Browsing Tag

saintala news

ସଇଁତଲାରେ ବିଜେପି ଦଳର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ତରଫରୁ ସଇଁତଲା ବ୍ଲକ ଫପସି ନାରୀକଟା କମ୍ୟୁନିଟି ହଲଠାରେ ଗତ ରବିବାର ବିଜେପି ବରିଷ୍ଠ ନେତା ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସଂଯୁକ୍ତ…
Read More...

ମାକ୍ରି ଗାଁରେ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁନ୍ତଲା,(କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ବନଖଣ୍ଡ ମାକ୍ରି ଗାଁରେ ଆଜି ୭୪ତମ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବନ ବିଭାଗ ରେଞ୍ଜର ଲିଙ୍ଗରାଜ ଭୋଇ ଯୋଗଦେଇ ଗଛ ଲଗାଇବା ଦ୍ୱାରା ପରିବେଶ…
Read More...

ନୂତନ କେନ୍ଦ୍ରୀୟ କେନ୍ଦୁପତ୍ର ଗୋଦାମ ଗୃହ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ଅଧୀନସ୍ଥ ସଇଁତଲା କେନ୍ଦୁପତ୍ର ରେଞ୍ଜ ଅଫିସଠାରେ ନୂତନ କେନ୍ଦ୍ରୀୟ କେନ୍ଦୁପତ୍ର ଗୋଦାମ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ସିସିଏଫ୍‌ ହର୍ଷବର୍ଦ୍ଧନ ଉଦ୍‌ଗାତା…
Read More...

ପ୍ରେମିକାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ପ୍ରେମିକଙ୍କୁ କୋର୍ଟ ଚାଲାଣ କଲା…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ କୋର୍ଟ ଚାଲାଣ…
Read More...

ମେଗା ଏୟାରଭାଲ ଚୋରି କରିଥିବା ଅଭିଯୋଗରେ କବାଡିବାଲାଙ୍କୁ କୋର୍ଟ ଚାଲାଣ, ୩ଟି ଭାଲ ଜବତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଞ୍ଚଳରେ ସରକାର ମେଗା ଉଠାଜଳ ପ୍ରକଳ୍ପ କରି ଚାଷୀମାନଙ୍କୁ ଖରିଫ ଋତୁରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଥିବା ବେଳେ କେତେକ ଦୁର୍ବୃତ୍ତ ଏୟାରଭାଲକୁ ଚୋରି କରିଥିବା ଅଭିଯୋଗରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ଜଣେ…
Read More...

କବାଡିବାଲା ଗୁଣ୍ଡା ଲଗାଇବା ମାହାଙ୍ଗା ପଡିଲା : ମାରଣାସ୍ତ୍ର ଧରି ଧମକଚମକ ଦେବା ସହ ଘର ଭଙ୍ଗାରୁଚା କରିବା ଘଟଣାରେ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଘୁନସର ଗ୍ରାମରେ ଜଣେ କବାଡିବାଲାଙ୍କୁ ଅନ୍ୟ ଜଣେ ବ୍ୟକ୍ତି ଚୋରି ସାମଗ୍ରୀ କିଣିବାକୁ ବିରୋଧ କରିବାରୁ କବାଡିବାଲା ଜଣକ ଗୁଣ୍ଡା ଲଗାଇ ଆକ୍ରମଣ କରିବା ପାଇଁ ଯୋଜନା କରିଥିବା ମହଙ୍ଗା ପଡିଛି । ଉକ୍ତ ଘଟଣାରେ ସଇଁତଲା ପୋଲିସ…
Read More...

ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ଡ୍ରିଲ କାର୍ଯ୍ୟକ୍ରମ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଘରେ ଗ୍ୟାସ ଯୋଗେ ରୋଷେଇ କରୁଥିବା ବେଳେ ଗ୍ୟାସରେ ନିଆ ଲାଗିଲେ କିପରି ଭାବେ ଆୟତ୍ତ କରିବା, ବିପର୍ଯ୍ୟୟ ପରିସ୍ଥିତିରେ…
Read More...

ନିଟ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ବିବିନା ଆଦର୍ଶ ବିଦ୍ୟାଳୟର ଛାତ୍ର ଅଜୟଙ୍କ ସଫଳତା

ସଇଁନ୍ତଲା : ଦିନ ରାତି କଠିନ ପରିଶ୍ରମ, ଧର୍ଯ୍ୟ, ଆଶା, ବିଶ୍ୱାସ ମନରେ ଥିଲା ଦୃଢ଼ ସଂକଳ୍ପ । ବଡ଼ ହୋଇ ଲୋକଙ୍କ ସେବା ସହଯୋଗ କରିବି ବୋଲି ଆଶା ନେଇ ଦିନ ରାତି ଏକ କରି ପାଠ ପଢି ଏବେ ଜିଲ୍ଲା ତଥା ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟ ମଧ୍ୟରେ ବିବିନା ଆଦର୍ଶ ବିଦ୍ୟାଳୟର ଛାତ୍ର ତଥା ବରଗଡ଼…
Read More...

ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ସଇଁତଲା ବିଜେପି ଦଳର ବିକ୍ଷୋଭ ପ୍ରଦର୍ଶନ ଓ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇଁତଲା ସହରରେ ଚଳିତ ବର୍ଷ ସର୍ବାଧିକ ତାପମାତ୍ର ରେକର୍ଡ କରାଯାଉଥିବା ବେଳେ ତାତିରେ ଲୋକଙ୍କ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏହି ପ୍ରଚଣ୍ଡ ତାତିରେ ଲୋକେ ପଦାକୁ ବାହାରିବା ପାଇଁ କଷ୍ଟକର ହୋଇ ପଡୁଥିବା…
Read More...

ନିଟ୍‌ରେ ଜୀବନାନନ୍ଦଙ୍କ ସଫଳତାକୁ ନେଇ ସଇଁତଲା ଓ ବେଲପଡାରେ ବେଶ ଉତ୍ସାହ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ କୁଦୋଭଟା ଗ୍ରାମ ନିବାସୀ ତଥା ସଇଁତଳା ବ୍ଲକ ଘୁନସର କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନଚରଣ ବାଗ ଓ ସଇଁତଳା ଥାନାରେ ମହିଳା କନଷ୍ଟେବଲ ଭାବେ କାର୍ଯ୍ୟରତ ରେବତୀ ଭାଟିଙ୍କ ଦ୍ଵିତୀୟ ପୁଅ ଜୀବନାନନ୍ଦ ବାଗ (ବିଟୁ) ନିଟ୍‌…
Read More...