Browsing Tag

titilagarh news

ସମାଜ ପାଠକ ମଞ୍ଚର ଆଲୋଚନାଚକ୍ର ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜିର ସାରସ୍ୱତ ସଂଧ୍ୟାରେ ସମାଜ ପାଠକ ମଂଚ ଟିଟିଲାଗଡର "ସମାଜ ସେବାରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସମାଜ ପାଠକ ମଂଚର ସଭାପତି ଅଭିଭାଷଣରେ ଭିକାରୀ ଚରଣ ମିଶ୍ର ଯୋଗ ଦେଇଥିବା ବେଳେ ଆଲୋଚକ ଭାବରେ ସାହିତ୍ୟିକ
Read More...

ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଧବଳେଶ୍ୱର ଉନ୍ନିତ ଉଚ୍ଚ ବିଦ୍ୟାଳୟଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳ ସଂପଦ ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ
Read More...

ଟିଟିଲାଗଡ ନଗର ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ ଘଣ୍ଟାଶୁଣି ମନ୍ଦିର ସଭାଗୃହରେ ଟିଟିଲାଗଡ ନଗର ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି,
Read More...

କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ୍ କରିବା ପାଇଁ ସାଂସଦଙ୍କୁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ ପକ୍ଷରୁ କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ୍ କରିବା ପାଇଁ ଏକ ସ୍ମାରକପତ୍ର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କୁ ପ୍ରଦାନ କରାଯାଇଛି । ସମିତି ଟ୍ରଷ୍ଟର ଫାଉଣ୍ଡର
Read More...

ବନ ମହୋତ୍ସବ ଅବସରରେ ଚାରା ରୋପଣ କଲେ ବିଚାରପତି

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ବନ ମହୋତ୍ସବ ସପ୍ତାହ ଅବସରରେ ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ବିଚାରପତି ରାଜକିଶୋର ମହାପାତ୍ର ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ଚାରା ରୋପଣ କରିଛନ୍ତି । ତାଙ୍କ ସହ ସବ୍‌ଜଜ୍‌ ରମାକାନ୍ତ ମହାନ୍ତି, ଏସଡିଜେଏମ ମମିତା ସାହୁ,
Read More...

ଟିଟିଲାଗଡରେ ସଂସ୍କୃତି ଭବନ ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ଏକ ବୃହତ ଉପଖଣ୍ଡର ସଦର ମହକୁମା ଓ ପୌର ପରିଷଦ ମାନ୍ୟତାରେ ଓଡିଶାର ଏକ ପ୍ରମୁଖ ସହର ଅଟେ । ଏହି ସହର ତା'ର ସାଂସ୍କୃତିକ ଗରିମା ନେଇ ସର୍ବତ୍ର ପ୍ରଶଂସିତ । ସଂପ୍ରତି ଜିଲ୍ଲାର ରାଜନୈତିକ ମାନଚିତ୍ର ପାଇବାକୁ ଦାବୀଦାର ଉପଖଣ୍ଡ ଭାବେ ଜଣାଶୁଣା ।
Read More...

ଫ୍ଲାଏଓଭର ବ୍ରିଜ ଉପରୁ ଟ୍ରେନକୁ ଡେଇଁ ପଡିଲେ ଯୁବକ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ଥାନା ଛକ ଦେଇ କଲେଜ ରୋଡ ପର୍ଯ୍ୟନ୍ତ ଥିବା ଫ୍ଲାଏଓଭର ବ୍ରିଜ ଉପରୁ ଗତକାଲି ଟ୍ରେନକୁ ଡେଇଁ ପଡିଛନ୍ତି ଏକ ଯୁବକ । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଟିଟିଲାଗଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ଜଣକ ସ୍ଥାନୀୟ ହାଟପଦାପଡାର ଚେରୁ
Read More...

ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡ଼ିକର ଅତ୍ୟାଚାର ପ୍ରତିବାଦରେ ଗରିବ ସେନାର ଗଣଧାରଣା ଓ ପ୍ରତିବାଦ ସଭା

ଟିଟିଲାଗଡ଼, (ପ୍ରମୋଦ ସେଲମା) : ରାଜ୍ୟ ସରକାର ରାଜ୍ୟରେ ମହିଳା ସଶକ୍ତିକରଣକୁ ଗୁରୁତ୍ଵ ଦେଇ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କରିବା ଉଦ୍ଦେଶ୍ୟରେ ସ୍ଵତନ୍ତ୍ର ମିଶନ ଶକ୍ତି ବିଭାଗ ଗଠନ କରିଛନ୍ତି । ଏପରିକି ଟିଟିଲାଗଡ଼ ସହର ତଥା ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଂଗଠିତ କରି ବିଭିନ୍ନ
Read More...

ଗୋଖର ନାଗ ଉଦ୍ଧାର

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ସହର ନିକଟ ଟିକ୍ରାପଡା ଗାଁର ଯଶୋବନ୍ତ ବିଭାରଙ୍କ ଘରୁ ଏକ ଗୋଖର ନାଗସାପ ଉଦ୍ଧାର କରାଯାଇଛି । ଯଶୋବନ୍ତଙ୍କ ଘରେ ସାପଟି ଥିବା ଦେଖି ପରିବାର ଲୋକେ ଡରି ଯାଇଥିଲେ । ସେମାନେ ସ୍ନେକ୍‌ହେଲ୍‌ପଲାଇନ୍‌ ସଦସ୍ୟ ନାନାଝର ଗାଁର କୁନୁ ପ୍ରଧାନଙ୍କୁ ଖବର
Read More...

କବି ଚତୁର୍ଭୁଜଙ୍କୁ ସାରସ୍ୱତ ଶ୍ରଦ୍ଧାଞ୍ଜଳି ଓ ତାଙ୍କ କବିତା ପୁସ୍ତକ ଉନ୍ମୋଚନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ବିଶିଷ୍ଟ କୋସଲି କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କର ପ୍ରଥମ ଶ୍ରାଦ୍ଧ ଦିବସ ତାଙ୍କ ନୀଳଚକ୍ର ନଗରସ୍ଥିତ ବାସ ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସାରସ୍ୱତ ଶ୍ରଦ୍ଧାଞ୍ଜଳି ସଭା କୋସଲି ଭାସା ସୁରକ୍ଷା ସମିତି ଟିଟିଲାଗଡର ବରିଷ୍ଠ ଉପଦେଷ୍ଟା ତଥା
Read More...