Browsing Tag

rourakela news

ଓଡ଼ିଶା ଯୁବ ସଂଘ ପକ୍ଷରୁ ତିରଙ୍ଗା ଶୋଭାଯାତ୍ରା

ରାଉରକେଲା, (କେପିଏନ୍‌ଏସ୍‌) : ଜମ୍ମୁ କାଶ୍ମୀରର ପହଲଗାମରେ ବର୍ବର ଆତଙ୍କବାଦୀ ଆକ୍ରମଣରେ ନିରୀହ ପର୍ଯ୍ୟଟକମାନେ ପ୍ରାଣ ହରାଇଥିଲେ । ଏହି ଆକ୍ରମଣର କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ଦ୍ଵାରା ପାକିସ୍ତାନର ଆତଙ୍କବାଦୀମାନଙ୍କୁ କଡ଼ା ଜବାବ ଦିଆଯାଇ
Read More...

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକମାନଙ୍କ ସୋର୍ଯ୍ୟ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜି ରଘୁନାଥପାଲୀ ନିର୍ମଳ ମୁଣ୍ଡା ମଣ୍ତଳ ସଭାନେତ୍ରୀ ରଞ୍ଜିତା କିସପୋଟାଙ୍କ ନେତୃତ୍ୱରେ
Read More...

ବରିଷ୍ଠ ସାହିତ୍ୟିକ ଓ ସଙ୍ଗଠକ ନିତ୍ୟାନନ୍ଦ ନାୟକଙ୍କ ପରଲୋକ : ବିଭିନ୍ନ ବ୍ୟକ୍ତିଙ୍କ ପକ୍ଷରୁ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୂରାତନ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ପୂର୍ବତନ ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ନାୟକଙ୍କର ଗୁରୁବାର ରାତ୍ରରେ ଭୁବନେଶ୍ୱରରେ ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ
Read More...

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ପଦଯାତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ରଘୁନାଥପାଲୀ ମଧୁବାବୁ ମଣ୍ଡଳର ସଭାନେତ୍ରୀ ମମତା ରାଉତଙ୍କ ନେତୃତ୍ୱରେ ଏବଂ ଜିଲ୍ଲା
Read More...

ଯୋଗ କେନ୍ଦ୍ରର ୨ୟ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଦ୍ଵାରା ସଂଚାଳିତ ସେକ୍ଟର ୧୮ ସ୍ଥିତ ସୋସିଆଲ ହୋମ ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ଯଜ୍ଞ କାର୍ଯ୍ୟ କରାଯାଇ ସମସ୍ତଙ୍କ ମଙ୍ଗଳ କାମନା
Read More...

ଉଦ୍‌ଘୋଷିକା ମୀନାକ୍ଷୀ ଧରଙ୍କ ଚତୁର୍ଥ ଶ୍ରଦ୍ଧାଞ୍ଜଳି ସଭା

ଆତ୍ମ ନିରୀକ୍ଷଣ ନକଲେ ମାନବୀୟ ମୂଲ୍ୟବୋଧ ଆସିବ ନାହିଁ : ଡ. ପ୍ରଧାନ ରାଉରକେଲା, (ସସ୍ମିତା ପ୍ରଧାନ) : ଆତ୍ମ ନିରୀକ୍ଷଣ ନକଲେ ମାନବୀୟ ମୂଲ୍ୟବୋଧ ଆସିବ ନାହିଁ । ନୈତିକ ମୂଲ୍ୟବୋଧ ଓ କର୍ତ୍ତବ୍ୟ ବୁଝିପାରିଲେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ବୋଲି ମିନାକ୍ଷୀ ଧର ଶ୍ରଦ୍ଧାଞ୍ଜଳି
Read More...

ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟ ମାନବ ଜାତିର ଅତୀତ : ବର୍ତ୍ତମାନ ଓ ଭବିଷ୍ୟତର ବାର୍ତ୍ତା ବହନ କରେ

ମାତୃଶକ୍ତି ଓ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ୫୩ତମ ବାର୍ଷିକ ଉତ୍ସବ ପାଳନ ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଅରବିନ୍ଦଙ୍କ ରଚିତ 'ସାବିତ୍ରୀ' ମହାକାବ୍ୟର ପ୍ରତ୍ୟେକ ପଂକ୍ତିରେ ଯେଉଁ ମନ୍ତ୍ର ଶକ୍ତି ନିହତ ଅଛି ତା'ରି ସ୍ୱାଭାବିକ ଆକର୍ଷଣରେ ପାଠକର ଚିତ୍ତରେ ତା'ର ସୌନ୍ଦର୍ଯ୍ୟ,
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ୩୪ତମ ବଳିଦାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୪ତମ ବଳିଦାନ ଦିବସ ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ରବି ରାୟଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ସଭାପତି ରବି ରାୟ ଏବଂ
Read More...

ଆଇ.ଇ.ଆଇ.ରେ “ବିଶ୍ୱ ଦୂରସଂଚାର ଏବଂ ସୂଚନା ସମାଜ ଦିବସ” ପାଳିତ

ବିଶ୍ୱ ଦୂରସଂଚାର ଏବଂ ସୂଚନା ସମାଜ ଦିବସ ରାଉରକେଲା, (ସସ୍ମିତା ପ୍ରଧାନ) : ଆଇ.ଇ.ଆଇ. ରାଉରକେଲା ସ୍ଥାନୀୟ କେନ୍ଦ୍ରର ଇଞ୍ଜିନିୟର୍ସ (ଭାରତ) ଦ୍ୱାରା ଏନଆଇଟି ରାଉରକେଲାର କ୍ୟାମ୍ପସରେ ଅବସ୍ଥିତ ଏ.ଏନ. ପଟେଲ ମେମୋରିଆଲ ସେମିନାର ହଲରେ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ପ୍ରକାରେ "ମହିଳା,
Read More...

ଷଢେ଼ଇକଳାରେ ଦ୍ରୁତ ଗତିରେ ଚାଲିଛି ରଥଯାତ୍ରାର ପ୍ରସ୍ତୁତି

ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୩୬ ମସିହାରୁ ୧୯୪୮ ପର୍ଯ୍ୟନ୍ତ ଓଡ଼ିଶାର ଏକ ଗଡ଼ଜାତ ରାଜ୍ୟ ଥିଲା ଷଢେ଼ଇକଳା, ପରବର୍ତ୍ତୀ ସମୟରେ ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ହୋଇ ରହିଯାଇଥିଲେ । ସୁଦ୍ଧା ଓଡ଼ିଆ ପର୍ବପର୍ବାଣୀ ଲୋକକଳା ସଂସ୍କୃତି ଓ ପରମ୍ପରାକୁ ଏ ପର୍ଯ୍ୟନ୍ତ ବଜାୟ ରଖିଛି ।
Read More...