Browsing Tag

rourakela news

ବାହାନଗା ରେଳ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନ ତରଫରୁ ସେକ୍ଟର ୨ସ୍ଥିତ ବିଜୁ ପଟ୍ଟନାୟକ ଛକଠାରେ ରେଳ ଦୁର୍ଘଟଣାରେ ମୃତାହତଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୀପ ପ୍ରଜ୍ଜଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଏକ ମିନିଟ୍‌ ନୀରବ ପ୍ରାର୍ଥନା…
Read More...

ଓଡ଼ିଶା ରେଳ ଚଳାଚଳ ସମନ୍ୱୟ ସମିତି ପକ୍ଷରୁ ଶୋକସଭା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାହାନଗାଠାରେ ଗତକାଲି ଘଟି ଯାଇଥିବା କରମଣ୍ଡଳ ରେଳ ଦୁର୍ଘଟଣା ହୃଦୟ ଥରା ଓ ଅତ୍ୟନ୍ତ ଦୁଃଖଦାୟକ । ସହସ୍ରାଧିକ ମୃତ ଓ ପୀଡ଼ିତଙ୍କ ଦୁର୍ଦ୍ଦଶା ଦେଖି ହେଉନି କି ସହି ହେଉନି । ସରକାର, ରେଳମନ୍ତ୍ରୀ, ସାମାଜିକ ଅନୁଷ୍ଠାନମାନେ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗର…
Read More...

ବିଶ୍ୱ ବାଇସାଇକେଲ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ବାଇସାଇକେଲ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ସାଇକ୍ଲିଂ ଆସୋସିଏସନ୍ ତରଫରୁ ସେକ୍ଟର ୧୩ ଦୁର୍ଗାପୂଜା ପଡିଆଠାରେ ବିଶ୍ୱ ବାଇସାଇକେଲ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସବ୍ୟସାଚୀ ଦାସଙ୍କ ଆବାହକତ୍ୱ ତଥା ଅତିଥି, କବି କୁଞ୍ଜବିହାରୀ…
Read More...

‘ଉଦାହରଣ’ ଅନୁଷ୍ଠାନର ପ୍ରଥମର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସହିଦଙ୍କ ପରିବାରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଉଥିବା 'ଉଦାହରଣ' ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତି ବୈଠକ ଇଣ୍ଡୋ ଜର୍ମାନ୍ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତିଙ୍କ ଅଧ୍ୟକ୍ଷତାରେ…
Read More...

କର୍କଟ ସଚେତନତା ଶିବିର ଆୟୋଜନ ଉପରେ ଓଡ଼ିଆ ଜାତୀୟ ସମ୍ମିଳନୀର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଜୁନ ୧୨ତାରିଖ ସୋମବାର ଦିନ ଚକେଇସିଆଣୀ ସ୍ଥିତ ମଞ୍ଚନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ଜାତୀୟ ସମ୍ମିଳନୀ ଆନୁକୂଲ୍ୟରେ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମ୍ମିଳନୀର…
Read More...

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ପ୍ରକାଶ ପାଇଥିବା ଓଡଶା ବୋର୍ଡର ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ସିଭିଲ ଟାଉନ୍‌ସିପ୍‌ସ୍ଥିତ ନିମ୍ବସ କ୍ୟାରିୟର କୋଚିଂ ସେଣ୍ଟରର ଛାତ୍ରୀ ତାନିଆ ସାହୁ ୯୨.୩୩ ପ୍ରତିଶତ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଛେଣ୍ଡସ୍ଥିତ…
Read More...

ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜ ମଉଜ ଆସନ୍ତା ୧୨ ଓ ୧୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜମଉଜର ରଜ ରାଜକୁମାରୀ ସିଜିନ ୨ ଚଳିତ ମାସ ଆସନ୍ତା ୧୨ ଓ ୧୩ ତାରିଖ ଦିନ ସେକ୍ଟର ୨ ସାହାନାଇ ମଣ୍ଡପଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ…
Read More...

୩୧ ତାରିଖରେ ଦରମା ପାଇବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ସାହ

ରାଉରକେଲା, (ସସ୍ମିତା ପ୍ରଧାନ) : ମଇ ମାସର ଦରମା ଗତକାଲି ୩୧ ତାରିଖରେ ପାଇଥିବାରୁ ଗୁରୁଣ୍ଡିଆ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ଦୃଷ୍ଟିଗୋଚର ହୋଇଛି । ଗ୍ରୀଷ୍ମକାଳୀନ ଅବକାଶ ସମୟରେ ଏଭଳି ଦରମା ପ୍ରଦାନ ପାଇଁ ବ୍ଲକର ସମସ୍ତ ଶିକ୍ଷକ…
Read More...

ସିଆଇଟିୟୁର ୫୪ତମ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଐକ୍ୟବଦ୍ଧସଂଗ୍ରାମ ପାଇଁ ଶ୍ରମିକ ଶ୍ରେଣୀ ଆଗେଇ ଆସିବାକୁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ସଂଗ୍ରାମୀ ଶ୍ରମିକ ସଂଗଠନ ଭାରତର ଟ୍ରେଡ୍ ୟୁନିୟନ କେନ୍ଦ୍ର (ସିଆଇଟିୟୁ)ର ୫୪ତମ ପ୍ରତିଷ୍ଠା ଦିବସ ଆଜି ସଂଗଠନର ଜିଲ୍ଲା…
Read More...

ରାଉରକେଲା ଏସ୍‌ପିଙ୍କୁ ସିପିଆଇଏମ୍‌ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ନବ ନିଯୁକ୍ତ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ରଙ୍କୁ ଆଜି ସିପିଆଇଏମ୍ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପାର୍ଟି ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।…
Read More...