ପଖନମୁଣ୍ଡାରେ ଶିକ୍ଷଣ ସହାୟକ ସାମଗ୍ରୀ ତିଆରି କାର୍ଯ୍ୟଶାଳା ଅନୁଷ୍ଠିତ
ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିବସୀୟ ଶିକ୍ଷଣ ସହାୟକ ସାମଗ୍ରୀ ତିଆରି କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଂଚି ନାରାୟଣ ଦାଶ ଶିକ୍ଷାକୁ!-->…
Read More...
Read More...