Browsing Tag

rourakela news

ସଚେତନ ନାଗରିକ ମଞ୍ଚର ଆଗାମୀ ଦୁଇବର୍ଷ ପାଇଁ ମନୋନୀତ କମିଟି ଗଠନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସେକ୍ଟର ୩ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ଜଗବନ୍ଧୁ ଜେନାଙ୍କ ସଭାପତିତ୍ୱ ସାଧାରଣ ସଂପାଦକ ପିପି ରାୟଙ୍କ ଆବାହକତ୍ୱ ତଥା ଉପଦେଷ୍ଟା ଅଭୟ କୁମାର ଦାସଙ୍କ ଉପସ୍ଥିତିରେ ଆସନ୍ତା…
Read More...

ସୁବର୍ଣ୍ଣେଶ୍ୱର ମନ୍ଦିରରେ ଶୀତଳଷଷ୍ଠୀ ଓ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ

ରାଉରକେଲା, (କେପିଏନ୍‌ଏସ୍‌) : ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଟିମ୍ବର କଲୋନୀର ଓଁ ଶ୍ରୀ ଶ୍ରୀ ସୁବର୍ଣ୍ଣେଶ୍ୱର ମନ୍ଦିରଠାରେ ଶୀତଳଷଷ୍ଠୀ ବା ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମନ୍ଦିର କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଥିଲା ।…
Read More...

ରଘୁନାଥପାଲି ବିଜେପି ପଶ୍ଚିମ ମଣ୍ଡଳର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ପଶ୍ଚିମ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବସନ୍ତ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ସେକ୍ଟର-୧୬ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା, ଜିଲ୍ଲା ଉପସଭାପତି…
Read More...

ଆନ୍ତର୍ଜାତିକ ହକର୍ସ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ହକର୍ସ ଆସୋସିଏସନ୍ ତରଫରୁ ୨୬ ମଇ ଆନ୍ତର୍ଜାତିକ ହକର୍ସ ଦିବସ ପାଳନ ଅବସରରେ ଆଦର୍ଶ ସାହିତ୍ୟ ଘରଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ବିଷ୍ଣୁ ମହାନ୍ତିଙ୍କ ସଭାପତିତ୍ୱ ଓ ମଂଚ ସଂଯୋଜନାରେ ଆଲୋଚ୍ୟ ବିଷୟ…
Read More...

ଓଡିଶା ସିତୋରିଓ କରାଟେ ଆସୋସିଏସନ୍‌ର ରକି ଖାଡିଆଙ୍କ ଆନ୍ତର୍ଜାତିକ ପଦକ ଲାଭ

ରାଉରକେଲା, (ସସ୍ମିତା ପ୍ରଧାନ) : ନେପାଳର କାଠମାଣ୍ଡୁଠାରେ ଆୟୋଜିତ ଇଣ୍ଡୋ ନେପାଳ ଆନ୍ତର୍ଜାତିକ କରାଟେ ଚମ୍ପିୟାନସିପ୍‌ ୨୦୨୩ରେ ରାଉରକେଲାର ଓଡିଶା ସିତୋରିଓ କରାଟେ ଆସୋସିଏସନ୍‌ର ରକି ଖାଡିଆ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରି ଦୁଇଟି ରୌପ୍ୟ ପଦକ ହାସଲ କରି ରାଉରକେଲା ପାଇଁ ଗର୍ବ…
Read More...

ମିନାକ୍ଷୀ ଧରଙ୍କ ଦ୍ଵିତୀୟ ପୂଣ୍ୟ ତିଥି ଶ୍ରାଦ୍ଧ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ବିବିଧ ପ୍ରତିଭାର ଅଧିକାରିଣୀ ଉଦ୍‌ଘୋଷିକା, କଣ୍ଠଶିଳ୍ପୀ, ସୁସଙ୍ଗଠିକା ତଥା ସମାଜସେବୀ ସ୍ୱର୍ଗତା ମିନାକ୍ଷୀ ଧରଙ୍କ ଦ୍ୱିତୀୟ ପୂଣ୍ୟ ତିଥି ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଭଞ୍ଜଭବନ ପରିସରରେ ଥିବା ଆଦର୍ଶ ସାହିତ୍ୟ…
Read More...

ରାଉରକେଲାରେ ଆର୍ଟ ଅଫ୍‌ ଗିଭିଙ୍ଗ ଡେ’ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଅନନ୍ୟ ଚିନ୍ତାଧାରାରୁ ସୃଷ୍ଟି ଆର୍ଟ ଅଫ୍‌ ଗିଭିଙ୍ଗ ଡେ' କେବଳ ଓଡ଼ିଶାରେ ନୁହେଁ ମେ' ୧୭ ତାରିଖରେ ସମଗ୍ର ବିଶ୍ଵରେ ପାଳନ କରାଯାଉଛି । ଆର୍ଟ ଗିଭିଙ୍ଗ୍‌ ଡେ' ପାଳନ କରାଯିବା ସହ ଚଳିତ ବର୍ଷର ଥିମ୍…
Read More...

ଇଏସଆଇର ଶ୍ରମିକ ବିରୋଧୀ ସର୍କୁଲାର ପ୍ରତ୍ୟାହାର ଦାବୀରେ ସିଆଇଟିୟୁର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଏପ୍ରିଲ ୨୮ ତାରିଖରେ ଇଏସଆଇ କର୍ପୋରେସନର ଉପଚିକିତ୍ସକ ଆୟୁକ୍ତ ଡ. ରେଶମା ଶର୍ମା ଏକ ସର୍କୁଲାର ଜାରି କରି ପ୍ରାୟ ୨୪ ଲକ୍ଷରୁ ଅଧିକ ଇଏସଆଇ ବୀମାଧାରୀ ଶ୍ରମିକ, କର୍ମଚାରୀ ଓ ସେମାନଙ୍କ ପରିବାରକୁ ଇଏସଆଇ ପକ୍ଷରୁ ଆଗକୁ ସେକେଣ୍ଡାରୀ ଓ ସୁପର…
Read More...

ଓଏମସି ଅଧିକାରୀଙ୍କ ‘ଶ୍ରଦ୍ଧା’ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ଖଣି ନିଗମ (ଓଏମସି) ଫାଉଣ୍ଡେସନ ଦିବସ ଅବସରରେ କୋଇଡା ଶାଖାର ଆଞ୍ଚଳିକ ପରିଚାଳକ ପ୍ରଦ୍ୟୁମ୍ନ କୁମାର ନାୟକ, ମେଡିକାଲ ଅଫିସର ଡ଼ା. ସାବିତ୍ରୀ ବାଲା ମୁଣ୍ଡା, ପ୍ରଦୀପ କୁମାର ବେହେରା, ସୁଜାତା ରଣା, ସଞ୍ଜୟ କୁମାର ପ୍ରଧାନ ଓ ଆରତୀ ବାର୍ଲା ପ୍ରମୁଖ…
Read More...

ରେଳବାଇର ଅବହେଳାକୁ ବରଦାସ୍ତ କରାଯିବ ନାହିଁ, ଦାବୀ ହାସଲ ପାଇଁ ସମ୍ମିଳିତ ଲଢେଇର ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପ୍ରତି ରେଳବାଇର କ୍ରମାଗତ ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ସ୍ଥଳେ ଏଥିପାଇଁ ସମ୍ମିଳିତ ଭାବେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଭଞ୍ଜ ଭବନ ସ୍ଥିତ ଆଦର୍ଶ ପାଠାଗାରଠାରେ ଭାରତୀୟ ରେଳ ବିଭାଗର ଆମ ପ୍ରତି ଅବହେଳା ଓ ରେଳର…
Read More...