Browsing Tag

rourakela news

ଇସ୍ପାତ ଫିଟନେସ ପାର୍କରେ ରଜଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ହାଉସ ସାମ୍ନାରେ ଥିବା ଇସ୍ପାତ ଫିଟନେସ ପାର୍କରେ "ଇସ୍ପାତ ଫିଟନେସ ଏଲାଇଟ ଗୃପ" ତରଫରୁ ରଜ ଉତ୍ସବ ଗତକାଲି ପାଳନ କରାଯାଇଛି । ଗୃପର ବର୍ଷିଆନ ମୁଖ୍ୟ ନିମାଇଁ ଚରଣ ରାୟଙ୍କ ସଭାପତିତ୍ୱରେ ଉତ୍ସବକୁ ଡକ୍ଟର ସୁମନ ଦତ୍ତ ସଂଚାଳନ କରିବା ସହ ରଜ…
Read More...

ରୋଟାରୀ କ୍ଲବ୍ ରିଭରସାଇଡ୍ ଆନୁକୂଲ୍ୟରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍ ରାଉରକେଲା ରିଭରସାଇଡ୍‌ର ବହୁମୁଖୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ବରିଷ୍ଠ ନାଗରିକମାନଙ୍କର ମୂତ୍ରାଶୟ ତଥା ମୂତ୍ରଗ୍ରନ୍ଥି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ଆଲୋଚନାଚକ୍ର ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର…
Read More...

ଗରିମା ପରିବାରର ରଜ ପ୍ରତିଯୋଗିତା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ଦ୍ୱିତୀୟ ରଜ ପ୍ରତିଯୋଗିତା ସେକ୍ଟର ୨ ସାହାନାଇ ମଣ୍ଡପଠାରେ ଆରମ୍ଭ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି…
Read More...

ନୀଲମ ଫାଉଣ୍ଡେସନର ବିଶ୍ୱଶାନ୍ତି ମହାଯଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନ ତରଫରୁ କଟକ ସ୍ଥିତ ଗଡଚଣ୍ଡୀ ପୀଠରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ତଥା ଆହତଙ୍କ ଆରୋଗ୍ୟ କାମନା କରାଯାଇ ବିଶ୍ୱ ଶାନ୍ତି ଯଜ୍ଞ ଆୟୋଜନ କରାଯାଇଥିଲା । ଏହି ଯଜ୍ଞରେ…
Read More...

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମିଳିତ ଯୁବ ଛାତ୍ର ସମାବେଶ : ଜିଲ୍ଲାର ବିକାଶ ପାଇଁ ବୃହତ୍ତର ଆନ୍ଦୋଳନରେ ସାମିଲ…

ରାଉରକେଲା, (ସସ୍ମିତା ପ୍ରଧାନ) : ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମିଳିତ ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିକାଶ ପାଇଁ ବୃହତ୍ତର ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇ କମିଟି ପକ୍ଷରୁ କୁହାଯାଇଛି ଯେ, ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଆଜି ଭଞ୍ଜ ଭବନ ସ୍ଥିତ…
Read More...

ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରର ଜଣାଶୁଣା ସାହିତ୍ୟ ସଂସଦ ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା ।ଏହି ଆସରରେ ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଗୁରୁକୁଳ…
Read More...

କମ୍ରେଡ ବନମାଳି ଧୁପାଳଙ୍କ ଦ୍ୱିତୀୟ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : କମ୍ରେଡ ବନମାଳି ଧୁପାଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅଲଇଣ୍ଡିଆ ଓମେନ ଆଣ୍ଡ ଚାଇଲ୍ଡ ୱେଲଫେୟାର ଆସୋସିଏସନ୍ (ଏଆଇଡବ୍ଲୁସିଡବ୍ଲୁଏ) ଓ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସ)ର ମିଳିତ ଆନୁକୂଲ୍ୟରେ କମ୍ରେଡ ବନମାଳି ଧୁପାଳଙ୍କ ଦ୍ୱିତୀୟ…
Read More...

ନରେନ୍ଦ୍ର ମୋଦୀ ସେବା ଓ ସୁଶାସନର ପ୍ରବର୍ତ୍ତକ : ଡା. ମହେନ୍ଦ୍ରଭାଇ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ସଂଯୁକ୍ତ ମୋର୍ଚ୍ଚାର ସମ୍ମିଳନୀ ଭଞ୍ଜ ଭବନ ଅଡିଟୋରିୟମଠାରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମୁଞ୍ଜପରା ମହେନ୍ଦ୍ରଭାଇ (ମହିଳା ଓ ଶିଶୁ କଲ୍ୟାଣ ତଥା…
Read More...

କେଟିଏଚ୍‌ ଟ୍ରଷ୍ଟ ପକ୍ଷରୁ ଶୋକସଭା ଓ ରିଲିଫ ପାଣ୍ଠିକୁ ଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ଅସ୍ଥିଶଲ୍ୟ ଚିକିତ୍ସାଳୟ କେଟିଏଚ୍‌ ଡାକ୍ତରଖାନାର ପରିଚାଳନା ମଣ୍ଡଳୀ କେଟିଏଚ୍‌ ଟ୍ରଷ୍ଟ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ପ୍ରକାଶ ପାଇଛି । ଡାକ୍ତରଖାନା ପରିସରରେ ଏକ ଶୋକ ସଭାର ଆୟୋଜନ ଅବସରରେ…
Read More...

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ତାଙ୍କ ନାମ ପଞ୍ଜିକରଣ କରିବା ପାଇଁ ନିତେଶ କୁମାରଙ୍କ ପ୍ରୟାସ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରେ ସାମାଜିକ କର୍ମୀ ତଥା ଶିକ୍ଷକ ନିତେଶ କୁମାର, ଯିଏ ସର୍ବଦା ସାମାଜିକ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମ ଲେଖାଇବା ପାଇଁ ଏପର୍ଯ୍ୟନ୍ତ ୫୬ଟି ମନ୍ଦିରକୁ ଭ୍ରମଣରେ ଯାଇ ପ୍ରାର୍ଥନା…
Read More...