Browsing Tag

rourakela news

ବେସରକାରୀ ନିର୍ଦ୍ଦେଶକ ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ପାଇଲେ : ପୂର୍ଣ୍ଣିମା କେରକେଟା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ନେତ୍ରୀ ତଥା ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ରେଳ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ ସର୍ଭିସ ବୋର୍ଡ଼ର ଅଂଶକାଳିକ ବେସରକାରୀ ନିର୍ଦ୍ଦେଶକ ଭାବେ ତିନି ବର୍ଷ
Read More...

ଦୀପିକା ଇସ୍ପାତ ଶିକ୍ଷା ସଦନରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୮ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନଠାରେ ବନମହୋତ୍ସବ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀପିକା ମହିଳା
Read More...

ରାଉରକେଲା କଂଗ୍ରେସ ଅନୁସୂଚିତ ଜାତିର ଅଧ୍ୟକ୍ଷ ହେଲେ ଦିବାକର ଦୀପ୍

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତିର ଅଧ୍ୟକ୍ଷ ଭାବେ ଦିବାକର ଦୀପଙ୍କୁ ନିଯୁକ୍ତି ମିଳିଛି । ସର୍ବ ଭାରତୀୟ କଂଗ୍ରେସ କମିଟିର ଅନୁସୂଚିତ ଜାତିର ଅଧ୍ୟକ୍ଷ ରାଜେନ୍ଦ୍ର ପାଲ ଗୈାତମ ଏ ସମ୍ପର୍କରେ କଂଗ୍ରେସର ରାଜ୍ୟ ସଭାପତି ଭକ୍ତଚରଣ ଦାସଙ୍କ ସମେତ
Read More...

ବେଦବ୍ୟାସ ଜୟନ୍ତୀ ସମାରୋହ ଓ ଗୁରୁ ପୂର୍ଣ୍ଣିମା ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଆନୁକୂଲ୍ୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ମାଧବ ନଗର ଶାଖା ଆୟୋଜିତ ମାସିକ ସାରସ୍ୱତ ସମାବେଶରେ ଗୁରୁ ପୂର୍ଣ୍ଣିମା ଓ ବେଦବ୍ୟାସ ଜୟନ୍ତୀ ସମାରୋହ ମ‌ହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି
Read More...

ମିଡ଼ିଆ କ୍ଲବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ନୂତନ କର୍ମକର୍ତ୍ତା ନିର୍ବାଚିତ ରାଉରକେଲା, (ସସ୍ମିତା ପ୍ରଧାନ) : ମିଡ଼ିଆ କ୍ଲବର ସାଧାରଣ ପରିଷଦ ବୈଠକ ଆଜି ସ୍ଥାନୀୟ ହୋଟେଲ ସୋଲେସଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲବର ଉପଦେଷ୍ଟା ଡ଼. ପୀତବାସ ମିଶ୍ର ଅଧ୍ୟକ୍ଷତା କରିଥିଲେ । କ୍ଲବର ବିଗତ ଦିନର କାର୍ଯ୍ୟାବଳୀ ଓ ଆଗାମୀ ଦିନର
Read More...

ଭାରତ ବିକାଶ ପରିଷଦର ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ, ରାଉରକେଲା ଶାଖାର ପ୍ରତିଷ୍ଠା ଦିବସ ସେକ୍ଟର ୨୧ ସ୍ଥିତ ଉତ୍ତମ ବସ୍ତି ଠାରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବନ୍ଦିତା ମାହାତୋଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ତ୍ରିତାପ ହରଣ ପଞ୍ଚ ଦିବସୀୟ ଶାନ୍ତି ମହାଯଜ୍ଞ ଓ ଦିବ୍ୟ ପ୍ରବଚନ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରିବେଣୀ ସଙ୍ଗମ ସ୍ଥଳୀ, ବେଦବ୍ୟାସ ପୀଠ, ରାଉରକେଲାଠାରେ ତ୍ରିତାପ ହରଣ ପଞ୍ଚ ଦିବସୀୟ ଶାନ୍ତି ମହାଯଜ୍ଞ ଓ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ପ୍ରଥମ ଦିବସରେ ଯଜ୍ଞ ମଣ୍ଡପ ପ୍ରତିଷ୍ଠା, ଶ୍ରୀ କଳସ ଶୋଭାଯାତ୍ରା,
Read More...

ବସୁଧୈବ କୁଟୁମ୍ବକମର ବନ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ ର ସପ୍ତାହବ୍ୟାପୀ ବନମହୋତ୍ସବ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ସହରର ବିଭିନ୍ନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକ, ସାଧାରଣ
Read More...

ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍‌ରେ ଗୁରୁ ପୂର୍ଣିମା ଉତ୍ସବ ଶ୍ରଦ୍ଧା ଭକ୍ତି ଓ ଗରିମା ସହିତ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ବଜାରରେ ୫୦ ବର୍ଷ ଧରି ଗୁଣବତ୍ତା ଓ ପାରମ୍ପରିକତାର ପରିଚାୟ ହୋଇଥିବା ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି କାରଖାନା ପରିସରରେ ଗୁରୁ ପୂର୍ଣିମା ଅତ୍ୟନ୍ତ ଭବ୍ୟ ଓ ଆଧ୍ୟାତ୍ମିକ ଭାବେ ଉଦ୍‌ଯାପିତ ହୋଇଛି । କାର୍ଯ୍ୟକ୍ରମର ଆରମ୍ଭ
Read More...

ବିଚ୍ଛିନ୍ନାଞ୍ଚଳ ସିଂହଭୂମିର କେରା, କୋଲଚକଡ଼ା ଓ ଜଳ ଗ୍ରାମରେ ଓଡ଼ିଆ ଶ୍ରୀମଦ୍ଭାଗବତ : ଛବିଳ ମଧୁ ବର୍ଣ୍ଣବୋଧ ଓ…

ରାଉରକେଲା, (ସସ୍ମିତା ପ୍ରଧାନ) : ମାଆ ତାରିଣୀ ସାହିତ୍ୟ ସଂସଦ, ଗଦାଧର ପୁର, ଘଟଗାଁ, କେନ୍ଦୁଝରର ପ୍ରତିଷ୍ଠାତା ରାମ ନାରାୟଣ ଶର୍ମାଙ୍କ ଦ୍ୱାରା ବିଚ୍ଛିନ୍ନାଞ୍ଚଳ ସିଂହଭୂମିର କେରା, କୋଲଚକଡ଼ା ଓ ଜଳ ଗ୍ରାମରେ ଓଡ଼ିଆ ଭାଗବତର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଅତିବଡ଼ି ଜଗନ୍ନାଥ ଦାସଙ୍କ
Read More...