Browsing Tag

saintala news

ନିଟ୍‌ରେ ଅନିକେଶଙ୍କ ସଫଳତାକୁ ନେଇ ସଇଁତଲାରେ ବେଶ ଉତ୍ସାହ

ସଇଁତଲା, (ପ୍ରମୋଦ ସେଲମା) : ସଇଁତଲା ସହରର ବାସିନ୍ଦା ତଥା ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ପୁଅ ବଲାଙ୍ଗିର ଯୁବୋଦୟ ଛାତ୍ର ଅନିକେଶ ପାଣିଗ୍ରାହୀ ସମୁଦାୟ ୬୨୪ ମାର୍କ ରଖି ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଡିକାଲ ପଢିବାକୁ ଯୋଗ୍ୟ ବିବେଚିତ…
Read More...

ସଇଁତଲାରେ ପାରଦ ୪୪ ଡିଗ୍ରୀ ଉପରେ : ଅସହ୍ୟ ତାତିରେ ମନମୁଖୀ ବିଦ୍ୟୁତ କାଟ ଯୋଗୁଁ ଲୋକେ ଡହଳ ବିକଳ, ବିଦ୍ୟୁତ ବିଭାଗୀୟ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକରେ ଗତ କିଛି ସପ୍ତାହ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଅସହ୍ୟ ତାତି ଅନୁଭୂତି ହେଉଥିବା ବେଳେ ସଇଁତଲାରେ ପାରଦ ୪୪ ଡିଗ୍ରୀ ଉପରେ ଅଛି । ଏପରି ସ୍ଥଳେ ବିଦ୍ୟୁତ ବିଭାଗର…
Read More...

ମହିଳା ଗୋଷ୍ଠୀର ସବ୍‌ସିଡ଼ି ଟଙ୍କା ହଡପ ଅଭିଯୋଗ

ପୋଲିସର ଦ୍ୱାରସ୍ଥ ହେଲେ ମହିଳା ଗୋଷ୍ଠୀ ସଇଁତଲା, (ପ୍ରମୋଦ ସେଲମା) : ସରକାର ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତି କରିବା ପାଇଁ ମିଶନ ଶକ୍ତି ଗଠନ କରି ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଓ ତାଲିମ ଦେବା ସହ ଆତ୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଛନ୍ତି । ଏପରିକି ସ୍ୱୟଂ…
Read More...

୪ ସାଗୁଆନ ଗଣ୍ଡି ସହ ଅର୍ଦ୍ଧ ନିର୍ମିତ କାଠ ସାମଗ୍ରୀ ଜବତ କଲା ସଇଁତଲା ବନ ବିଭାଗ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୪ ସାଗୁଆନ ଗଣ୍ଡି ସହ ଅର୍ଦ୍ଧ ନିର୍ମିତ କାଠ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି । ଗତକାଲି ପୂର୍ବାହ୍ନରେ ସଇଁତଲା ରେଞ୍ଜର କର୍ମଚାରୀମାନେ ୪ ଟି ଶାଗୁଆନ ଗଣ୍ଡି ସହିତ ଅଧା ତିଆରି ସୋଫା ସେଟ୍‌, ଅଧା ତିଆରି…
Read More...

ବଡ଼ମାଳ ଗୋଳାବାରୁଦ କାରଖାନାରେ କାର୍ଯ୍ୟ ସମିତି ନିର୍ବାଚନ

ସଇଁତଲା, (ପ୍ରମୋଦ ସେଲମା) : ଗତ ଶନିବାର ଦିନ ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ କାର୍ଯ୍ୟ ସମିତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନିର୍ବାଚନରେ ଭାରତୀୟ ପ୍ରତିରକ୍ଷା ମଜଦୂର ସଂଘ ଦ୍ଵାରା ଅନୁବନ୍ଧିତ ୱର୍କର୍ ସଂଘରୁ ୪ ଜଣ ପ୍ରଦୀପ କୁମାର କର ୬୪୦ ଖଣ୍ଡ ଭୋଟ…
Read More...

ବିଶ୍ୱ ସ୍ପେଶାଲ ଅଲିମ୍ପିକ କ୍ରୀଡାରେ ଭାଗ ନେବେ ଟିକ୍ରାପଡା ଗାଁର ବୈଷ୍ଣବ

ସଭା କରି ଗାଁ ଲୋକେ ଦେଲେ ଆଶୀର୍ବାଦ ସଇଁତଲା, (ପ୍ରମୋଦ ସେଲମା) : ଜର୍ମାନୀର ବର୍ଲିନଠାରେ ଚଳିତ ମାସ ୧୭ରୁ ୨୬ ତାରିଖ ଯାଏଁ ବିଶ୍ୱ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ଗାଁର ବୈଷ୍ଣବ ରାଜପଲିଆ ଅଂଶଗ୍ରହଣ…
Read More...

ନିମ୍ନମାନର ସୋକପିଟ ନିର୍ମାଣ କରି ହରିଲୁଟ୍‌ ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ସରକାର କରୋନା ମହାମାରୀ ପରେ ବେରୋଜଗାରୀ ସମସ୍ୟାରୁ ଗରିବ ଜନସାଧାରଣଙ୍କୁ ମୁକ୍ତ କରିବା ସହ ରୋଜଗାର ଯୋଗାଇ ଦେବା ପାଇଁ ମନରେଗା ଯୋଜନା ମାଧ୍ୟମରେ ଅନେକ ନୂତନ କାର୍ଯ୍ୟ ହାତକୁ ନେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । ଏଥିସହ ଅନେକ…
Read More...

ସଇଁତଲା ଓ ବୁଢ଼ାବାହାଲରେ ଧାନ ମଣ୍ଡି ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଓ ବୁଢ଼ାବାହାଲ ପେକ୍ସରେ ଶୁକ୍ରବାର ରବି ଫସଲରେ ଉତ୍ପାଦିତ ଧାନ ବିକ୍ରି ପାଇଁ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଯୋଗଦାନ କରି ଧାନ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ । ଚାଷୀ…
Read More...

ଓଇଏସ୍‌ ପରୀକ୍ଷାରେ ସଫଳତା, ୨ ଆଦିବାସୀ ଶିକ୍ଷୟତ୍ରୀଙ୍କୁ ସଇଁତଲା ବ୍ଲକ କର୍ମଚାରୀଙ୍କ ତରଫରୁ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଓଡିଶା ଶିକ୍ଷା ସେବା (ଓଇଏସ୍‌) ପରୀକ୍ଷାରେ ସଫଳତା ପାଇଥିବା ୨ ଜଣ ଆଦିବାସୀ ଶିକ୍ଷୟତ୍ରୀଙ୍କୁ ଶୁକ୍ରବାର ସଇଁତଲା ବ୍ଲକ ଅଫିସର କର୍ମଚାରୀଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି…
Read More...

ପଥରରେ ଛେଚି ଯୁବକଙ୍କୁ ହତ୍ୟା ଘଟଣାର ପର୍ଦାଫାଶ : ପାରିଶ୍ରମିକ ଟଙ୍କା ମାଗିବାରୁ ହତ୍ୟା, ୨ ଅଭିଯୁକ୍ତ କୋର୍ଟ ଚାଲାଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗାଁ ଗ୍ରାମର ବୁଦ୍ଧଦେବ ନାଗ (୨୯)ଙ୍କୁ ଗତ ୨୧ ତାରିଖ ରାତ୍ରିରେ ପଥରରେ ଛେଚି ହତ୍ୟା କରିଥିବା ଘଟଣାର ପର୍ଦାଫାଶ କରିଛି ପୋଲିସ । ଏଥିରେ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ସଇଁତଲା…
Read More...