Browsing Tag

subarnapur news

ଇନଟାକର ସାଧାରଣ ପରିଷଦ ବୈଠକ ତଥା ଚାପ୍ଟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ୍ କଲଚରାଲ୍ ହେରିଟେଜ୍ (ଇନଟାକ) ସୋନପୁର ଚ୍ୟାପ୍ଟର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଚ୍ୟାପ୍ଟରର ସାଧାରଣ ପରିଷଦ ବୈଠକ ଏବଂ ନୂଆଁଖାଇ ଭେଟଘାଟ ତଥା ଚାପ୍ଟର ପ୍ରତିଷ୍ଠା ଦିବସ…
Read More...

ସୁବର୍ଣ୍ଣପୁରରେ ଆସନ୍ତା ୨୩ରୁ ସାହାଣୀ କପ୍ ଫୁଟବଲ୍

ଫୁଟବଲ୍ ପ୍ରେମୀ ମହଲରେ ଉତ୍ସୁକତା ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରରେ ପ୍ରଥମ ଥର ପାଇଁ ଆୟୋଜନ ହେବାକୁ ଥିବା ୬୫ତମ ସାହାଣୀ କପ୍ ଫୁଟବଲ୍ ଲିଗ୍ ୨୦୨୬/୨୭ ପାଇଁ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିଅମ୍ ଠାରେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ…
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଅଣ୍ଡାମାଡ ଘଟଣାକୁ ନିନ୍ଦନୀୟ କହିଲେ ବିଧାୟକ ନିରଞ୍ଜନ ପୂଜାରୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ତରଭା ବ୍ରିଜ୍ ଛକରେ ହୋଇଥିବା ଅଣ୍ଡାମାଡ ଘଟଣାକୁ ନିନ୍ଦନୀୟ ବୋଲି କହିଛନ୍ତି ବିଧାୟକ ଶ୍ରୀ ପୂଜାରୀ । ପଦଯାତ୍ରା…
Read More...

ଖମ୍ବେଶ୍ୱରୀ ମନ୍ଦିର ଚୋରି କରିବାକୁ ଯାଇ ଦୁର୍ବୃତ୍ତ ଗିରଫ

ଚୋରି ବେଳେ ଘଟିଲା ଅଲୌକିକ ଘଟଣା, ଦୈବୀଶକ୍ତି ଯୋଗୁଁ ସେଠାରେ ପଡ଼ି ରହିଲା ଦୁର୍ବୃତ୍ତ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ପୀଠ ତଥା ମନ୍ଦିର ମାଳିନୀ ସୋନପୁର ସହରରେ ଘଟିଛି ଏକ ଅଲୌକିକ ଘଟଣା । ଗତକାଲି ରାତି ସହରର ଡେଲି ମାର୍କେଟ ଠାରେ ଥିବା…
Read More...

ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଅଣ୍ଡା ମାଡ଼

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଅଣ୍ଡା ମାଡ଼ ଘଟଣା ସାମ୍ନାକୁ ଆସିଛି । ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଙ୍କ ଗଡ କୁହାଯାଉଥିବା ତରଭା ସହରରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଆସ୍ତେ ଆସ୍ତେ ବିଜେଡିର ହେଭୀ ୱେଟ୍ ନେତା ଶ୍ରୀ…
Read More...

ହୃଦଘାତ୍‌ରେ ପୋଲିସ ଏଏସ୍‌ଆଇଙ୍କ ପରଲୋକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ମହାବୀର କଲୋନୀ ନିବାସୀ ପୋଲିସ ଏଏସ୍‌ଆଇ ସତ୍ୟନାରାୟଣ ଦେହୁରୀ(୫୭)ଙ୍କ ହୃଦଘାତରେ ଗତକାଲି ରାତି ୯ଟା ବେଳେ ପରଲୋକ ହୋଇଯାଇଛି । ସେ ବର୍ତ୍ତମାନ ସମ୍ବଲପୁରର ଧନୁପାଲି ଥାନାରେ ଏଏସ୍‌ଆଇ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁ ଖବର…
Read More...

ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର : ଉଦ୍ଧାର କରି ପ୍ରଶଂସା ସାଉଁଟିଲେ ନାରାୟଣ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ମାନବିକତାକୁ ଲଜ୍ଜିତ କଲା ଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୌଡ଼ିଆମୁଣ୍ଡା ଅଞ୍ଚଳରେ । ଏକ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁଟିର କାନ୍ଦ ଶୁଣି ଜଣେ ଚାଷୀ ଏହାକୁ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ…
Read More...

ସୁରେଶ୍ୱରୀ ମନ୍ଦିରରେ ସେବା ସଂକଳ୍ପ ଅଭିଯାନର ପ୍ରଥମ ଦିନ

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଜ୍ୱଳନ ହେବ ୧ ଲକ୍ଷ ୪୪ ହଜାର ୬୨୩ ଗୋଟି ଦୀପ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ସୁରେଶ୍ୱରୀ ମନ୍ଦିର ପରିସରରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ର ପ୍ରଥମ ଦିନର କାର୍ଯ୍ୟକ୍ରମ ଆୟୋଜିତ…
Read More...

ବିଶିଷ୍ଟ କଳାକାର ବ୍ୟାସଦେବ ପାତ୍ରଙ୍କ ବିୟୋଗ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର ବିଶିଷ୍ଟ କଳାକାର ବ୍ୟାସଦେବ ପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ଏହି ଖବର ଜଣାପଡିବା ପରେ ସହରରେ ଶୋକର ଛାୟା ଖେଳିଯାଇଛି । ସୂଚନାରୁ ପ୍ରକାଶ ଯେ, ସେ ଗତ ୫ ତାରିଖ ଶନିବାର ଦିନ ତାଙ୍କ ସ୍କୁଟିରେ ଆସୁଥିବା ବେଳେ ବ୍ଲକ୍ ଛକ ନିକଟ…
Read More...

ବିଚ୍ ରାସ୍ତାରେ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

ଘଟଣା ସ୍ଥଳରେ ଏସ୍‌ପିଙ୍କ ତଦନ୍ତ ଆରମ୍ଭ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଆଗଲପୁରର ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ଚିନାଜୁରୀ କେବାଡ଼ କେନାଲ ରୋଡ଼ରେ ଗତକାଲି ରାତିରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ କାର…
Read More...