ନିର୍ମାଣ ହେଲା ଆଇ ଲଭ୍ ଟିଟିଲାଗଡ ସେଲ୍ଫି ପଏଣ୍ଟ୍
ଟିଟିଲାଗଡ, (କେପିଏନ୍ଏସ୍) : ବିଗତ କିଛି ଦିନ ମଧ୍ୟରେ ଟିଟିଲାଗଡ ମହାରାଜ ସାଗର ନିକଟରେ ଚାଲିଥିବା ଆଇ ଲଭ୍ ଟିଟିଲାଗଡ ସେଲ୍ଫି ପଏଣ୍ଟ୍ ନିର୍ମାଣ କାମ ଆଂଶିକ ଭାବରେ ଶେଷ ହୋଇଛି । ଆଲୋକିତ ହେଲା ପରେ ଏହା ଅତି ସୁନ୍ଦର ଲାଗୁଛି । ତେବେ ଆଉ କିଛି ଦିନ ମଧ୍ୟରେ ଏହାର ସମସ୍ତ କାମ!-->…
Read More...
Read More...