Browsing Tag

subarnapur news

ସୁବର୍ଣ୍ଣପୁର ପୋଲିସର ଚଢ଼ାଉ : ବିପୁଳ ପରିମାଣର ଗଞ୍ଜେଇ, କଫ ସିରଫ ଓ ୨ ଗୋଟି ପିସ୍ତଲ ସହ ୭ ଅଭିଯୁକ୍ତ ଗିରଫ

ମାଫିଆ ଡ଼ାକିଲେଣି ତ୍ରାହି ତ୍ରାହି ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ନିଶା ମୁକ୍ତ ଅଭିଯାନରେ ପୁଣି ସଫଳତା ମିଳିଛି । ଜିଲ୍ଲାର ସୋନପୁର ଓ ବୀରମହାରାଜପୁର ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ, କଫ ସିରଫ, ୨ ଗୋଟି ବନ୍ଧୁକ ସହ ନଗଦ ୪ ଲକ୍ଷ
Read More...

ନିତେଶ ବାରିକ ଓ ଶୀତଲ କୁଶଳଙ୍କ ଓଏଏସ୍‌ରେ ସଫଳତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଏଏସ୍ ଫଳାଫଳ ପ୍ରକାଶ ପାଇଛି । ଆଜି ସୋନପୁର ମାଟି ପାଇଁ ଏକ ଐତିହାସିକ ଦିନ । ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା ୨୦୨୫ର ଚୂଡାନ୍ତ ଫଳାଫଳରେ ସୋନପୁରର ଗୌରବ ନୀତେଶ କୁମାର ବାରିକ ରାଜ୍ୟରେ ୮ ନମ୍ବର ରେଙ୍କ ହାସଲ କରି ସମଗ୍ର ଜିଲ୍ଲାକୁ ଗୌରବାନ୍ୱିତ
Read More...

ଚାଲିଥିଲା ସେକ୍ସ ରାକେଟ ମାଡ଼ି ବସିଲା ପୁଲିସ୍; ୫ ଦେହଜୀବୀଙ୍କ ସହ ୧୨ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ବିଳମ୍ବିତ ରାତ୍ରୀରେ ସୋନପୁର ସହରରେ ଥିବା ଗ୍ରୀନ ପାର୍କ ହୋଟେଲରେ ଚାଲିଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି ସୋନପୁର ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ପି ନାରାୟଣ ନାୟକ । ଗତକାଲି ବିଳମ୍ବିତ
Read More...

ଯୁକ୍ତ ୨ ବିଜ୍ଞାନରେ କୁନ୍ତୀ ସାହୁ ପଶ୍ଚିମ ଓଡ଼ିଶା ଟପ୍ପର

ଓଡ଼ିଶାରେ ଦ୍ଵିତୀୟ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଗ୍ରାମର କୁନ୍ତୀ ସାହୁ +୨ ବିଜ୍ଞାନରେ ୯୯.୫ ପ୍ରତିଶତ ନମ୍ବର ରଖି ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ପଶ୍ଚିମ
Read More...

ବଣ ମଲ୍ଲୀ ପ୍ରତିଭାକୁ ସ୍ୱୀକୃତି ଦେଲେ ଜିଲ୍ଲାପାଳ

ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ଜିଲ୍ଲାପାଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବଣମଲ୍ଲୀର ବାସ୍ନା ଅତ୍ୟନ୍ତ ନିଆରା ଏହା ସମସ୍ତେ ଜାଣନ୍ତି । କିନ୍ତୁ ସେହି ପ୍ରତିଭାକୁ ଖୋଜିବାକୁ ଚିହ୍ନିବାକୁ ଆଗେଇ ଆସନ୍ତି ଖୁବ୍ କ୍ୱଚିତ୍ ଲୋକ ।
Read More...

ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିଅନସିପ୍ ଉଦ୍‌ଯାପିତ

ବାଳିକାରେ ରାମଧୁନ୍ କ୍ଳବ ଓ ବାଳକରେ ସୋନପୁର ବ୍ଲକ ଦଳ ବିଜୟୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧିଷ୍ଟାଡିୟମ୍ ଠାରେ ଚାଲିଥିବା ୧୪ ବର୍ଷରୁ କମ୍‌ ବାଳକ ଓ ବାଳିକା ଫୁଟବଲ ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ବାଳିକା ବିଭାଗରେ ରାମଧୁନ
Read More...

ଅପମିଶ୍ରିତ ଡିଜେଲ କାରଖାନା ପରେ ଧରାପଡ଼ିଲା ଗ୍ୟାସ ଅନିୟମିତତା

ଖମ୍ବେଶ୍ଵରୀପାଲିରେ ବିହାରୀ ରାଜ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଥାନା ଖମ୍ବେଶ୍ୱରୀ ପାଲିରେ ଅପମିଶ୍ରିତ ଡିଜେଲ କାରଖାନା ପରେ ଧରପଡ଼ିଲା ସଂମ୍ପୃକ୍ତ ମାଲିକ ମନୋଜ ସାହୁଙ୍କ ଗ୍ୟାସ କେଳେଙ୍କରୀ । ଚାଲିଥିଲା କି ଖମ୍ବେଶ୍ଵରୀପାଲିରେ ବିହାରୀ ରାଜ । ଝାଡଖଣ୍ଡର ମୂଳ
Read More...

ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ ସମ୍ପର୍କରେ ଏସ୍‌ପିଙ୍କ ସାମ୍ୱାଦିକ ସମ୍ମିଳନୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡିଶା ପୋଲିସ ଦ୍ୱାରା ଗଠିତ ବରିଷ୍ଠ ନାଗରିକ ସୁରକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସହାୟତା ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସର ସମସ୍ତ ୯ ଗୋଟି ଥାନାରେ ମଧ୍ୟ ଏହି ବିଭାଗ
Read More...

ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଶାଳ ସମାବେଶ

ବିଜେପି ସରକାର ଉପରେ ଗର୍ଜିଲେ ନାରୀନେତ୍ରୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହିଳାଙ୍କୁ ୩୩% ସଂରକ୍ଷଣ ଦେବାରେ ବିଫଳ ଓ ନାରୀ ନିର୍ଯ୍ୟାତନା ନିୟନ୍ତ୍ରଣ କରିବା
Read More...

ଅପମିଶ୍ରିତ ତେଲ କାରଖାନାରେ ଜିଲ୍ଲାପାଳଙ୍କ ସରଜମିନ ତଦନ୍ତ

ଆକ୍ସନ ମୋଡ଼ରେ ଜିଲ୍ଲାପାଳ ଗ୍ରାଉଣ୍ଡକୁ ଓହ୍ଲାଇ କଲେ ତଦନ୍ତ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର-ବଲାଙ୍ଗିର ଏନ୍‌ଏଚ୍‌-୫୭ କଡ଼ରେ ଖମ୍ବେଶ୍ୱରୀପାଲି ଠାରେ ଥିବା ନାୟାରା ପେଟ୍ରୋଲ ପମ୍ପ ମାଲିକ ମନୋଜ ସାହୁଙ୍କ ଗୋଦାମରେ ବେଆଇନ ଭାବେ ଚାଲିଥିବା କଳାକାରବାରର ପର୍ଦ୍ଦାଫାଶ
Read More...