Browsing Tag

subarnapur news

ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ଯୁବକ ଗିରଫ, ବନ୍ଧୁକ, ୩ ଗୁଳି ଜବତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର-ବୈଦ୍ୟନାଥ ବ୍ରିଜ ଛକ ଠାରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ସୋନପୁର ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସୋନପୁର ଥାନା ଅନ୍ତର୍ଗତ ହରଡ଼ଖୋଲ ଗାଁର ସତ୍ୟରାମ ଚାଉଳିଆ (୨୩) । ଏହି ଘଟଣାରେ ଗୋଟିଏ…
Read More...

ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ୩ ଦାମୀ କାର ଜବତ ସହ ୭ ଯୁବକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲଙ୍କ ନେତୃତ୍ଵରେ ଜିଲ୍ଲା ମୋବାଇଲ ୟୁନିଟ୍ ଓ ସଦର ରେଞ୍ଜ ପକ୍ଷରୁ ଜିଲ୍ଲାର ତିନୋଟି ପୃଥକ ସ୍ଥାନରେ ବିଭାଗ ପକ୍ଷରୁ ଚଢାଉ କରାଯିବା ସହ ୩ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ଏବଂ ୭ ଜଣଙ୍କୁ ଗିରଫ…
Read More...

ସୁବଳୟା ମହାନଦୀରୁ ଦୁଇ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

୨ ଯୁବକ ଗଞ୍ଜେଇ ଚୋରା ଚାଲାଣକାରୀ ସନ୍ଦେହ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ମହାନଦୀ ଘାଟରୁ ମଙ୍ଗଳବାର ଦିନ ଅପରାହ୍ନରେ ଦୁଇ ଅଜଣା ଯୁବକଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି । ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ୩ ଟା ବେଳେ…
Read More...

୫ କ୍ଵିଣ୍ଟାଲ ୪୦ କେଜି ଗଞ୍ଜେଇ ସହ ୨ କାର, ୧ ବାଇକ୍ ଜବତ : ୩ ଗିରଫ

ଜବତ ଗଞ୍ଜେଇର ବଜାର ମୂଲ୍ୟ ୫ କୋଟିରୁ ଉର୍ଦ୍ଧ୍ୱ ହେବ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ନିଶା ମୁକ୍ତ ଓଡିଶା ସ୍ୱତନ୍ତ୍ର ଅଭିଯାନ କ୍ରମେ ସୋମବାର ଦିନ ଏସ୍‌ପି ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ…
Read More...

କୁରାଢ଼ି ଓ ପିସ୍ତଲ ଧରି ଧମକ : ଅଭିଯୁକ୍ତ ଗିରଫ ସହ ଦେଶୀ ପିସ୍ତଲ, ୩ ଜୀବନ୍ତ ଗୁଳି ଜବତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ମଦ୍ୟପାନ କରି ହାତରେ କୁରାଢ଼ି ଧରି ଘର ଆଗରେ ଗାଳିଗୁଲଜ କରିବା ଏବଂ ପରେ ପିସ୍ତଲ ଧରି ହତ୍ୟା ଧମକ ଦେବା ଅଭିଯୋଗରେ ବୀରମହାରାଜପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଯୁବକ ହେଲେ ଉଲୁଣ୍ଡା ବ୍ଲକ କଳାପଥର ଗ୍ରାମପଞ୍ଚାୟତ ଅନ୍ତର୍ଗତ…
Read More...

ବରିଷ୍ଠ ନାଗରିକଙ୍କ ବାରଣାସୀ–ଅଯୋଧ୍ୟା ତୀର୍ଥଯାତ୍ରା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ସୁବର୍ଣ୍ଣପୁର ଜିଲ୍ଲାରୁ ୫୨ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣାସୀ ତୀର୍ଥରେ ବାହାରିଛନ୍ତି । ଏଥିପାଇଁ ତୀର୍ଥଯାତ୍ରୀ ଦଳ ସମ୍ଵଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସ୍ଥାନୀୟ…
Read More...

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ; ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୪,୬୨,୩୮୪ ମତଦାତା

ଅସନ୍ତୁଷ୍ଟ ଥିଲେ ୧୫ ଦିନ ଭିତରେ ଅପିଲ କରିପାରିବେ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଏସ୍‌ଆଇଆର୍‌-୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଅତିରିକ୍ତ…
Read More...

ନଶାମୁକ୍ତ ଯୁବା ଗଠନ ପାଇଁ ମହାନଦୀ ଧାରାରେ ‘ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଯୁବପିଢ଼ିଙ୍କୁ ନଶାର କୁପ୍ରଭାବରୁ ଦୂରେଇ ରଖି ଏକ ସୁସ୍ଥ, ସଚେତନ ଓ ଦାୟିତ୍ୱବାନ ଯୁବ ସମାଜ ଗଠନ ଉଦ୍ଦେଶ୍ୟରେ ‘ନଶା ମୁକ୍ତ ଯୁବା – ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ‘ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’ ଗତକାଲି ମହାନଦୀ ଧାରା, ସୋନପୁର…
Read More...

ଡକାୟତି ଅଭିଯୋଗରେ ଲିମନ ପାଢ଼ୀ ଓ ପ୍ରବୀଣ ମେହେର ଗିରଫ

ଏସ୍‌ପି ଅଫିସରେ ପଡ଼ୋଶୀ ବୌଦ୍ଧ ଜିଲ୍ଲାର ଶହ ଶହ ଲୋକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ପୋଲିସ ନେଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ପଡ଼ୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅଧିବାସୀଙ୍କୁ କଥା ଦେଇ କଥା ରଖିଛନ୍ତି ଏସ୍‌ପି ନାରାୟଣ ନାୟକ ଓ…
Read More...

କୁଷ୍ଠାଶ୍ରମରେ ପୁଅର ଜନ୍ମଦିନ ପାଳିଲେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜିକାଲିର ଚାକଚକ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀ ମଧ୍ୟରେ ଜନ୍ମଦିନ ଭଳି ଖୁସିର ମୁହୂର୍ତ୍ତକୁ ବିଳାସପୂର୍ଣ୍ଣ ହୋଟେଲ କିମ୍ବା ଡିଜେ ଗୀତ ନାଚ ଓ କେକ ନ କାଟି ନିରାଡମ୍ବର ଭାବେ ପୁଅ ଚେତକର ଜନ୍ମ ଦିନ କୁଷ୍ଠାଶ୍ରମରେ ପାଳନ କଲେ ବୀରମହାରାଜପୁର…
Read More...