Browsing Tag

subarnapur news

ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନ

କଟକ ଦଳର ବିପୁଳ ବିଜୟ; ଗଞ୍ଜାମ ଓ ନୟାଗଡ଼ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅମୀମାଂସିତ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ଓଡିଶା ଫୁଟବଲ ଆସୋସିଏସନ, କ୍ରୀଡ଼ା ଯୁବ ବ୍ୟାପାର ଓଡ଼ିଶା ସରକାର ଓ ସୁବର୍ଣ୍ଣପୁର ଡିଷ୍ଟ୍ରିକ ଏଥେଲେଟିକ୍ସ ଏସୋସିଏସନ୍ ର…
Read More...

“ଶହୀଦ୍ ମାଧୋ ସିଂ ସମ୍ମାନ୍”ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : "ଶହୀଦ୍ ମାଧୋ ସିଂ ସମ୍ମାନ୍"ରେ ସମ୍ମାନୀତ ହେଲେ ପୂର୍ବତନ ଜିଲ୍ଲାପାଳ ଡଃ. ନୃପରାଜ ସାହୁ । ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ (WOYM) ପକ୍ଷରୁ ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଏକ ଭବ୍ୟ ସମାରୋହରେ ଏହି…
Read More...

“ଲଭ ଜିହାଦ” ନାଟକ ଦେଖି ଦର୍ଶକ ଉତ୍ତେଜିତ : ମଞ୍ଚ ଉପରକୁ ଫିଙ୍ଗିଲେ ଚୌକି, ବୋତଲ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ଠାରେ ଚାଲିଛି ଯାତ୍ରା ଧଉଳି ଗଣନାଟ୍ୟ । ଗତକାଲି ଯାତ୍ରା ପାର୍ଟି ପକ୍ଷରୁ ‘ଲଭ୍ ଜିହାଦ୍’ ନାଟକ ପରିବେଷଣ ସମୟରେ କଳାକାର ମାନଙ୍କୁ ଏକ ଅପ୍ରୀତିକର ସ୍ଥିତି ସାମନା କରିବାକୁ…
Read More...

“ସୋସିଆଲ ମିଡ଼ିଆ କ୍ଷେତ୍ରରେ ନିରାପତ୍ତା ଏବଂ ସାଇବର ଆଇନ” ଉପରେ ଆଇନ ସଚେତନତା ଶିବିର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶ କ୍ରମେ ଏବଂ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜ୍‌ଜ ଗିରିଜା ପ୍ରସାଦ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର…
Read More...

‘ନମାମି ଭାରତମ୍ – ବନ୍ଦେ ମାତରମ୍ ସାମୂହିକ ଗାୟନ’ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ, ନୂଆଦିଲ୍ଲୀ ଆନୁକୂଲ୍ୟରେ ସାରା ଭାରତରେ ଦିନ ୧୧ ଟା ବେଳେ ଜାତୀୟ ସଙ୍ଗୀତ ଗାନ କାର୍ଯ୍ୟକ୍ରମରେ ସୋନପୁର ଶାନ୍ତିନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମଧ୍ୟ 'ନମାମି ଭାରତମ୍ - ବନ୍ଦେ…
Read More...

ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିବସ

କଟକ ଦଳ ୬-୦ ଏବଂ ଖୋର୍ଦ୍ଧା ଦଳ ୯-୨ ଗୋଲରେ ବିଜୟୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଓଡ଼ିଶା ଫୁଟବଲ ଏସୋସିଏସନ୍, କ୍ରୀଡା ଯୁବ ବ୍ୟାପାର ଓଡ଼ିଶା ସରକାର ଓ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଥିବା ୬୫ ତମ…
Read More...

ଯୌତୁକ ପ୍ରଥା ନିଷେଧ ଆଇନ ଉପରେ କର୍ମଶାଳା

ଝିଅମାନେ ନିଜ ଅଧିକାର ଓ ଆଇନ ସମ୍ପର୍କରେ ସଚେତନ ହେବାକୁ ଆହ୍ୱାନ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଯୌତୁକ ପ୍ରଥା ନିଷେଧ ଆଇନ, ୧୯୬୧ ଉପରେ ଏକ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନଙ୍କ…
Read More...

କଲେଜ ରାସ୍ତା ତୁରନ୍ତ ମରାମତି ପାଇଁ ଦାବୀପତ୍ର ପ୍ରଦାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର କଲେଜ ରାସ୍ତା ତୁରନ୍ତ ମରାମତି ପାଇଁ ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ସହରର ସ୍ୱେଚ୍ଛାସେବୀ । ଚଳିତ ବର୍ଷ ଚାଲୁ ରହିଥିବା ଲଗାଣ ବର୍ଷା ଯୋଗୁଁ ସୋନପୁର କଲେଜ ରାସ୍ତା ଦୀର୍ଘ ଦିନରୁ…
Read More...

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ

ଦିଗଶିରା ଠାରେ ଆଦର୍ଶ ମଣ୍ଡି ସ୍ଥାପନ ପାଇଁ ଶିଳାନ୍ୟାସ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ନୂଆ ଟାଉନହଲ ଠାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ…
Read More...

୬୦୦ ବୋତଲ କଫ ସିରଫ ଜବତ, ୨ ଯୁବକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ସରକାରଙ୍କ ନିଶା ମୁକ୍ତ ଅଭିଯାନ ଆରମ୍ଭରୁ ତପ୍ତରତା ଦେଖାଇ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ୬୦୦ ବୋତଲ କଫ ସିରଫ ଜବତ କରିବା ସହ ୨ ଯୁବକ ତଥା ଉଭୟ ଭାଇଙ୍କୁ ବୁଧବାର ଦିନ ଗିରଫ କରିଛି । ଗିରଫ…
Read More...