Browsing Tag

rourakela news

୧୩ତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ସଂସ୍ଥା ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ୧୩ତମ ଦ୍ୱିଦିବସୀୟ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ତଥା ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା
Read More...

ରାଜଗାଙ୍ଗପୁର ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲରେ ୪୧ତମ ‘ସୁରତରଙ୍ଗ’ର ଅଡିଶନ୍ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗମ କଳାଗୃପ ଦ୍ୱାରା ଆୟୋଜିତ ଭାରତର ସର୍ବବୃହତ ଗାୟନ ପ୍ରତିଭା ଚୟନର ୪୧ତମ ସୁରତରଙ୍ଗ ଅଡିସନ ରାଜଗାଙ୍ଗପୁର ଶ୍ରୀ ଅରବିନ୍ଦ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଡିଶନ୍ ସଫଳତାର ସହ ଜାରି ରହିଛି । ତାଳଚେର ସ୍ଵୟଂଶାସିତ
Read More...

ଜାନୁଆରୀ ୭ରୁ ଆରମ୍ଭ ହେବ ତିନି ଦିନିଆ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବା ଏବଂ ଦିବ୍ୟାଙ୍ଗଙ୍କ ପୁନର୍ବାସ ଉଦ୍ଦେଶ୍ୟରେ, ତ୍ରିଶକ୍ତି ସେବା ଟ୍ରଷ୍ଟ ଓ ଲାୟନ୍ସ କ୍ଲବ୍ ଅଫ୍ ରାଉରକେଲା ବେଦବ୍ୟାସଙ୍କ ମିଳିତ ସହଯୋଗରେ, ୨୦୨୬ ଜାନୁଆରୀ ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଉରକେଲାର ହନୁମାନ ଭାଟିକା ସ୍ଥିତ ତ୍ରିଶକ୍ତି ଧାମରେ ​​ଏକ
Read More...

ରାଉରକେଲା ପୋଲିସ୍ ଦ୍ୱାରା ଦୁଇ ଲୁଟେରା ଗିରଫ୍ ଏବଂ ଲୁଟ୍ ସାମଗ୍ରୀ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ସେକ୍ଟର-୭ ପୋଲିସ ସେକ୍ଟର ଅଞ୍ଚଳର ଏକ ଆବାସିକ କ୍ୱାର୍ଟରରୁ ଆଜବେଷ୍ଟସ୍ ଛାତ ଭାଙ୍ଗି ଚୋରି କରିଥିବା ଅଭିଯୋଗରେ ଜଡିତ ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ସଫଳତାର ସହ ଗିରଫ କରିଛି । ଅଭିଯୁକ୍ତର ନାମ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ବୋଲି ଚିହ୍ନଟ
Read More...

ଅବସରପ୍ରାପ୍ତ ପୋଲିସ ଅଫିସର ଆସୋସିଏସନର ନୂଆବର୍ଷକୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ପୁରାତନ ବର୍ଷ ୨୦୨୫କୁ ବିଦାୟ ଜଣାଇ ନୂଆବର୍ଷ ୨୦୨୬କୁ ସ୍ୱାଗତ କରିବା ସହ ଆସନ୍ତା ମକର ସଂକ୍ରାନ୍ତିର ଅଭିନନ୍ଦନ ଜ୍ଞାପନ କରାଯାଇଛି । ଆସୋସିଏସନର ବରିଷ୍ଠ ଉପସଭାପତି ପୂର୍ଣ୍ଣଚନ୍ଦ୍ର
Read More...

ଇଂରାଜୀ ନବବର୍ଷ ଉପଲକ୍ଷେ ଶ୍ରଦ୍ଧାରେ ବନ୍ଧୁ ମିଳନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କାର୍ଯ୍ୟକାରୀ ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ପୌରାହିତ୍ୟରେ ଏବଂ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ୱରେ ଭିନ୍ନକ୍ଷମଙ୍କ ଅନୁଷ୍ଠାନ ଶ୍ରଦ୍ଧା ଠାରେ ନବବର୍ଷ ଉପଲକ୍ଷେ ଅନୁଷ୍ଠାନର ପରିଚାଳନା କମିଟି ପୁରାତନ ଓ ବର୍ତ୍ତମାନର ସଦସ୍ୟ, ଶିକ୍ଷକ
Read More...

ପ୍ରଗତି ଉତ୍କଳ ସଂଘର ମୋ ପ୍ରିୟ କବି ଓ କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନବବର୍ଷ ଉପଲକ୍ଷେ ଏକ ସାରସ୍ଵତ କବିତା " ମୋ ପ୍ରିୟ କବି ଓ କବିତା" ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ଡ. ପ୍ରଭାତ
Read More...

ଦ୍ୱିଦିବସୀୟ ଲେଡି ଲାୟନ ଶିଶୁ ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ): ସାମାଜିକ ଅନୁଷ୍ଠାନ ଲେଡି ଲାୟନ ପକ୍ଷରୁ ଝିରପାଣି ବିଜୟ କ୍ଲବ୍ ପଡିଆଠାରେ ଦ୍ୱିଦିବସୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବନ୍ଦିତା ମାହତୋଙ୍କ ଅଧ୍ୟକ୍ଷତା, କବିତା ମାହାତୋ, ସମ୍ପାଦକ ସ୍ନେହଲତା ଗନ୍ତାଘରିଆ, ଧନମାୟା
Read More...

ସମାଜସେବୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ବିୟୋଗରେ ସେକ୍ଟର ୬ ସ୍ଥିତ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ନିଜସ୍ଵ ସଭାଗୃହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଆର୍ତ୍ତଭଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱ ଓ ବରିଷ୍ଠ ଉପଦେଷ୍ଟା
Read More...

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୨୦୨୫ ଓ ୨୦୨୬ ପାଇଁ ହନରାରୀ ଡକ୍ଟରେଟ୍ ଉପାଧି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଅନୁଷ୍ଠାନର ସମ୍ପାଦକ ଡ. ରଜନୀକାନ୍ତ ମିଶ୍ର ଏ ସମ୍ପର୍କରେ ସୂଚନା ପ୍ରଦାନ କରି
Read More...