ପରିବାର ଦେଲେ ନାହିଁ ସ୍ୱୀକୃତି : ପ୍ରେମ ପାଇଁ ଜୀବନ ଦେଲେ ପ୍ରେମୀ ଯୁଗଳ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିନିକା ଗୁଲୁଣ୍ଡା ଗାଁ ନିକଟସ୍ଥ ନିର୍ମାଲଛାୟା ପାଖରେ ରାସ୍ତାକଡରେ ଥିବା ବରଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ବିନିକା ପୋଲିସ । ଆଜି ଭୋରରୁ ବରଗଛରେ ପ୍ରେମୀ ଯୁଗଳ ଝୁଲୁଥବା ଦେଖି!-->…
Read More...
Read More...