ନବ ବିବାହିତାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ
ସମ୍ବଲପୁର : ନବ ବିବାହିତାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସମ୍ବଲପୁରର ଜଣେ ଯୁବତୀ ଗତ ଜାନୁଆରୀରେ ଗୋବିନ୍ଦତୋଲାର ବବୁଲୁ ପାଢୀଙ୍କୁ ବିବାହ କରିଥିଲେ । ବିବାହ ପରେ ଯୌତୁକ ପାଇଁ ସ୍ତ୍ରୀ ସହିତ ବବୁଲୁ ଝଗଡା କରି ଆସୁଥିଲେ । ନିର୍ୟାତନା ଅସହ୍ୟ!-->…
Read More...
Read More...