାଙ୍କ ଘରେ ରହିଛନ୍ତି । ତାଙ୍କର ଦୁଇ ଶିଶୁ କନ୍ୟାଥିବା ବେଳେ ଏହି ଦୁଇ…
Read More...