Browsing Tag

rourakela news

ଇଷ୍ଟଦେବୀ ମା’ ସିଦ୍ଧ ବାସେଳୀଙ୍କ ମନ୍ଦିର ପ୍ରତିଷ୍ଠା

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡା ଜିଲ୍ଲାର ଅମେଇପାଳ ଗ୍ରାମରେ ଗତ ଦୁଇଦିନ ଧରି ଅମେଇପାଳ ତିଖିରୀ କୈବର୍ତ୍ତ ସଂଗଠନ ତରଫରୁ କୈବର୍ତ୍ତ ଜାତିର ଇଷ୍ଟଦେବୀ ମା' ସିଦ୍ଧ ବାସେଳୀଙ୍କ ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କେନ୍ଦ୍ରାପଡା ତଥା…
Read More...

ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନା

ରାଉରକେଲା, (ସସ୍ମିତା ପ୍ରଧାନ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ତଥା ଜନକଲ୍ୟାଣ ଯୋଜନାକୁ ସମସ୍ତଙ୍କ ପାଖକୁ ପହଞ୍ଚାଇବାର ସଂକଳ୍ପ ନେଇ ଆଜି ଠାରୁ ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନରେ ନିଃଶୁଳ୍କ ମେଗା ଚକ୍ଷୁ ପରୀକ୍ଷା…
Read More...

ବଜରଙ୍ଗ ଦଳକୁ ନିଷିଦ୍ଧ କରିବାର ଘୋଷଣା ଅରାଷ୍ଟ୍ରୀୟତା – ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଦୁଇଦିନ ପୂର୍ବରୁ କର୍ଣ୍ଣାଟକ କଂଗ୍ରେସ ଦଳ ପକ୍ଷରୁ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ନେଇ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିବା ବେଳେ ଏହାକୁ ଦୃଢ଼ ଭାବରେ ନିନ୍ଦା କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ ।…
Read More...

ସହର ସେବା ସମିତିର ସଂଗୀତ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସହର ସେବା ସମିତି, ରାଉରକେଲା ଦ୍ୱାରା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ, ମହାନାୟକ ପ୍ରଶାନ୍ତ ନନ୍ଦଙ୍କ ୭୮ତମ ଜନ୍ମ ଦିବସ ପାଳନ ଅବସରରେ ଶ୍ରୀ ନନ୍ଦଙ୍କର କେତେକ ପ୍ରମୁଖ ଚଳଚ୍ଚିତ୍ରର ମନଛୁଆଁ ସଂଗୀତକୁ ନେଇ 'ଚିର ସବୁଜ ପ୍ରଶାନ୍ତ' ସଂଗୀତ ସଂଧ୍ୟା…
Read More...

ରୋଟାରୀ କ୍ଲବ ପକ୍ଷରୁ କମୋଡ଼ ସୁବିଧା ସମ୍ପନ୍ନ ହୁଇଲ୍‌ ଚେୟାର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ ଏକ କମୋଡ଼ ସୁବିଧା ସମ୍ପନ୍ନ ହୁଇଲ୍‌ ଚେୟାର ହାଇଟେକ ହସ୍ପିଟାଲକୁ ପ୍ରଦାନ କରାଯାଇଛି । ହସ୍ପିଟାଲରେ ଏକ ଅସ୍ଥିଶଲ୍ୟ ଅସ୍ତ୍ରୋପଚାରର ସମ୍ମୁଖୀନ ହୋଇ ଭର୍ତ୍ତି ରହିଥିବା ମୂରଲୀ ମନୋହର ଦୁବେଙ୍କ ଜରୁରୀ…
Read More...

କୁନବିହାରୀ ଦାସଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ, ରାଜ୍ୟ ବିଜୁ ଜନତା ଦଳର ସଂପାଦକ, ମୋ ପରିବାରର ସଂଯୋଜକ ତଥା ଅନୁଗୁଳ ଜିଲ୍ଲାର ସହପର୍ଯ୍ୟବେକ୍ଷକ କୁନବିହାରୀ ଦାସଙ୍କ ୫୪ତମ ଜନ୍ମ ଦିବସ ପାଳନ ଅବସରରେ 'କୁନଭାଇ ଫ୍ୟାନ୍ସ କ୍ଲବ' ତରଫରୁ ଏକ…
Read More...

୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ, ଏନ୍‌ଆଇଟି ରାଉରକେଲା ୫ଟି ବିଦ୍ୟାଳୟର ରୂପାନ୍ତରିକରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ବିଦ୍ୟାଳୟ ତୃତୀୟ ପର୍ଯ୍ୟାୟରେ…
Read More...

ଉତ୍ତର ଓଡିଶା ରେଳ ସମନ୍ୱୟ ସମିତିର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍ତର ଓଡ଼ିଶା ରେଳ ସମନ୍ୱୟ ସମିତିର ଏକ ଜରୁରୀକାଳୀନ ବୈଠକ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସେକ୍ଟର ୩ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍ତର ଓଡିଶା ସହ ରେଳ ଯୋଗାଯୋଗ ନେଇ ରାଉରକେଲାର ବିଭିନ୍ନ ସାମାଜିକ,…
Read More...

ପ୍ରଶାନ୍ତ ନନ୍ଦଙ୍କ ଜୟନ୍ତୀ ଅବସରରେ ନିଆରା ସଙ୍ଗୀତ ସନ୍ଧ୍ୟା ଆସନ୍ତା ୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱନାମଧନ୍ୟ ସିନେ ଅଭିନେତା, ପଦ୍ମଶ୍ରୀ ପ୍ରଶାନ୍ତ ନନ୍ଦଙ୍କ ୭୭ତମ ଜୟନ୍ତୀ ଅବସରରେ ନିଆରା ସଙ୍ଗୀତ ସନ୍ଧ୍ୟା 'ଚିର ସବୁଜ ପ୍ରଶାନ୍ତ' ଆସନ୍ତା ମଇ ୨ ତାରିଖ ସନ୍ଧ୍ୟା ୬ଟାରେ ସିଭିକ ସେଣ୍ଟରଠାରେ ଆୟୋଜିତ ହେବାକୁ ଯାଉଛି । ସ୍ଥାନୀୟ ସହର ସେବା ସମିତି…
Read More...

ସୁପର ସ୍ପେସାଲିଟି ହସ୍ପିଟାଲକୁ ଏମ୍ସ ଦ୍ୱାରା ପରିଚାଳନା ଓ ଅନ୍ୟାନ୍ୟ ଦାବୀରେ କୋଏଲନଗରଠାରେ ଆଲୋଚନା ସଭା : ବ୍ୟାପକ…

ରାଉରକେଲା, (ସସ୍ମିତା ପ୍ରଧାନ) : ସୁପର ସ୍ପେସାଲିଟି ହସ୍ପିଟାଲକୁ ଏମ୍ସ ଦ୍ୱାରା ପରିଚାଳନା ଓ ଅନ୍ୟାନ୍ୟ ଦାବୀରେ କୋଏଲନଗର ଠାରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ମତ ପ୍ରକାଶ ପାଇଛି ଯେ, ଦେଶର ପ୍ରଧାନମନ୍ତ୍ରୀ ରାଉରକେଲା ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରାଉରକେଲାରେ ଏକ…
Read More...