Browsing Tag

titilagarh news

ଗାଁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବା ନିର୍ଦ୍ଦେଶକୁ ବିରୋଧ କରି ରାସ୍ତା ଅବରୋଧ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ପଞ୍ଚାୟତର କାପଶିଭଟା ଗାଁର ବିଦ୍ୟାଳୟକୁ ନିକଟସ୍ଥ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ସେବତିପଡ଼ାକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ପ୍ରତିବାଦ କରି ଆଜି ରାସ୍ତା
Read More...

ଉପଜିଲ୍ଲାପାଳଙ୍କ ଆକସ୍ମିକ ପରିଦର୍ଶନରେ ପଡ଼ାବସୀ ଉଲ୍ଲସିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ସ୍ଥିତ ନୀଳଚକ୍ର ନଗର, ଯାହା ଟିଟିଲାଗଡର ଆଠ ନମ୍ୱର୍ ୱାର୍ଡ । ସେଠାରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରଶାସନ ପାଖରେ ଦୀର୍ଘ ବର୍ଷ ଧରି ଅଭିଯୋଗ କରି ଆସୁଥିଲେ । କିନ୍ତୁ କୌଣସି ପ୍ରସାଶନିକ ଅଧିକାରୀ ସମସ୍ୟାର ସମାଧାନ କରୁନଥିଲେ ।
Read More...

ଟିଟିଲାଗଡ ବିକାଶ ସେନା ତରଫରୁ ଫ୍ରି ସେନିଟାଇଜେସନ୍‌ କାର୍ଯ୍ୟକ୍ରମ

ଟିଟିଲାଗଡ଼, (ଗୌରବ ଦର୍ଜି) : ଟିଟିଲାଗଡରେ କୋରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସହରର ସବୁ ୱାର୍ଡରୁ ପ୍ରତିଦିନ କିଛି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଯେଉଁ ଅଂଚଳରୁ କୋରୋନା ରୋଗୀ ଚିହ୍ନଟ ହେଉଛନ୍ତି, ସେଠାରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି ଏବଂ ଜନସାଧାରଣ
Read More...

ଗାଁ ସ୍କୁଲ ବନ୍ଦ କରିବା ସରକାରୀ ନିର୍ଦ୍ଦେଶକୁ ଗ୍ରାମବାସୀଙ୍କ ବିରୋଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶା ସରକାର ଏକ ନୂଆ ଆଇନ ଲାଗୁ କରିଛନ୍ତି ଯେ ଓଡ଼ିଶାର ଯେଉଁ ସରକାରୀ ବିଦ୍ୟାଳୟ ଗୁଡିକରେ କୋଡ଼ିଏରୁ କମ ଛାତ୍ର ଅଛନ୍ତି ସେହି ବିଦ୍ୟାଳୟ ଗୁଡ଼ିକୁ ଅନ୍ୟ ନିକଟବର୍ତ୍ତୀ ବିଦ୍ୟାଳୟ ସହ ମିଶାଇ ଦିଆଯିବ । ଏଣୁ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିନେକେଲା
Read More...

କରୋନା ଆଇନ ଉଲଂଘନ ଯୋଗୁଁ ୫ ଦୋକାନ ଓ ଗୋଟିଏ ବ୍ୟାଙ୍କ୍ ସିଲ୍

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଟିଟିଲାଗଡ ପ୍ରଶାସନ ନିୟମ କଡାକଡି କରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପୋଲିସ ବିଭିନ୍ନ ଛକ ସ୍ଥାନରେ ଛିଡ଼ା ହୋଇ ଅମାନିଆମାନଙ୍କଠୁ ତଣ୍ଡ ଗଣୁଥିବା ବେଳେ ପୌରପରିଷଦ କର୍ମଚାରୀ ସହରର
Read More...

ଜନ ସଂପର୍କ ଅଭିଯାନର ଚତୁର୍ଥ ଦିନରେ ରାଜନୈତିକ ବ୍ୟକ୍ତି ଓ ସାମ୍ବାଦିକ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଓଡ଼ିଶା ର ବିଭିନ୍ନ ଅଞ୍ଚଳରେ ଜନ ସଂପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଟିଟିଲାଗଡର ଗତ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇଛି, ଯାହା ୨୭ ତାରିଖରେ ସମାପ୍ତ ହେବା । ପ୍ରଥମ ଦିନରୁ ବିଭିନ୍ନ ସାମାଜିକ ଦଳ, ପୂଜା ପ୍ରତିଷ୍ଠାନର ମୁଖ୍ୟ ଆଦିଙ୍କୁ
Read More...

ଠିକାକାମକୁ ବିରୋଧ କରି ଟିଟିଲାଗଡ ମ୍ୟୁନିସିପାଲିଟି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡର ମ୍ୟୁନିସିପାଲିଟିରେ କାମ କରୁଥିବା ସଫେଇ କର୍ମଚାରୀମାନେ ଠିକା ମାଧ୍ୟମରେ କାମ କରିବାକୁ ମନା କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ମ୍ୟୁନିସିପାଲିଟି ବିଭାଗ ସହ ସଫେଇ କର୍ମଚାରୀମାନଙ୍କ ଠିକା କା କୁ ନେଇ
Read More...

ସେବା ସପ୍ତାହ ଉପଲକ୍ଷେ ଟିଟିଲାଗଡ ବିଜେପି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ହୋଇଥିବାରୁ ଏହି ସପ୍ତାହକୁ 'ସେବା ସପ୍ତାହ' ଭାବରେ ଭାରତୀୟ ଜନତା ପାର୍ଟି ତରଫରୁ ସମଗ୍ର ଦେଶରେ ପାଳନ କରାଯାଉଛି । ତେବେ ଏହି କ୍ରମରେ ଟିଟିଲାଗଡ ଠାରେ ମଧ୍ୟ ସେବା ସପ୍ତାହ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଟିଟିଲାଗଡ ଗସ୍ତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିରେ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ଚଞ୍ଚଳ ରାଣା ଆଜି ଟିଟିଲାଗଡ ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଡାକ୍ତରଖାନାର ଚିକିତ୍ସା ଅଧିକାରୀଙ୍କ ସହିତ ଟିଟିଲାଗଡ ଉପଖଣ୍ଡୀୟ ଚିକିତ୍ସାଳୟ
Read More...

ରେଳ ଲାଇନ୍ ଉପରୁ ମିଳିଲା ଶବ : ହତ୍ୟା ସନ୍ଦେହ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ ମାଲେଶିରା ଗ୍ରାମ ନିକଟ ରେଳ ଲାଇନ୍ ଉପରେ ଏକ ଶବ ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଟିଟିଲାଗଡ ଜିଆରପି ପୋଲିସ ଘଟଣା ସ୍ଥଳକୁ ପହଞ୍ଚି କଟିଥିବା ଶବକୁ ଉଦ୍ଧାର କରି ମୁରିବାହାଲ୍ ପୋଲିସକୁ
Read More...