Browsing Tag

titilagarh news

ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସ୍ଥିତ ଡିଏଭି (ସ୍ଵୟଂ ଶାସିତ) ମହାବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ୧୯୬୮ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ତତ୍କାଳୀନ ଓଡ଼ିଶା ରାଜ୍ୟପାଳ ଅଯୋଧ୍ୟା ନାଥ ଖୋସଲାଙ୍କ ଉଦ୍ୟମ ଦ୍ଵାରା ଏହି ମହାବିଦ୍ୟାଳୟ
Read More...

କୋଶଲ ରାଜ୍ୟ ଦାବୀରେ ଟିଟିଲାଗଡ଼ ମହାବନ୍ଦ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀ ନେଇ କୋଶଲ ରାଏଜ ମୁକ୍ତି ମୋର୍ଚା ପକ୍ଷରୁ ଡାକରା କ୍ରମେ ଟିଟିଲାଗଡ଼ ସହର ସମୂର୍ଣ୍ଣ ଠପ୍‌ ହୋଇପଡିଛି । ବନ୍ଦ ନେଇ ଗତକାଲିଠାରୁ କୋଶଲ ସମର୍ଥକ ସହରରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର ସହ ବିଭିନ୍ନ ଅନୁଷ୍ଠାନକୁ ସହଯୋଗ
Read More...

ଘଂଟାସୁଣୀ ପଡା ଠାରେ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଘଂଟାସୁଣୀ ପଡା ଠାରେ ଗଣେଶ ପୂଜା କମିଟି ତରଫରୁ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ତେବେ ଗାୟିକା ସୁଶ୍ରୀ ପୀତିନନ୍ଦା ମିଶ୍ରଙ୍କ ଦ୍ୱାରା ଏହି ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିବା ବେଳେ
Read More...

ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ମାସିକ ଡିଜିଟାଲ ଇ-ପତ୍ରିକା ଲୋକାର୍ପିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ମାସିକ ଡିଜିଟାଲ ଇ-ପତ୍ରିକା (https//:epatrika.cspursahityasansad.com)ର ତୃତୀୟ ସଂଖ୍ୟା ସେପ୍ଟେମ୍ବର ୦୧ ୨୦୨୨ରେ ଓଡିଶାର ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ଠାରେ ଲୋକାର୍ପିତ
Read More...

ସ୍ୱତନ୍ତ୍ର କବି କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ଘଣ୍ଟାସୁନି ସାହିତ୍ୟ ସଂସଦ ଓ ତପୋବନ ସ୍କୁଲ ଅଫ୍‌ ପଏଟ୍ରିର ମିଳିତ ସୌଜନ୍ୟରେ ଆଠଜଣ ନିମନ୍ତ୍ରିତ ବିଶିଷ୍ଟ କବିଙ୍କୁ ନେଇ ଏ ମାସର ସ୍ୱତନ୍ତ୍ର କବି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମଂଚରେ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡର
Read More...

ସ୍ୱାଧୀନପଡା ଦୂର୍ଗାପୂଜା ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ

ଟିଟିଲାଗଡ, (କେପିନ୍‌ଏସ୍‌) : ଟିଟିଲାଗଡ ସହରର ସ୍ୱାଧୀନପଡା ସାର୍ବଜନୀନ ଦୂର୍ଗାପୂଜା କମିଟିର ଚଳିତ ବର୍ଷ ଦୂର୍ଗାପୂଜା ପାଇଁ କର୍ମକର୍ତ୍ତା ନିର୍ବାଚନ ସହିତ ପ୍ରସ୍ତୁତି ବୈଠକ ଅଶୋକ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦୂର୍ଗାପୂଜା ପାଇଁ ଗୋପାଲୁ ବେହେରା
Read More...

ରାଷ୍ଟ୍ରର ସ୍ୱାଧୀନତା ପ୍ରତି ସମ୍ମାନ ଅର୍ପଣ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବରିଷ୍ଠ ନାଗରିକ ସଂଘ ତିନିଦିନ ବ୍ୟାପି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ରାଷ୍ଟ୍ର ଓ ଜାତୀୟ ପତାକା ପ୍ରତି ସଶ୍ରଦ୍ଧ ସମ୍ମାନ ଅର୍ପଣ କରିଛି । ଏହି ଅବସରରେ ସଂଘର ସଭାପତି ସେବକ ଚରଣ ଦାଶଙ୍କ ସଭାପତିତ୍ୱରେ ଏକ ସଭା ସ୍ଥାନୀୟ
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଆ ଭାଷା ସଂସ୍କୃତି ବିଭାଗ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ ସ୍ଥାନୀୟ ପ୍ରଭାବତୀ ସ୍କୁଲ ଟିଟିଲାଗଡଠାରେ କୋଡିଏ ଜଣ କବିଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ କବି ଚନ୍ଦ୍ର ଶେଖର ବେହେରା, କବି
Read More...

ଟିଟିଲାଗଡ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଚୟନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ଚୟନ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ଭାବେ ସେବକ ଚରଣ ଦାଶ, ଉପସଭାପତି ଭାବେ ବୈରିଗଂଜନ ମିଶ୍ର, ଘିନୁ ଆଡଯୁଆଡ, ସଂପାଦକ ଭାବେ ଭିକାରୀ ଚରଣ ମିଶ୍ର, ସହସଂପାଦକ ଭାବେ ବନମାଳୀ ଦାଶ, ଅକ୍ଷୟ କୁମାର
Read More...

ଝାଡଦେବନ୍ଧ ନିକଟରେ ସଡକ ଦୁର୍ଘଟଣା : ଜଣେ ମୃତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡରୁ ବେଲଗାଁ ଯିବା ରାସ୍ତାର ଝାଡଦେବନ୍ଧ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନଥିବା ବେଳେ ମୃତ ବ୍ୟକ୍ତି ଜଣଙ୍କୁ ୧୦୮ଆମ୍ବୁଲାନ୍ସର କର୍ମଚାରୀମାନେ
Read More...