Browsing Tag

sundaragad news

ସୁନ୍ଦରଗଡ଼ରେ ଭୟଙ୍କର ଦୁର୍ଘଟଣା : ଜଳିଗଲା ଦୁଇ ଟ୍ରେଲର, ଜୀବନ୍ତ ଦଗ୍ଧ ହେଲେ ଦୁଇ ଚାଳକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଛାତିଥରା ଦୁର୍ଘଟଣା । ମୁହାଁମୁହିଁ ଧକ୍କା ପରେ ହୁତୁହୁତୁ ହୋଇ ଜଳିଗଲା ଦୁଇଟି ଟ୍ରେଲର । ନିଆଁରେ ପୋଡ଼ି ଉଭୟ ଗାଡ଼ିର ଚାଳକଙ୍କ ମୃତ୍ୟୁ ହୋଇଛି । ଏହି ମର୍ମନ୍ତୁଦ ଘଟଣାରେ ସ୍ତବ୍ଧ ହୋଇଯାଇଛି ସମଗ୍ର ଅଞ୍ଚଳ । ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା…
Read More...