ବାୟର ସେମିନିସ୍ କମ୍ପାନୀ ପକ୍ଷରୁ କୃଷି ମେଳା ଅନୁଷ୍ଠିତ
ଟିଟିଲାଗଡ, (କେପିଏନ୍ଏସ୍) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଅଇଁଲାଭଟା ଗ୍ରାମରେ ବାୟର ସେମିନିସ୍ କମ୍ପାନୀ ପକ୍ଷରୁ ଗତକାଲି ଏକ ବିଶାଳ କୃଷି ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କୃଷି ମେଳାରେ ପ୍ରାୟ ୧୦ଟି ଗ୍ରାମର କୃଷକ ଯୋଗ ଦେଇଥିଲେ । ଅଦାବାହାଲ, ସିଲଣ୍ଡା, ଚାଣ୍ଟିପଲା,!-->…
Read More...
Read More...