Browsing Tag

titilagarh news

୧୫କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଟିଟିଲାଗଡ/ସିନ୍ଧେକେଲା, (କେପିଏନ୍‌ଏସ୍‌) : ଟିଟିଲାଗଡ ସହର ନିକଟ ଦେସିଲଠାରୁ ପୁଲିସ ୧୫କିଲୋ ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି ଓ ଜଣେ ନାବାଳକକୁ ଅଟକ ରଖିଛି । ଗିରଫ ଯୁବକ ଜଣକ ମଣିଚୂଳ କୌଶଳ ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦେସିଲଠାରେ ଗତକାଲି ସନ୍ଧ୍ୟାରେ ପୋଲିସ
Read More...

ଚାଲାଣ ବେଳେ ଧରାପଡିଲା ବିଦେଶୀ ମଦ : ୧ ଗିରଫ

ଟିଟିଲାଗଡ, (କେପିଏନ୍‌ଏସ୍‌) : ବେଆଇନ୍‌ ଭାବେ ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ଟିଟିଲାଗଡ ଅବକାରୀ ବିଭାଗ ଜବତ କରିଛି । ଏହି କାରବାରରେ ଚିତ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି । ଅବକାରୀ ବିଭାଗ ଠାରୁ ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ସେଁପୁର
Read More...

ପିଲାଙ୍କ ପାଖରେ ପହଞ୍ଚିଲା ଭ୍ରାମ୍ୟମାଣ ପାଠାଗାର

ଟିଟିଲାଗଡ, (କେପିଏନ୍‌ଏସ୍‌) : ଛାତ୍ରଛାତ୍ରୀମାନଙ୍କ ପୁସ୍ତକ ପଠନ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ଶିଶୁ ସାହିତ୍ୟିକ ତଥା ଆବାହକ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟାରେ ଭ୍ରାମ୍ୟମାଣ ପାଠାଗାର ଆଜି ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଅଦାବାହାଲ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟରେ ପହଞ୍ଚିଛି ।
Read More...

ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଷୁବ ମିଳନ : କୋଶଳଶ୍ରୀ ସମ୍ମାନ ପାଇଲେ କବି ଆନଂଦ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ର ଅଗ୍ରଣୀ ଅନୁଷ୍ଠାନ ‘ସାହିତ୍ୟ ସଂସ୍କୃତି’ ପକ୍ଷରୁ ସ୍ଥାନୀୟ ପ୍ରଭାବତୀ ପବ୍ଲିକ୍‌ ସ୍କୁଲ ପରିସରରେ ସଂଧ୍ୟା ସମୟରେ ବିଷୁବ ମିଳନ ତଥା ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ. ଛାୟାକାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ
Read More...

ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇଲେ ଭ୍ରାମ୍ୟମାଣ ଜଙ୍ଗଲ ସୁରକ୍ଷା କର୍ମୀ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଭ୍ରାମ୍ୟମାଣ ଜଙ୍ଗଲ ସୁରକ୍ଷା କର୍ମୀଙ୍କ ଏକ ଦଳ ଟିଟିଲାଗଡ଼ରୁ କାର୍ଯ୍ୟ ସାରି ଫେରୁଥିବା ସମୟରେ ବଲାଙ୍ଗିର ସହରର ଖର୍ଲିକାନି ବିଜିଲି ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ କେହି ଅସାମାଜିକ ବ୍ୟକ୍ତିମାନେ ନିଆଁ ଲଗାଇଦେଇ ଥିବାରୁ ନିଆଁ ବ୍ୟାପି ଥିବା ଦେଖିବାକୁ
Read More...

ଟିଟିଲାଗଡ଼ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଦାବୀ ଉପସ୍ଥାପନ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : କୋସଲି ସାହିତ୍ୟ ସଂସ୍କୃତି ଏକାଡେ଼ମୀ ତରଫରୁ ଆୟୋଜିତ ପଶ୍ଚିମ ଓଡ଼ିଶାର ତେରଟି ଜିଲ୍ଲାରେ ହୋଇଥିବା ଗଣଧାରଣା ପରିପ୍ରେକ୍ଷୀରେ ଟିଟିଲାଗଡ଼ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ସଭାରେ
Read More...

ଟିଟିଲାଗଡ଼ ମ୍ୟୁନିସିପାଲିଟିରେ ବିଜେପି ପ୍ରାର୍ଥିନୀ ମମତା ଜୈନ ହେଲେ ଅଧ୍ୟକ୍ଷା

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ମ୍ୟୁନିସିପାଲିଟିରେ ବିଜେପି ପ୍ରାର୍ଥିନୀ ମମତା ଜୈନ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡ଼ି ମନ୍ତ୍ରୀଙ୍କ ବିଜେଡ଼ି ଗଡ଼ରେ ବିଜେପିର ବାଜିମାତ୍‌ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ବେଳେ ଅଧ୍ୟକ୍ଷା ଭାବେ ବିଜୟୀ ହୋଇଥିବା
Read More...

ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ ଓ କୋସଲି ସାଂସ୍କୃତିକ ମହାଯୋଟର ମିଲିତ ସହଯୋଗରେ ଫଗୁନ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋସଲି ଭାଷା ସାହିତ୍ୟର ଗବେଷକ ଓ ଦିଗ୍‌ଗଜ କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ
Read More...

ସନତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ପରାସରା ଦଳ ଚାମ୍ପିୟାନ

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ୍‌ ପରାସରା ପଂଚାୟତର ମା’ ଦ୍ୱାରସେହ୍ନୀ ଖେଳପଡ଼ିଆ ଇଚ୍‌ଗାଁ ଠାରେ ଚାଲିଥିବା ଚତୁର୍ଥ ସନତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳ ପରାସରା ଏମ୍‌ଡ଼ିସିସି ଓ ବାଙ୍କେଲ ଦଳ ମଧ୍ୟରେ ହୋଇଥିଲା । ବାଙ୍କେଲ ଦଳ ପ୍ରଥମ ବ୍ୟାଟିଂ
Read More...

ଟିଟିଲାଗଡ଼ରେ ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତା ସଂଘର ୨୬ତମ ସାଧାରଣ ସଭା

ଟିଟିଲାଗଡ, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତା ସଂଘ ଟିଟିଲାଗଡ ଶାଖା ପକ୍ଷରୁ ୨୬ତମ ସାଧାରଣ ସଭା ସ୍ଥାନୀୟ ରେଳବାଇ ଇନ୍ସଷ୍ଟିଟ୍ୟୁଟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡ ଶାଖା ସଂଘ ସଭାପତି ବୁଲବୁଲ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ
Read More...