Browsing Tag

saintala news

ବନାରସରେ ମକର ସଂକ୍ରାନ୍ତି ଉପଲକ୍ଷେ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କେରମେଲି ପଞ୍ଚାୟତ ବନାରସ ଗ୍ରାମରେ ଶିବ ମନ୍ଦିର କମିଟି ଆନୁକୂଲ୍ୟରେ ମକର ସଂକ୍ରାନ୍ତି ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ମହିଳା ଓ ପୁରୁଷମାନେ ମଣ୍ଡପ ପରିସରରେ ଏକତ୍ରିତ ହୋଇ ବାଜା,
Read More...

ସଇଁତଲା ବ୍ଲକକୁ ବୈମାତୃକ ମନୋଭାବକୁ ନେଇ କଂଗ୍ରେସ ତରଫରୁ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ : ରାଜ୍ୟପାଳଙ୍କ…

ସଇଁତଲା, (ପ୍ରମୋଦ ସେଲମା) : ରାଜ୍ୟ ସରକାର ସଇଁତଲା ବ୍ଲକକୁ ବୈମାତୃକ ମନୋଭାବ ଦେଖାଇ ଆସୁଥିବା ପ୍ରତିବାଦରେ ମଙ୍ଗଳବାର ସଇଁତଲା ବ୍ଲକ କଂଗ୍ରେସ ଦଳ ତରଫରୁ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି ଦେଇଥିଲେ । ଏହି ପରିପେକ୍ଷୀରେ ସଇଁତଲା ବିଡ଼ିଓଙ୍କ
Read More...

ସରପଞ୍ଚ ସ୍ୱାମୀଙ୍କ ଦବଙ୍ଗଗିରି : ରାତ୍ରି ଜଗୁଆଳିଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ ଗଲେ ୨ ଅଭିଯୁକ୍ତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବ୍ଲକ କଲୋନୀରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ରାତ୍ରି ଜଗୁଆଳିଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରିବା ସହ ଜାତିକୁ ଆକ୍ଷେପ କରି ଗାଳିଗୁଲଜ ଓ ଜୀବନରେ ମାରିଦେବା ପାଇଁ ଧମକ ଚମକ ଦେବା ଅଭିଯୋଗରେ ସଇଁତଲା ଥାନା କେସ୍‌ ନଂ ୦୬/୨୪ରେ
Read More...

ସନ୍ଦେହଜନକ ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର : ଥାନାର ଦ୍ୱାରସ୍ଥ ହେଲେ ନାବାଳିକାଙ୍କ ବାପା ମାଆ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ସଇଁତଲା ଥାନା କରମତଲା ପଞ୍ଚାୟତସ୍ଥିତ ତୁଷ୍ଟାପାଲି ଲାନ୍ଥନଦୀ କୂଳରୁ ଜଣେ ନାବାଳିକାଙ୍କୁ ଅର୍ଦ୍ଧନଗ୍ନ ତଥା ଅଚେତ ଅବସ୍ଥା ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ
Read More...

ଡକାୟତି କରିବା ସହ ଗାଡି ଭଙ୍ଗାରୁଜା ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସଇଁତଲା ପୋଲିସ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଡକାୟତି କରିବା ସହ ଗାଡି ଭଙ୍ଗାରୁଜା ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ସଇଁତଲା ଥାନା କେସ ନଂ ୩୯୨/୨୩ରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ
Read More...

ନବ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ଗାୟତ୍ରୀ ପରିବାର ତରଫରୁ ସ୍ଥାନୀୟ ଭାଗବତ ମନ୍ଦିର ପରିସରରେ ବରିଷ୍ଠ ସଦସ୍ୟ ହରି ପ୍ରସାଦ ଅଗ୍ରୱାଲଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଯଜ୍ଞ ଆସନ୍ତା ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ
Read More...

କୁମ୍ଭାରୀରେ ଲୋକ କଳା ଉତ୍ସବ ଉଦ୍‌ଘାଟିତ : ଆଦିବାସୀ ଢୋଲ ମୁହୁରୀରେ ଦୁଲକିଲା ମଞ୍ଚ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କୁମ୍ଭାରୀ ଜୟ ଜଗନ୍ନାଥ କଳା ପରିଷଦ ଆନୁକୂଲ୍ୟରେ ଚତୁର୍ଥ ବର୍ଷ ଉପଲକ୍ଷେ ଲୋକ କଳା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଢୋଲ ନିଶାନ ମୁହୁରୀ କଳା ପରିଷଦ ଦ୍ୱାରା ନୃତ୍ୟ ପରିବେଷଣରେ ଦର୍ଶକମାନେ ବିମୋହିତ । ଏହି
Read More...

ଭୂମିହୀନ ପରିବାରଙ୍କୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ଦାବୀ ନେଇ ରାସ୍ତା ଅବରୋଧ

ସଇଁତଲା, (ପ୍ରମୋଦ ସେଲମା) : ଭୂମିହୀନ ପରିବାରଙ୍କୁ ସରକାର ୪ ଡ଼ିସମିଲ ଜାଗା ଦେଇ ଦୀର୍ଘ ବର୍ଷ ହେଲା ବିଜୁଳି ନାହିଁ କି ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଦାବୀ ହୋଇ ଆସୁଥିଲା । ଏଥିରେ ପ୍ରଶାସନଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ ।
Read More...

ମଦ୍ୟପାନ କରି ଧୁମାପାଲି ବିଦ୍ୟାଳୟକୁ ଆସୁଥିବା ଅଭିଯୋଗରେ ଶିକ୍ଷକ ନିଲମ୍ବିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ଅଧୀନସ୍ଥ ବୁଢ଼ାବାହାଲ ପଞ୍ଚାୟତ ଧୁମାପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କମଲାକାନ୍ତ ଭୋଇ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିବା ଅଭିଯୋଗକୁ ନେଇ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ
Read More...

ଭଦ୍ରା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଆତ୍ମସାତ ଘଟଣାରେ ପିଇଓଙ୍କୁ କୋର୍ଟ ଚାଲାଣ : ଯୋଗାଣ ସହାୟକ ଫେରାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତ ଚାଉଳ ଆତ୍ମସାତ ଘଟଣାରେ ଭଦ୍ରା ପଞ୍ଚାୟତର ତତ୍‌କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁ(୪୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର, ନଭେମ୍ୱର, ଡିସେମ୍ବର
Read More...