Browsing Tag

rourakela news

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗରେ ବିରୋଧୀ ରାଜନୈତିକ ଦଳ ତରଫରୁ ଜୁନ୍ ୧୨ ରାଉରକେଲା ରେଳଷ୍ଟେସନ ଆଗରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଦ୍ୱାରା ବାହାନଗା ରେଳ ଦୁର୍ଘଟଣାର ତଦନ୍ତ, କେନ୍ଦ୍ର ସରକାରଙ୍କ ହାତ ବାରିସୀ ସାଜି ଲୋକଙ୍କର ବିଶ୍ୱାସ ହରାଇଥିବା ସିବିଆଇ ତଦନ୍ତକୁ ପ୍ରତ୍ୟାହାର କରିବା, ରେଳ…
Read More...

ଧନଞ୍ଜୟ ମହାନ୍ତିଙ୍କୁ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ପ୍ରାକ୍ତନ ବିଧାୟକ ତଥା ପ୍ରାକ୍ତନ ସାଂସଦ ଧନଞ୍ଜୟ ମହାନ୍ତିଙ୍କ ୧୦୯ତମ ଜୟନ୍ତୀ ଅବସରରେ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ୱର୍ଗତ ମହାନ୍ତି ଥିଲେ ସୁନ୍ଦରଗଡ ଜିଲ୍ଲା ରାଜନୀତିର ଭଗୀରଥ । ପ୍ରଜାମଣ୍ଡଳର ଅଗ୍ରଣୀ…
Read More...

ବାହାନଗାଠାରେ ରେଳ ଦୁର୍ଘଟଣାକୁ ନେଇ ବିଜେପିର ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବାଲେଶ୍ୱର ବାହାନଗାଠାରେ ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତଥା ମୃତବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଭାରତୀୟ ଜନତା ପାର୍ଟି ୱେଷ୍ଟ ମଣ୍ଡଳ ତରଫରୁ ୭,୧୭ ଛକ ଠାରେ ସାମୂହିକ ଦୀପ ପ୍ରଜ୍ଜଳନ କରାଯାଇ ଶ୍ରଦ୍ଧାଞ୍ଜଳି…
Read More...

ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର କ୍ଷେତ୍ରପାଳ ସମ୍ମାନରେ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ରଙ୍କୁ ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ରୀଧର ସ୍ମୃତିଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ସୁବାସ ଚନ୍ଦ୍ର ଲେଙ୍କାଙ୍କ ଦ୍ୱାରା…
Read More...

ନୀଲମ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନ ତରଫରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସେକ୍ଟର ୧୬ ସ୍ଥିତ ଡିଏଭି ସ୍କୁଲଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବ ରେଳପଥ ତୃଣମୂଳ କଂଗ୍ରେସ କମିଟିର କେନ୍ଦ୍ରୀୟ…
Read More...

ଏସ୍‌ପିସିବି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ପରିବେଶ ଆଧାରିତ ଜୀବନଶୈଳୀ ଆପଣାଇବାକୁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ (ଏସ୍‌ପିସିବି) ରାଉରକେଲା ଆଂଚଳିକ ଶାଖା ପକ୍ଷରୁ ବିଶ୍ୱ ପରିବେଶ ଦିବସ ଆଜି ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆର୍‌ଏସ୍‌ପିର ଇଡି (ୱାକ୍ସ)ର୍…
Read More...

ଦିବ୍ୟ ଗୃହସ୍ଥ ଜୀବନ ଆଲୋଚନାଚକ୍ର

ମୃତ୍ୟୁ ଭୟର କାରଣ ନୁହେଁ ଜୟର କାରଣ : ପଣ୍ଡିତ ବିରେନ୍ଦ୍ର ପଣ୍ଡା ରାଉରକେଲା, (ସସ୍ମିତା ପ୍ରଧାନ) : ମା' ହେଉଛନ୍ତି ପ୍ରଥମ ଗୁରୁ । ମୃତ୍ୟୁ ଭୟର କାରଣ ନୁହେଁ ଜୟର କାରଣ । ଯାହାଙ୍କ ଘରେ ଯଜ୍ଞ ହୁଏ ସେ ଘର କେବେ ଶ୍ମଶାନ ହୁଏନା ବୋଲି ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା 'ଦିବ୍ୟ ଗୃହସ୍ଥ…
Read More...

ବାହାନଗାରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ବାଲେଶ୍ୱର ଜିଲ୍ଲାର ବାହାନଗା ରେଳ ଦୁର୍ଘଟଣାରେ ପ୍ରାୟ ତିନିଶହ ଯାତ୍ରୀ ପ୍ରାଣ ହରାଇବା କେବଳ ଓଡିଶା କାହିଁକି ସମଗ୍ର ବିଶ୍ୱକୁ ମ୍ରିୟମାଣ କରିଦେଇଛି । ଯାହା ପାଇଁ ସାରା ଭାରତ ବର୍ଷ ଏବଂ ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ଏହି ଦୁର୍ଘଟଣାରେ ପ୍ରାଣହାନୀ…
Read More...

ୟୁଥ୍‌ ହଷ୍ଟେଲ ଓ ଭାରତୀୟ ସ୍କାଉଟ ଏବଂ ଗାଇଡ୍ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍‌ ହଷ୍ଟେଲ ଅଫ୍ ଇଣ୍ଡିଆର ରାଉରକେଲା ଶାଖା ଓ ଭାରତୀୟ ସ୍କାଉଟ୍ ଏବଂ ଗାଇଡ୍‌ର ମିଳିତ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ସ୍କାଉଟ ଏଣ୍ଡ ଗାଇଡ୍ ତଥା ୟୁଥ ହଷ୍ଟେଲର କର୍ମକର୍ତ୍ତା ଗଣ ଏହି…
Read More...

ସଚେତନ ନାଗରିକ ମଞ୍ଚର ଶୋକ

ରାଉରକେଲା, (ସସ୍ମତା ପ୍ରଧାନ) : ସଚେତନ ନାଗରିକ ମଞ୍ଚ ତରଫରୁ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା ସହ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଏହା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା ।…
Read More...