Browsing Tag

rourakela news

ବୃକ୍ଷରୋପଣ କାର୍ଯ୍ୟକ୍ରମ : ବୃକ୍ଷ ହିଁ ଜୀବନ

ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ଓ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ସୁନ୍ଦରଗଡ ଜିଲ୍ଲା ଶାଖାର ମିଳିବ ଆନୁକୁଲ୍ୟରେ ପିଏମ ଶ୍ରୀ ଉଚ୍ଚବିଦ୍ୟାଳୟ ଏନ୍ଆଇଟି ମ୍ୟାମ୍ପସ,ରେ ପ୍ରଧାନଶିକ୍ଷୟିତ୍ରୀ ସୁଦୀପ୍ତା ବେହେରାଙ୍କ ଆବାହକତ୍ୱ ତଥା ଭାରପ୍ରାପ୍ତ ପ୍ରଧାନ
Read More...

“ଆମେ ଓଡିଆ’ଅନୁଷ୍ଠାନ ତରଫରୁ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାକ୍ଷୀ ପୂର୍ଣ୍ଣିମା, ଏହି ଅବସରରେ ସାଧାରଣତଃ ଭାଇ ହାତରେ ରାଖି ବାନ୍ଧି ଭଉଣୀମାନେ ଶୁଭ ମନାସିବା ସହିତ ତା'ର ଜୀବନ କ୍ଷେତ୍ରରେ ରକ୍ଷା କବଚ ସଦୃଶ ବିଦ୍ୟମାନ ରହି ସମସ୍ତ ବିପଦ ଆପଦ ସମୟରେ ସାହା ହେବାରେ ମନରେ ଦୃଢ ଆଶା ପୋଷଣ କରିଥାଏ । ସାଂପ୍ରତିକ
Read More...

“ପୃଥିବୀସଂକଳ୍ପ”

ରାଉରକେଲା, (ସସ୍ମିତା ପ୍ରଧାନ) : ୪ ଏବଂ ୫ ଅଗଷ୍ଟ ୨୦୨୫ ଦୀର୍ଘ ଦୁଇଦିନ ଧରି ବାସନ୍ତୀ ନଗର ସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ପୃଥିବୀ ସଂକଳ୍ପ ଉପରେ ପ୍ରସିଦ୍ଧ ପରିବେଶ ସଂଗଠନ ଟ୍ରଷ୍ଟଙ୍କ ତରଫରୁ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ "ପୃଥିବୀ ବଞ୍ଚାଅ"ଟ୍ରଷ୍ଟର ସଂସ୍ଥାପକ ନିହାର ରଞ୍ଜନ
Read More...

ଯୁବଜ୍ୟୋତି କଳା ପରିଷଦ ତରଫରୁ ବୋଲବମ୍ ଭଜନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରମୁଖ ମ୍ୟୁଜିକ ଅନୁଷ୍ଠାନ ଯୁବଜ୍ୟୋତି କଳା ପରିଷଦ ତରଫରୁ ଗୁରୁ ଦେବେନ୍ଦ୍ର ରଣାଙ୍କ ତତ୍ୱାବଧାନରେ ସେକ୍ଟର -୨ ଏନଏସି ମାର୍କେଟ ଠାରେ ଅବସ୍ଥିତ ଶିବ ଓ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଏକ ଭଜନ ସମାରୋହର ଆୟୋଜନ
Read More...

କାର୍ମେଲ ସ୍କୁଲର ଆଞ୍ଚଳିକ ଦ୍ୱିଦିବସୀୟ କ୍ରିଡା ପ୍ରତିଯୋଗିତା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : କାର୍ମେଲ ସ୍କୁଲ, ଜଲଦା ପ୍ରାୟୋଜିତ ସିଆଇଏସସିଇ ଦ୍ୱାରା ପରିଚାଳିତ ଦ୍ୱିଦିବସୀୟ ଆଞ୍ଚଳିକ କ୍ରୀଡା ପ୍ରତିଯୋଗିତା ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି । ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଜୟସିଲିଆ ଏସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡା
Read More...

ଡିୱାଇଏଫଆଇର ୭ମ ରାଉରକେଲା ଆଂଚଳିକ ଜିଲ୍ଲା ସମ୍ମୀଳନୀ ଅନୁଷ୍ଠିତ

ଆସନ୍ତା ୧୦ ଓ ରାଜ୍ୟ ସମ୍ମୀଳନୀ ଆସନ୍ତା ୩୦ରେ ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଡିୱାଇଏଫଆଇର ୭ମ ରାଉରକେଲା ଆଂଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏକ ୧୫ ଜଣିଆ କମିଟି ଗଠନ ହେବା ସହିତ ସତ୍ୟମ ତନ୍ତୀ ସଭାପତି ଓ ଲଲାଟେନ୍ଦୁ ନାୟକ ସଂପାଦକ ନିର୍ବାଚିତ ହୋଇଛନ୍ତି । ଆଗାମୀ
Read More...

ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୨ ତମ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୨ତମ ଜୟନ୍ତୀ ପାଳନ ସଂଘ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ ଓ ଡ. ନଗେନ ଦାସଙ୍କ
Read More...

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଗଙ୍ଗାଧର ମେହେରଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସେକ୍ଟର-୭ ସ୍ଥିତ ସଂସଦ କାର୍ଯ୍ୟାଳୟଠାରେ ସ୍ୱଭାବ ଗଙ୍ଗାଧର ମେହେର ରଚିତ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲାର ବିଭିନ୍ନ
Read More...

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତଞ୍ଜଳି ଯୋଗ ପରିବାର

ରାଉରକେଲା, (ସସ୍ମିତା ପ୍ରଧାନ) : ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀଙ୍କ ଜନ୍ମ ଦିବସକୁ ଜଡ଼ିବୁଟି ଦିବସ ରୂପେ ପ୍ରତି ବର୍ଷ ଅଗଷ୍ଟ ମାସ ୪ ତାରିଖରେ ପତଞ୍ଜଳି ଯୋଗ ପରିବାର ତରଫରୁ ସମଗ୍ର ଦେଶରେ ପାଳନ କରାଯାଉଛି । ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ଜଡ଼ିବୁଟି
Read More...

କଳା, ସଂସ୍କୃତି ଓ ଐତିହ୍ୟକୁ ସାହିତ୍ୟ ଆସର ରୁଦ୍ଧିମନ୍ତ କରିଥାଏ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ଗଙ୍ଗାଧର ମେହେର ସାହିତ୍ୟରେ ଜାତୀୟତା ବୋଧ ଶୀର୍ଷକ ଆଲୋଚନାଚକ୍ରର ପ୍ରଥମାର୍ଦ୍ଧ ରେ
Read More...