Browsing Tag

rourakela news

ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ : ବିଜୁ ଶ୍ରମିକ ସାମୁଖ୍ୟର ଦୃଢୋକ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଭଞ୍ଜ ଭବନଠାରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟ ସୁନ୍ଦରଗଡ଼ ଜିଲ୍ଲା ସମ୍ମୀଳନୀର ରାଜ୍ୟ ସାଧାରଣ ସମ୍ପାଦକ ତଥା ଶ୍ରମିକ ନେତା ସୁବାସ ସିଂ ତାଙ୍କ ବକ୍ତବ୍ୟରେ ଶ୍ରମିକ କଲ୍ୟାଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅନ୍ୟମାନଙ୍କ…
Read More...

ଅନ୍ୱେଷାର ୧୦୦ତମ ସାମୁହିକ ଜନ୍ମୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୦୦ତମ ସାମୁହିକ ଜନ୍ମୋତ୍ସବ ହନୁମାନ ବାଟିକାଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଦବ୍ୟାସ ଗୁରୁକୂଳ ଆଶ୍ରମର ଅନ୍ତେବାସୀ,…
Read More...

ଆଇନ ମହାବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଇନ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଆଲୁମିନୀ ଆସୋସିଏସନ୍‌ର ସଂଗଠନ ସଂପାଦକ ଦେବାଶିଷ ମହାନ୍ତିଙ୍କ ପିତା ସୁଶାନ୍ତ କୁମାର ମହାନ୍ତିଙ୍କ ପରଲୋକରେ ମହାବିଦ୍ୟାଳୟ ତରଫରୁ ଏକ ଶୋକସଭା ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟଯେ ଦୁଇ ଦିନ ତଳେ ସ୍ୱର୍ଗତ…
Read More...

ରାଉରକେଲା ସାହିତ୍ୟ ସଂସଦ ଗଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀସ୍ଥିତ କଳ୍ପତରୁ ଆଶ୍ରମ ପରିସରରେ ନୂତନ କରି ସୃଷ୍ଟି ହୋଇଥିବା 'ରାଉରକେଲା ସାହିତ୍ୟ ସଂସଦ'ର ଲୋକାର୍ପଣ ଉତ୍ସବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଉଦ୍‌ଘାଟକ, ଅନ୍ୟତମ ଉଦ୍‌ଘାଟକ ଅନୀଲ କୁମାର ଦାଶ ଯୋଗଦେଇ ସଂସଦର…
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭା ମହିଳା ସଦସ୍ୟାଙ୍କ ପଖାଳ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନଠାରେ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ମହିଳା ସଦସ୍ୟାମାନଙ୍କ ଦ୍ୱାରା ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓ ମହାସଭା ମହିଳାଙ୍କ ମଧ୍ୟରେ ଏକତ୍ରୀକରଣ…
Read More...

ବିଜେପି ବସ୍ତି ଅଭିଯାନ ତରଫରୁ ରାଉରକେଲା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିପୁଳ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ବସ୍ତି ଅଭିଯାନର ଦାୟିତ୍ୱରେ ଥିବା ଜିଲ୍ଲା ସଂପାଦକ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଆଜି ଶତାଧିକ ବସ୍ତିବାସିନ୍ଦା ଏକ ବିରାଟ ଶୋଭା ଯାତ୍ରାରେ ରାଉରକେଲା ସ୍ଥିତ କଲ୍ୟାଣୀ ଭବନରେ ପହଞ୍ଚିଥିଲେ । ସେମାନେ ରାଉରକେଲା ବିଜେପି ବିଧାୟକ…
Read More...

ଗରିମା ପରିବାରର ଦ୍ୱିତୀୟ ଓଡ଼ିଆ ନବବର୍ଷ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଗରିମା ପରିବାର ତରଫରୁ ଦ୍ୱିତୀୟ ଓଡ଼ିଆ ନବବର୍ଷ ପାଳନ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସାହାନାଇ ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ନିହାରିକା ବସ୍ତିଆଙ୍କ ଆବାହକତ୍ଵ ଓ ମୋନାଲିସା ସାହୁଙ୍କ ସଂଯୋଜନାରେ…
Read More...

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ଓ…
Read More...

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ବାର୍ଷିକ କାର୍ଯ୍ୟକାରିଣୀ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ବାର୍ଷିକ କାର୍ଯ୍ୟକାରିଣୀ ସଭା ସେକ୍ଟର ୮ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସ୍ୱରୂପ ପାଣିଗ୍ରାହୀଙ୍କ ପୌରହିତ୍ୟରେ…
Read More...

ଶାରଳା ସାଂସ୍କୃତିକ ପରିଷଦର ୫୩ତମ ବାର୍ଷିକୋତ୍ସବ : ଧର୍ମ ହେଉଛି ବିଶ୍ୱକୁ ମଧୁମୟ କରିବା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସେକ୍ଟର ୬ସ୍ଥିତ ଶାରଳା ସାଂସ୍କୃତିକ ପରିଷଦ ତରଫରୁ ୫୩ତମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଆର୍ତ୍ତଭଞ୍ଜନ ମଲ୍ଲିକଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ…
Read More...