Browsing Tag

rourakela news

ଇସ୍ପାତ ସାହିତ୍ୟ ସଂସଦରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ସଭାଗୃହରେ ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିରେ ଆଲୋଚନା ସଭା ସହ ଭୀମ ଭୋଇଙ୍କ ଭଜନ ପରିବେଷଣ ଏବଂ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସେକ୍ଟର - ୬…
Read More...

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଆନ୍ତଃସ୍କୁଲ ସାଧାରଣ ଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ସେକ୍ଟର ୧୪ ସ୍ଥିତ ଡିପିଏସ୍‌ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହରର ବିଭିନ୍ନ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇ ନିଜ ଅନ୍ତର୍ନିହିତ ପ୍ରତିଭାର…
Read More...

ଜୟଦେବ କଳାବିକାଶ କେନ୍ଦ୍ରର ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଜୟଦେବ କଳାବିକାଶ କେନ୍ଦ୍ରର ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ଓ ମନୋରଞ୍ଜନ ଧର୍ମୀ ସଂଗୀତ ପ୍ରତିଯୋଗିତା ସେକ୍ଟର ୧୪ ଡିପିଏସ କିଣ୍ଡର ଗାର୍ଡେନ ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ପ୍ରଦୀପ କୁମାର ପଣ୍ଡାଙ୍କ…
Read More...

ଗୋପବନ୍ଧୁ ପାଠାଗାରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି, ଗୋପବନ୍ଧୁ ପାଠାଗାର ଏବଂ ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସଭାଗୃହରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମଦିନ ଉପଲକ୍ଷେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ୬୭ତମ ଜନ୍ମଦିନ ଉପଲକ୍ଷେ ରାଉରକେଲା ଚାପ୍ଟର ଆର୍ଟ ଅଫ୍ ଲିଭିଙ୍ଗ୍ ଆନୁକୂଲ୍ୟରେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ ଯଥା ରକ୍ତଦାନ ଶିବିର, ଚଣା ଓ ଦହିସର୍ବତ ବଣ୍ଟନ, ବୃକ୍ଷରୋପଣ ଓ ସଂଧ୍ୟାରେ ସତସଂଗ, ଧ୍ୟାନ ଓ ପ୍ରସାଦ ସେବନର…
Read More...

ସାହିତ୍ୟ, ସମାଜ ଓ ସଂସ୍କୃତିର ରକ୍ଷା କବଚ

ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ସମସ୍ତଙ୍କର ହିତ ସାଧନ କରିବା ସହିତ ସମାଜ ଓ ସଂସ୍କୃତିର ରକ୍ଷା କବଚ ସାଜିଥାଏ । ଏହା ଥିଲା ଜ୍ଞାନ ବିକାଶ କେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁଙ୍କ ଅଭିଭାଷଣ । ମୁଖ୍ୟ ଅତିଥି ତଥା ଉଦ୍‌ଘାଟନ…
Read More...

ମୀନାକ୍ଷୀ ଧରଙ୍କ ସ୍ମାରକୀ ଆଲୋଚନାଚକ୍ର ଆସନ୍ତା ୨୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଚର୍ଚ୍ଚିତ ଉଦଘୋଷିକା ମୀନାକ୍ଷୀ ଧରଙ୍କ ଦ୍ୱିତୀୟ ସ୍ମୃତିଚାରଣ ସଭା ଓ ସ୍ମାରକୀ ଆଲୋଚନାଚକ୍ର ଆସନ୍ତା ୨୧ ତାରିଖ ଦିନ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ମୀନାକ୍ଷୀ ଧର ଫାଉଣ୍ଡେସନର ଆବାହକ ନଳିନୀକାନ୍ତ ଧରଙ୍କ ଆବାହକତ୍ୱରେ…
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର କାର୍ଲମାର୍କସ ଜୟନ୍ତୀ ପାଳନ ଓ ସ୍ୱତନ୍ତ୍ର ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲ୍‌ଚରାଲ ଏକାଡେମୀ ପରିସରରେ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ କାର୍ଲମାର୍କସଙ୍କର ଜୟନ୍ତୀ ଅବସରରେ ଏକ ସ୍ମୃତିଚାରଣ ସଭା ସହ…
Read More...

ମହାନ୍ ଦାର୍ଶନିକ କାର୍ଲମାର୍କସ୍‌ଙ୍କ ୨୦୬ତମ ଜନ୍ମ ଜୟନ୍ତୀ ସିଆଇଟିୟୁ ପକ୍ଷରୁ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵର ମହାନ୍ ଦାର୍ଶନିକ, ବୈଜ୍ଞାନିକ ସମାଜବାଦର ସ୍ରଷ୍ଟା କାର୍ଲମାର୍କସ୍‌ଙ୍କ ୨୦୬ତମ ଜନ୍ମ ଜୟନ୍ତୀ ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର ୧୬ଠାରେ ସିଆଇଟିୟୁ ଜିଲ୍ଲା ଉପସଭାପତି ଶ୍ରୀମନ୍ତ ବେହେରାଙ୍କ…
Read More...

ଇଷ୍ଟଦେବୀ ମା’ ସିଦ୍ଧବାସେଳୀଙ୍କ ମନ୍ଦିର ପ୍ରତିଷ୍ଠା

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡା ଜିଲ୍ଲାର ଅମେଇପାଳ ଗ୍ରାମରେ ଗତ ଦୁଇଦିନ ଧରି ଅମେଇପାଳ ତିଖିରୀ କୈବର୍ତ୍ତ ସଂଗଠନ ତରଫରୁ କୈବର୍ତ୍ତ ଜାତିର ଇଷ୍ଟଦେବୀ ମା' ସିଦ୍ଧବାସେଳୀଙ୍କ ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କେନ୍ଦ୍ରାପଡା ତଥା…
Read More...