Browsing Tag

rourakela news

ଡ୍ରିମ୍ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ପ୍ରତିବଦ୍ଧତା ରଖି ତିଆରି ହୋଇଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡ୍ରିମ ଟିମ୍ ଫାଉଣ୍ଡେସନର ଅଷ୍ଟମ ପ୍ରତିଷ୍ଠା ଦିବସ ସିଭିଲଟାଉନସିପ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଟ୍ରଷ୍ଟି ପଦ୍ମିନୀ ପାଣିଗ୍ରାହୀ ଓ ଅଧ୍ୟକ୍ଷ ଅମୀୟ ଦାସ,…
Read More...

ଉପମହାପ୍ରବନ୍ଧକ ଅଜୟ କୁମାର ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ଅଜୟ କୁମାର ନାୟକ ପଦୋନ୍ନତି ପାଇ ଉପ ମହାପ୍ରବନ୍ଧକ ଭାବେ ମୁମ୍ବାଇଠାରେ ଯୋଗଦେବାକୁ ଯାଉଥିବାରୁ ରାଉରକେଲା ଷ୍ଟିଲ ଟାଉନସିପ ଶାଖା ତରଫରୁ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ଧାମରା ସଂଘର ଆଲୋଚନାଚକ୍ର ଓ ପୁସ୍ତକ ଅନାବରଣ ଉତ୍ସବ

କବିର କବିତା ନିଜସ୍ୱ ଇସ୍ତାହାର ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଧାମରା ସଂଘ ତରଫରୁ ଆଲୋଚନାଚକ୍ର ଓ ପୁସ୍ତକ ଅନାବରଣ ଉତ୍ସବ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ…
Read More...

ଆନ୍ତର୍ଜାତିକ ସ୍ତରର ପ୍ଲେ ସ୍କୁଲର ଆବଶ୍ୟକତା ଉପରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଏକଦା ରାଉରକେଲାକୁ ଶିକ୍ଷାର ରାଜଧାନୀ କୁହାଯାଉଥିଲା । ବ୍ୟାପକ ଭିତ୍ତିଭୂମି ଥିବା ସତ୍ତ୍ବେ ଆନ୍ତର୍ଜାତିକ ସ୍ତରର ପ୍ଲେ ସ୍କୁଲର ଅଭାବ ଅଛି ବୋଲି ଏନ୍‌ଆଇଟିର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ସୁନିଲ୍ ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମତ ରଖିଛନ୍ତି ।…
Read More...

ଉତ୍କଳ ସ୍ନେହୀ ମହିଳା ସମିତିର ରଜ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ରଜ ମିଳନ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି । ଏଥିରେ ସଦସ୍ୟାମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଅନ୍ତାକ୍ଷରୀ ଏବଂ ସାଧାରଣ ଜ୍ଞାନ…
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ଫକୀର ମୋହନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ବ୍ୟାସକବିଙ୍କ ତିରୋଧନ ଦିବସ ଉପଲକ୍ଷେ ସେକ୍ଟର-୭ ସ୍ଥିତ ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ ଓ…
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ସଭାପତିତ୍ୱ ଓ ସାହିତ୍ୟ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଉପସଭାପତି ଡଃ…
Read More...

ରଜପାନର ଆଦର ସବୁବେଳେ

ରାଉରକେଲା, (ସସ୍ମିତା ପ୍ରଧାନ) : ରଜ ଆସିଲେ ସହର ଠୁ ପୁରପଲ୍ଲୀ ସବୁ ଉତ୍ସବ ମୁଖର ହୁଏ । ଘରେ ଘରେ ପିଠା ପଣାର ମହକ ଛୁଟେ । ରଜଦୋଳି, ତାସଖେଳ, ଲୁଡୁ, ବାଗୁଡି, ନୃତ୍ୟ ଗୀତରେ ସମସ୍ତେ ମତୁଆଲ ହୁଅନ୍ତି । ତେବେ ରଜପାନର ଚାହିଦା ଥିଲା, ରହିଛି, ରହିବ । ଏହି ପରିପ୍ରେକ୍ଷୀରେ ସେକ୍ଟର ୫…
Read More...

ଓଡ଼ିଆ ଚଳଚ୍ଚିତ୍ର ନାୟିକା ସୂର୍ଯ୍ୟମୟୀଙ୍କ ଦ୍ୱାରା ରଜ ମହୋତ୍ସବ ୨୦୨୩ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଗଣ ପର୍ବ ରଜ ପର୍ବ ରାଉରକେଲା ସହରରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପାଳିତ ହେଉଥିବା ବେଳେ ରାଉରକେଲା ସ୍ପୋର୍ଟସ ଆସୋସିଏସନ୍‌ର ମହିଳା ଶାଖା ତଥା ସହରର ଅଗ୍ରଣୀ ମହିଳା ଅନୁଷ୍ଠାନ ଦ ପିଙ୍କ ଏକ ନିଆରା ଢଙ୍ଗରେ ରଜ ମହୋତ୍ସବ ୨୦୨୩ ନାମରେ ଏକ…
Read More...

ମୁରଲିଧର ପରିଜାଙ୍କ ପଞ୍ଚମ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ମୁରଲିଧର ପରିଜା ସ୍ମୃତି କମିଟି ତରଫରୁ ପ୍ରୟାତ ମୁରଲିଧର ପରିଜାଙ୍କ ପଞ୍ଚମ ସ୍ମୃତି ଚାରଣ ସଭା ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ୱ ଓ ସଂଯୋଜନା ତଥା ସାଧାରଣ ସଂପାଦକ…
Read More...