Browsing Tag

rourakela news

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପରିପ୍ରେକ୍ଷୀରେ ଜିଲ୍ଲା ତରଫରୁ ଜିଲ୍ଲା ଯୋଜନା ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପରିପ୍ରେକ୍ଷୀରେ ଜିଲ୍ଲା ତରଫରୁ ଜିଲ୍ଲା ଯୋଜନା ବୈଠକ ରାଉରକେଲାର, ସେକ୍ଟର - ୨ ସ୍ଥିତ ସ୍ନେହନାଇ ମଣ୍ଡପ ପରିସରରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।…
Read More...

୨୭ରୁ ସରସ ସ୍ୱଦେଶୀ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଓରମାସର ମିଳିତ ଆନୁକୂଲ୍ୟରେ ଚଳିତ ମାସ ୨୭ରୁ ସରସ ସ୍ୱଦେଶୀ ମେଳା ଆରମ୍ଭ ହେବ । ଏହା ମାର୍ଚ୍ଚ ୯ ତାରିଖ ଯାଏ ଚାଲିବ । ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର…
Read More...

ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ଶ୍ରୀ ଜଗନ୍ନାଥ ମନ୍ଦିର ରଥଖଳା ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମଙ୍ଗଳ ସିଂ ମଙ୍ଗରାଜ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟଅତିଥି ଭାବେ ସ୍ୱାମୀ ବାସୁଦେବାନନ୍ଦ ସରସ୍ଵତୀ, ସମ୍ମାନିତ ଅତିଥି ଭାବେ ମାତା…
Read More...

କୁଆଁରମୁଣ୍ଡାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି କୁଆରମୁଣ୍ଡା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ…
Read More...

ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି…

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଧାର୍ମିକ ସ୍ଥଳରେ ଭିତ୍ତିଭୂମିର ବିକାଶ ସହିତ ଇସ୍ପାତ ସହରାଞ୍ଚଳର ସେକ୍ଟର ୩ ସ୍ଥିତ ଅହୀରାବନ୍ଧ ଜଗନ୍ନାଥ ମନ୍ଦିର ଏବଂ ସେକ୍ଟର-୬ ସ୍ଥିତ ତାରା ତାରିଣୀ ମନ୍ଦିରକୁ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀର…
Read More...

ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ପରେ ଫାୟର ଫାଇଟିଙ୍ଗ କଲୋନୀକୁ ବିଦ୍ୟୁତ ସଂଯୋଗ କଲା ଆରଏସପି

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଦକ୍ଷିଣ ରାଉରକେଲାର ଫାୟର ଫାଇଟିଙ୍ଗ କଲୋନୀର ବିଦ୍ୟୁତ ସଂଯୋଗକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଗତ ୧୮ ଦିନ ତଳେ ହଠାତ ବିଛିନ୍ନ କରିଦେଇଥିଲେ । ଫଳରେ କଲୋନୀରେ ରହୁଥିବା ଶତାଧିକ…
Read More...

ରାମକୃଷ୍ଣ ମିଶନରେ ଠାକୁରଙ୍କ ଜନ୍ମଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ରାମକୃଷ୍ଣ ମିଶନରେ ଶ୍ରୀ ଶ୍ରୀ ରାମକୃଷ୍ଣ ଦେବଙ୍କର ୧୩୧ତମ ଜନ୍ମ ଦିବସ ଉପଯୁକ୍ତ ମର୍ଯ୍ୟାଦା ସହ ପାଳିତ ହୋଇଯାଇଛି । ଏହି ପବିତ୍ର ଦିନରେ ମଙ୍ଗଳ ଆରତୀ, ବେଦ ଆବୃତ୍ତି, ହୋମ, ଭବନ, ପ୍ରବଚନ, କଥାମୃତ, ପାଠ, ପୁଷ୍ପାଞ୍ଜଳି, ଭୋଗ ଓ ପ୍ରସାଦ…
Read More...

ଆମ ପୁଲିସ ସମିତି କମିଟିର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଓ ଆମ ପୁଲିସ ସମିତି କମିଟିର ବୈଠକ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ଦୁର୍ଗା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମାର୍କେଟର ସଭାପତି ସୁଜିତ ସ୍ୱାଇଁ ଓ ସାଧାରଣ ସମ୍ପାଦକ ସନ୍ତୋଷ ସ୍ୱାଇଁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ବିଶ୍ୱ ମାତୃଭାଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନର ମିଳିତ ଆନୁକୂଲ୍ୟରେ ବିଶ୍ୱ ମାତୃଭାଷା ଦିବସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାସଦନର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କାଙ୍କ ସଭାପତିତ୍ୱ ଓ…
Read More...

ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ନାଟକ ମହୋତ୍ସବରେ ଓଡିଆ ନାଟକ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀ ଆୟୋଜିତ ଆନ୍ତର୍ଜାତିକ ନାଟକ ମହୋତ୍ସବ ଭାରଙ୍ଗମ ୨୦୨୬ର ଉଦଯାପନୀ ସନ୍ଧ୍ୟାରେ 'ଶ୍ରୁତି' ନାମକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନଏସଡି ତରଫରୁ ରାଉରକେଲାର ପ୍ରମୁଖ ନାଟ୍ୟାନୁଷ୍ଠାନ ସଂପର୍କର ପ୍ରତିଷ୍ଠାତା ବିଶିଷ୍ଟ…
Read More...