Browsing Tag

subarnapur news

“ଅନୁଭୂତିରେ ଶ୍ରୀ ଗୋପାଳଜୀ” ପୁସ୍ତକ ଜିଲ୍ଲା ଗ୍ରନ୍ଥାଗାରକୁ ପ୍ରଦାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ଶ୍ରୀ ଶ୍ରୀ ବଡ଼ ଗୋପାଳଜୀଙ୍କ ବାରଗୋଟି ଅଷ୍ଟଧାତୁ ପ୍ରତିମୂର୍ତ୍ତି ଫେରାଇ ଆଣିବା ଉପରେ ଆଧାରିତ ପୁସ୍ତକ "ଅନୁଭୂତିରେ ଶ୍ରୀ ଗୋପାଳଜୀ" ଜିଲ୍ଲା ଗ୍ରନ୍ଥାଗାରକୁ ପ୍ରଦାନ କରିଛନ୍ତି ଉପଜିଲ୍ଲାପାଳ, ସୋନପୁର ତଥା ସୋନପୁର ଦେବୋତ୍ତର ଅଧିକାରୀ…
Read More...

ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପ୍ରଶିକ୍ଷଣ ସମ୍ମିଳନୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପ୍ରଶିକ୍ଷଣ ସମ୍ମିଳନୀ-ସହ-ଅଭିମୁଖୀ କରଣ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ…
Read More...

ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି : ୩୧ ଗୋଟି ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ…
Read More...

ସୋନପୁର ଗାନ୍ଧି ଷ୍ଟାଡିୟମର ଭିତ୍ତଭୂମି ଯାଞ୍ଚ କଲେ ଫାଓର ପ୍ରତିନିଧି ଦଳ

ସାହାଣୀ କପ୍ ଫୁଟବଲ୍ ନେଇ ଆଶା ଉଜ୍ଜୀବିତ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ସୁବର୍ଣ୍ଣପୁରରେ ଆଜି ପହଞ୍ଚି ସାହାଣୀ କପ୍ ଫୁଟବଲ୍ ପାଇଁ ଗାନ୍ଧୀ ଷ୍ଟାଡିୟମର ଭିତ୍ତଭୂମିର ଯାଞ୍ଚ କରିଛନ୍ତି । ଜିଲ୍ଲା…
Read More...

ସୋନପୁର ଗଡଜାତ ପାଇଁ ବାହାରିଲା ନୂଆଖାଇ ଲଗ୍ନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗଡ଼ଜାତ ଓ ପଞ୍ଚରା ଅଞ୍ଚଳ ପାଇଁ ନୂଆଖାଇ ଲଗ୍ନ ସ୍ଥାନୀୟ ବଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁକ୍ତି ମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଘଣ୍ଟ ସ୍ଥିର ହୋଇଯାଇଛି । ଚଳିତ ବର୍ଷ ଭାଦ୍ରବ ଶୁକ୍ଳ ରୁଷୀ ପଞ୍ଚମୀ ସେପ୍ଟେମ୍ବର ୧୫ ତାରିଖ…
Read More...

ଆର୍‌ଏସ୍‌ଏସ୍‌ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାଷ୍ଟ୍ରୀୟ ସ୍ୱୟଂ ସେବକ ପକ୍ଷରୁ ସୋନପୁର ମହାବିଦ୍ୟାଳୟ ଠାରେ "ଯୁବ ସମ୍ମିଳନୀ" ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସୋନପୁର ନଗରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୫ରୁ ୩୫ ବର୍ଷ ମଧ୍ୟରେ ଥିବା ପ୍ରାୟ ୧୨୦ ଜଣ ଯୁବକ ଅଂଶ ଗ୍ରହଣ କରିଥିଲେ ।…
Read More...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପିକା ଶ୍ରୀମତୀ କଳ୍ପନା ମିଶ୍ର ଶ୍ରୀକୃଷ୍ଣଙ୍କ ଜନ୍ମ, ବାଲ୍ୟଲୀଳା,…
Read More...

ଐତିହାସିକ ସୁଦାମଙ୍କ ଘରେ ପୂର୍ବତନ ଜିଲ୍ଲାପାଳ ତଥା ସୂ-ସାହିତ୍ୟିକ ଡ଼. ନୃପରାଜ ସାହୁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଘୋର ଆର୍ଥିକ ଅନାଟନ ଅସୁବିଧା ସତ୍ତ୍ବେ ମଧ୍ୟ କମ ବୟସରୁ ଖୁବ୍ ସଂଘର୍ଷ କରି ନିଜର ସାରସ୍ୱତ ପ୍ରତିଭାକୁ ଜାଗ୍ରତ କରି ରଖିଥିବା ସୋନପୁରର କଳା ସଂସ୍କୃତି ପ୍ରେମୀ, ଗବେଷକ, ଐତିହାସିକ ତଥା ବାଗ୍ମୀ ସୁଦାମ ନାଏକଙ୍କ ସୋନପୁର ଘୋଡ଼ାଘାଟପଡା ଅସ୍ଥାୟୀ…
Read More...

ବାର୍ଷିକ ବ୍ୟବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜାଭିଅର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ଠାରେ ୮ମ ବ୍ୟବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଅନୁଷ୍ଠିତ ହୋଇଯାଇଛି । “ସ୍ଥିତିସ୍ଥାପକ ବ୍ୟବସାୟ ନିର୍ମାଣ - ଏକ ସ୍ଥାୟୀ ଭବିଷ୍ୟତ ଗଢ଼ିବା ପାଇଁ ବିପଦ ସହ ମୁକାବିଲା” ବିଷୟବସ୍ତୁକୁ…
Read More...

ଯୋଗାଣ ବିଭାଗର ପ୍ରତିଷ୍ଠା ଦିବସ ପାଳନ

ସମ୍ବର୍ଦ୍ଧିତ ହେଲେ ଏଜ୍ରି ଦଳବେହେରା ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ. ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ୪୭ ତମ ପ୍ରତିଷ୍ଠା ଦିବସ ଅଫିସ ପରିସରରେ କେକ୍ କାଟି ପାଳିତ ହୋଇଯାଇଛି । ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ…
Read More...