ଉଦିତନଗର ଓରାମପଡାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହର ପ୍ରାଣପ୍ରତିଷ୍ଠା ମହୋତ୍ସବ
ରାଉରକେଲା, (ସସ୍ମିତା ପ୍ରଧାନ) : ହନୁମାନ ବାଟିକା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉଦିତନଗର ଓରାମପଡା ଠାରେ ତ୍ରୀଦିବସିୟ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ (ଶ୍ରୀ ଗୁଣ୍ଡିଚା ମନ୍ଦିର)ର ପ୍ରାଣପ୍ରତିଷ୍ଠା ଉତ୍ସବ ଜୁଲାଇ ୩ ତାରିଖ ଠାରୁ ଆରମ୍ଭ ହୋଇଛି । ହନୁମାନ ବାଟିକା ଶ୍ରୀ ଶ୍ରୀ ଜଗନ୍ନାଥ!-->…
Read More...
Read More...