Browsing Tag

rourakela news

ଆଦର୍ଶ ପାଠାଗାରର ବିଷୁବ ମିଳନ : ସାହିତ୍ୟ ଓ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ବିଷୁବ ମିଳନ, ସାହିତ୍ୟ ଓ ସମ୍ବର୍ଦ୍ଧନା ସଭା ପାଠାଗାର ପରିସର ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ…
Read More...

ସଂଗୀତ ତରଙ୍ଗର ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠା 'ସଙ୍ଗୀତ ତରଙ୍ଗ'ର ପ୍ରତିଭା ସମ୍ପନ୍ନ କଳାକାରମାନେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବଠାରେ ନିକଟରେ ଆୟୋଜିତ ଏକ ସଙ୍ଗୀତ ସନ୍ଧ୍ୟାରେ ଉତ୍କଳ ଦିବସ ଉପଲକ୍ଷେ ଏକ ବିଶେଷ ଓଡ଼ିଆ ସାଂସ୍କୃତିକ…
Read More...

ଆଇନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂରଞ୍ଜନ ପଟ୍ଟନାୟକ,…
Read More...

ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀରେ ରାଉରକେଲା ମଜଦୁର ସଭାର ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ମହାବିଷୁବ ସଂକ୍ରାନ୍ତିରେ ରାଉରକେଲା ମଜଦୁର ସଭା ପକ୍ଷରୁ ମହାନ ରାଷ୍ଟ୍ରନାୟକ, ଦେଶର ସମ୍ବିଧାନ ପ୍ରଣେତା, ଭାରତରତ୍ନ ତଥା ଦଳିତ, ନିଷ୍ପେସିତ ଜନତାଙ୍କ ସ୍ୱାର୍ଥ ରକ୍ଷା ନେଇ ଜୀବନ ବ୍ୟାପି କାର୍ଯ୍ୟ କରିଥିବା ବାବା ସାହେବ୍ ଭୀମ ରାଓ ଆମ୍ବେଦକରଙ୍କ ୧୩୩ତମ…
Read More...

ହାପି ମୋମେଣ୍ଟସର ଆଲୋଚନା ସଭା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ପକ୍ଷରୁ ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ସ୍ଥାନୀୟ ଏନ୍ଆଇଟିର ଡ଼. ଅବ୍‌ଦୁଲ୍‌ କଲାମ ଇନୋଭେସନ୍‌ ସେଣ୍ଟରଠାରେ ପାଳନ କରିଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ଓ…
Read More...

ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କର ମଜା ଆସନ୍ତା ୧୩ ଓ ୧୪ରେ

ରାଉରକେଲ, (ସସ୍ମିତା ପ୍ରଧାନ) : ସମ୍ପ୍ରତି ଟାଟା ଆଇପିଏଲ୍‌ର ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍‌ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବା ବେଳେ ଏହି ଖେଳକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କ ତରଫରୁ ସ୍ଥାନୀୟ ସେକ୍ଟର ୧୭ ପଡ଼ିଆଠାରେ ଏହାକୁ ଉପଭୋଗ କରିବା ବଡ…
Read More...

ରୋହିତ ଯୋଶେଫ ତିର୍କିଙ୍କ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ବିଜେଡିର ରୋହିତ ଯୋଶେଫ ତିର୍କିଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ତିର୍କୀ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ମୋର ବିଜେଡ଼ିରେ ଯୋଗଦାନ ନେଇ ମୋ…
Read More...

ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀର ସାମ୍ବାଦିକ ସମ୍ମିଳନୀ : ରେକିର କାର୍ଯ୍ୟକ୍ରମ ଆସନ୍ତା ୧୪ରେ ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ମାନସିକ ଶାନ୍ତି ଓ ସୁସ୍ଥ ଜୀବନ ପାଇଁ ଗଠିତ ହୋଇଥିବା ଇନ୍‌ଫାଇନାଇଟ୍ ଲଭ୍ ଏକାଡେମୀ ସମୂହ ଚେତନା ସଶକ୍ତିକରଣ ଆରୋଗ୍ୟ ଶକ୍ତିପାତ କାର୍ଯ୍ୟକ୍ରମ ଆସନ୍ତା ୧୪ତାରିଖ ଦିନ ସ୍ଥାନୀୟ ଭଞ୍ଜଭବନଠାରେ ଆୟୋଜନ କରିବାକୁଯାଉଛି । ଏ ସମ୍ପର୍କରେ ରାଉରକେଲା କ୍ଲବ୍‌ଠାରେ…
Read More...

ରାଷ୍ଟ୍ରୀୟ ନବବର୍ଷ ପାଳନ ଆସନ୍ତା ୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ନବବର୍ଷ ଆୟୋଜନ ସମିତି ସେକ୍ଟର ୨ ଆନୁକୂଲ୍ୟରେ ଚଳିତ ବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା ଆସନ୍ତା ୯ ତାରିଖ ଦିନ ଦ୍ୱିତୀୟ ଥର ପାଇଁ ହିନ୍ଦୁ ନବବର୍ଷ ପାଳନ କରିବାକୁ ଯାଉଛି । ଏନେଇ ସେକ୍ଟର ୨ ଏନ୍‌ଏସି ମାର୍କେଟ ସ୍ଥିତ ରାଧାକୃଷ୍ଣ ମନ୍ଦିର…
Read More...

ଏକତ୍ର ଓ ଓଡ଼ିଶା ନାଟ୍ୟ ସଂଘର ଆଲୋଚନାଚକ୍ର : ନାଟକ ବାସ୍ତବଧର୍ମୀ ହେଲେ ତାହା ସମାଜର ସେତୁ ପାଲଟିଯାଇଥାଏ

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟକ ବାସ୍ତବଧର୍ମୀ ହେଲେ ତାହା ସମାଜର ସେତୁ ପାଲଟିଯାଇଥାଏ । ନାଟକରେ ଆତ୍ମବୋଧ ରହିଲେ ନାଟକ ଗ୍ରହଣୀୟ ହୋଇଥାଏ ବୋଲି ଏକତ୍ର ଓ ଓଡ଼ିଶା ନାଟ୍ୟ ସଂଘର ଆଲୋଚନାଚକ୍ରରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ବିଶ୍ୱ ନାଟକ ଦିବସ ପରୀପ୍ରେକ୍ଷୀରେ ଓଡ଼ିଶା ନାଟ୍ୟ…
Read More...