Browsing Tag

saintala

ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା କଂଗ୍ରେସ ପ୍ରତିନିଧି ଦଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣା ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ରାଜନୈତିକ ମାହୋଲ ବି ସରଗରମ ହେବାରେ ଲାଗିଛି । ଏହି ସମୟରେରେ ମମିତାଙ୍କ ପରିବାର ବର୍ଗଙ୍କୁ ଭେଟିଛି ରାଜ୍ୟ ମହିଳା
Read More...

ସଇଁନ୍ତଲାରେ ମାରୱାଡି ସଂଘ ପକ୍ଷରୁ ଅଗ୍ରସେନ ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ମାରୱାଡ଼ି ସଂଘ ପକ୍ଷରୁ ଅଗ୍ରସେନ ଜୟନ୍ତୀ ଧୁମଧାମରେ ପାଳିତ ହେଇଯାଇଛି । ସ୍ଥାନୀୟ ଶିଶୁ ମନ୍ଦିର ପରିସରରେ ମାରୱାଡ଼ି ସମାଜର ଜନକ ତଥା ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ପାଳିତ ହେଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି
Read More...

କେରମେଲି ହାଇସ୍କୁଲର ଉନ୍ନତି ପାଇଁ ମନ୍ତ୍ରୀଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟସରକାର ସ୍କୁଲ, କଲେଜର ଉନ୍ନତି ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଦେଉଥିବା କହିଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ କଡ଼ରେ ଥିବା କେରମେଲି ସ୍କୁଲ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ଉକ୍ତ ସ୍କୁଲରେ ବାଡ଼ ନଥିବା
Read More...

ଖେଳ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀ ଓ ଅବସର ସମ୍ବର୍ଦ୍ଧନା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଉଚ୍ଚସ୍ତରୀୟ ଶାରିରୀକ ଶିକ୍ଷା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ସମ୍ମିଳନୀ ପଞ୍ଚାୟତ ହାଇସ୍କୁଲ ଶିଷକେଲା ଠାରେ ଅନୁଷ୍ଠିତ ହୋଇଥିଲା । ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ଏବଂ ପ୍ରଧାନ ଶିକ୍ଷକ ମନେଜ
Read More...

ସଚେତନ ମହିଳା ମଞ୍ଚର ସଦସ୍ୟା ରଞ୍ଜିତାଙ୍କୁ କରୋନା ଯୋଦ୍ଧା ସମ୍ମାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜୈନ ସ୍ୱତାମ୍ବର ତେରାପନ୍ଥ ଧର୍ମସଂଘର ମୁନିଶ୍ରୀ ଜିନେଶ କୁମାରଜୀଙ୍କ ସାନ୍ନିଧ୍ୟରେ ବଲାଙ୍ଗୀର ସେଣ୍ଟ୍ରାଲ ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ଜୈନ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଚେତନ ମହିଳା ମଞ୍ଚର ସଦସ୍ୟା ରଞ୍ଜିତା ମିଶ୍ର
Read More...

ଅସହାୟଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ସମାଜସେବୀ ଦେବେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଇଚ୍ଛା ଥିଲେ ସବୁ ସମ୍ଭବ । ଜଣେ ମଣିଷର ମଣିଷ ପଣିଆ ରହିବାର ଆବଶ୍ୟକତା ରହିଛି । ଏହି କରୋନାର ଦ୍ଵିତୀୟ ଲହାରୀରେ ଅନେକ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବିତ ପଡିଛି । ଅନେକ ଲୋକେ କରୋନା ମହାମାରୀକୁ ନେଇ ଭୟ କରୁଛନ୍ତି ତେବେ ଏଭଳି ଘଡିସନ୍ଦି
Read More...

ସଇଁନ୍ତଲାରେ ନୂତନ ବିଇଓ ଭାବରେ ଯୋଗଦେଲେ ଗୋବର୍ଦ୍ଧନ ଭୋଇ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ଆଜି ନୂତନ ବିଇଓ ଭାବରେ ଗୋବର୍ଦ୍ଧନ ଭୋଇ ଯୋଗ ଦେଇଥିବା ବେଳେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମହଲରେ ଉତ୍ସାହିତ ଦେଖିବାକୁ ମିଳିଛି । ଶ୍ରୀ ଭୋଇ ପୂର୍ବରୁ ସେ ଫୁଲବାଣୀ ଜିଲ୍ଲା ସଦର ମହକୁମା କାର୍ୟ୍ୟଳୟରେ ଥିଲେ । ଏଠାରେ
Read More...

ସଇଁନ୍ତଲାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଲୁକ ଇଲେଭେନ ଚାମ୍ପିଅନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଛୋକରବାଞ୍ଜି ରେଲୱେ ଷ୍ଟେସନ ନିକଟ ଖେଲପଡିଆରେ କ୍ରିକେଟ ଟିମ ଆନୁକୂଲ୍ୟରେ ଆୟୋଜିତ ହୋଇ ଥିବା ଟି ଟେନ କ୍ରିକେଟ ଟୁଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଲୁକ ଇଲେଭେନ ଡୁମେରମୁଣ୍ଡା ଓ ସଇଁନ୍ତଲା ଟିମ ମଧ୍ୟରେ ଖେଳ ଅନୁଷ୍ଠିତ
Read More...

ସଇଁନ୍ତଳା ବ୍ଳକର ବିଭିନ୍ନ ସ୍ଥାନରେ ପୋଲିଓ ସେବନ କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ସରକାରଙ୍କ ନିୟମ ଅନୁଯାୟୀ ଦୁଇ ବୁନ୍ଦା ଲେଖାଏଁ ପୋଲିଓ ଛୋଟ ଛୋଟ ପିଲାଙ୍କୁ ଦିଆଯାଇଥିଲା । ତେବେ ବରଗାଁ ଓ ଭନ୍ଦ୍ରା ଠାରେ ଆଶାକର୍ମୀ ଶାନ୍ତି ସୁନା ଓ ସସ୍ମିତା ସେନାପତି ମଧ୍ୟ ପିଲାମାନଙ୍କୁ
Read More...

ଘୁନସରରେ ମଶାରୀ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ଆଜି ମାଗଣାରେ ଲୋକଙ୍କ ପାଇଁ ସରକାର ଯୋଗେଇ ଦେଇ ଥିବା ମଶାରୀକୁ ଆଜି ବିଭିନ୍ନ ଗ୍ରାମରେ ବଣ୍ଟନ କରାଯାଇଛି । ତେବେ ଏହି ଅବସରରେ ଘୁନସର ସରପଞ୍ଚ ଦ୍ରୋପଦି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଶାରୀ
Read More...