Browsing Tag

rourakela news

ଜିଲ୍ଲାର ଜଙ୍ଗଲ ଜମିକୁ ମାଡି ବସିଛନ୍ତି ଶିଳ୍ପନୁଷ୍ଠାନ, ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିକୁ ଦାବିପତ୍ର ଦେଲେ ରେଙ୍ଗାଲି…

ରାଉରକେଲା/ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ଥିବା ଶିଳ୍ପନୁଷ୍ଠାନ ଗୁଡିକ ବେଆଇନ ଭାବେ ଜଙ୍ଗଲ ଜମିକୁ ମାଡି ବସିଥିବା ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିକୁ ମଙ୍ଗଳବାର
Read More...

ଓଏସ୍‌ଏପି ବିଦ୍ୟାଳୟରେ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ଓଏସ୍‌ଏପି, ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଚୌଧୁରଙ୍କ ସଭାପତିତ୍ଵରେ, ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଂଯୋଜନାରେ
Read More...

ଆଇନ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ୍ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ ଓ ଖାଦ୍ୟ ମେଳା ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି । ଅଧ୍ୟକ୍ଷ ଡଃ. ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ଡ. ସମ୍ପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ମିଶନ ସଣ୍ଡେ ପକ୍ଷରୁ ବନ୍ଧୁମିଳନ ୨୦୨୬

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ଚଳିତ ବର୍ଷ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମିଶନ ସଣ୍ଡେ ପକ୍ଷରୁ ଏକ ବନ୍ଧୁମିଳନ ତଥା ବଣଭୋଜି ରାଉରକେଲା ସ୍ଥିତ ତରକରା ଡ୍ୟାମ ଠାରେ ଗତ ରବିବାର ତା ୦୮.୦୨.୨୦୨୬ ରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ପ୍ରାୟ ୫୦ରୁ ଅଧିକ
Read More...

ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସାଇକ୍ଲୋଥନ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ, ରାଉରକେଲା ଓ ଇଣ୍ଡିଆନ ଅଏଲର ମିଳିତ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସାଇକ୍ଲୋଥନ ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆନ୍ ଅଏଲ୍‌ର ବରିଷ୍ଠ କର୍ମକର୍ତ୍ତା ନବୀନ କୁମାର ବଞ୍ଜାରାଙ୍କ ଆବାହକତ୍ଵରେ ଆୟୋଜିତ ଏହି
Read More...

ରାଉରକେଲା ରେଳଷ୍ଟେସନ୍ ଅଞ୍ଚଳରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା : ୫ ଅଭିଯୁକ୍ତ ଗିରଫ

ହତ୍ୟାରେ ବ୍ୟବହୃତ ଛୁରୀ ସହ ଗୋଟିଏ ବୋଲେରୋ, ଗୋଟିଏ କାର ଓ ୫ ମୋବାଇଲ ଜବତ୍ ରାଉରକେଲା, (ସସ୍ମିତା ପ୍ରଧାନ) : ଫେବୃୟାରୀ ୬ ତାରିଖ ସନ୍ଧ୍ୟା ପ୍ରାୟ ୯ଟା ୧୫ ସମୟରେ ରାଉରକେଲା ରେଳଷ୍ଟେସନ୍ ଅଞ୍ଚଳରେ ଥିବା ମଡର୍ଣ୍ଣ ଡିଲକ୍ସ ଶୌଚାଳୟ ପରିସରରେ ଉତ୍ତରପ୍ରଦେଶ ବାଲିଆ ଜିଲ୍ଲାର ବାସିନ୍ଦା
Read More...

ଏକ ଦିବସୀୟ ଗଳ୍ପକଥନ କର୍ମଶାଳା ଓ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ନାଟ୍ୟାନୁଷ୍ଠାନ ପ୍ରୟାସ, ରାଉରକେଲା ତରଫରୁ ଏକ ଦିବସୀୟ ଗଳ୍ପକଥନ କର୍ମଶାଳା ଓ ପ୍ରତିଯୋଗିତା ସେକ୍ଟର ୧୫ ସ୍ଥିତ ପ୍ରୟାସ ନାଟ୍ୟଘର ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସୌଜନ୍ୟରେ
Read More...

ସହରର ବିଭିନ୍ନ ସ୍ଥାନରେ ହିନ୍ଦୁ ସମ୍ମିଳନୀ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୫ ସ୍ଥିତ ଗୋଲ ଘର, ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଏବଂ ସେକ୍ଟର-୧୭ ସମେତ ସହରର ବିଭିନ୍ନ ସ୍ଥାନରେ ଆଜି ହିନ୍ଦୁ ସମ୍ମିଳନୀ ମହା ଆଡମ୍ବରରେ ପାଳନ
Read More...

ଅପରାହ୍ନ ସାହିତ୍ୟଝର ପକ୍ଷରୁ ସାହିତ୍ୟ ସଭା

'ଯୁଗେ ଯୁଗେ ସମ୍ବାଦପତ୍ରରେ ସୃଜନଶୀଳତା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି' ରାଉରକେଲା, (ସସ୍ମିତା ପ୍ରଧାନ) : ସୁସ୍ଥ ସମାଜ ଗଠନ ନିମନ୍ତେ ଉଭୟ ସମ୍ବାଦପତ୍ର ଓ ସାହିତ୍ୟର ଗୁରୁତ୍ୱକୁ ଅସ୍ୱୀକାର କରି ହେବ ନାହିଁ ବୋଲି ବାଲେଶ୍ୱରରୁ ପ୍ରକାଶିତ ଦୈନିକ ଅପରାହ୍ନ ଖବରକାଗଜର ସୁନ୍ଦରଗଡ଼
Read More...

ବାଲିଝୁଡ଼ି ଠାରେ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ଜଲଦା ସ୍ଥିତ ବାଳିଝୁଡ଼ି ଠାରେ ଜଳଦା ବିଜେପି ମଣ୍ଡଳ ଦ୍ୱାରା ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି
Read More...