jsm

ରାମୋଡ ହାଇସ୍କୁଲର ବାର୍ଷିକ କ୍ରୀଡା

csstore

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ରାମୋଡ ୟୁଜି ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଏବିଇଓ ଫକିର ଚରଣ ବିଶି ମୁଖ୍ୟଅତିଥି, ସିଆର୍‌ସିସି ଗୁରୁ ପ୍ରସାଦ ଛତ୍ରିଆ, ସଞ୍ଜୟ ବେହେରା, ମୁରଲୀଧର ସୋପ, ସୁରଥ ସାହୁ, ବସୁଦେବ ବିଶ୍ୱାଳ, ହିମାଦ୍ରି ଧରୁଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଧନମତୀ ନାୟକ ସୁମି ବଢେଇ, ବିଭୂଷଣ ସୁନା, ମନୋରଜନ ସୁନା ଶୁଭଶଙ୍କର ଗିରି ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.