Browsing Tag

rourakela news

ଜାତୀୟ ରାଜପଥ ୫୨୦ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ମୃତ, ୧୨ଗୁରୁତର

ରାଉରକେଲା, (ସସ୍ମିତା ପ୍ରଧାନ) : କୋଇଡା ବ୍ଲକର କେ. ବାଳାଙ୍ଗ ଥାନା ଅଧୀନ ଜାତୀୟ ରାଜପଥ ୫୨୦ରେ ଆଜି ଗୋଟିଏ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଘଟିଛି । ରାଉରକେଲାରୁ କୋଇଡାକୁ ଯାଉଥିବା ଲିଙ୍ଗରାଜ ନାମକ ବେସରକାରୀ ବସ ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାର ପ୍ରଭାବ
Read More...

ସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ୧୦୯ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଚିନ୍ମୟ ମିଶନର ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାମୀ ଚିଦାନନ୍ଦଙ୍କ ଜୀବନାଦର୍ଶ ଓ ତାଙ୍କ ବାର୍ତ୍ତା
Read More...

ରାଷ୍ଟ୍ରଭାଷା ପରୀକ୍ଷା ଦେଲେ ୧୩୬ ଜଣ ପରୀକ୍ଷାର୍ଥୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ରାଉରକେଲା ଆନୁକୂଲ୍ୟରେ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ୨୦ରୁ ୨୩ ସେପ୍ଟେମ୍ୱର, ୨୦୨୫ ପର୍ଯ୍ୟନ୍ତ ରାଷ୍ଟ୍ରଭାଷା ପ୍ରଚାର ସମିତି, ୱର୍ଦ୍ଧା ଅନ୍ତର୍ଗତ ରାଷ୍ଟ୍ରଭାଷା ପ୍ରାଥମିକ,
Read More...

ଆମେରିକାର ହଷ୍ଟନ ସହରରେ ନୂଆଁଖାଇ ଭେଟଘାଟ

ରାଉରକେଲା/ ଆମେରିକା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଭାଇଚାରାର ପର୍ବ ନୂଆଁଖାଇ ସୁଦୂର ଆମେରିକାର ହଷ୍ଟନ ସହରରେ ପାଳିତ ହୋଇଯାଇଛି । ଏହି ସହରରେ ବସବାସ କରୁଥିବା ପ୍ରାୟ ୨୦୦ ପରିବାର ବିଶେଷ କରି ପଶ୍ଚିମ ଓଡିଶାର ବ୍ୟକ୍ତି ବିଶେଷମାନେ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେଠାରେ
Read More...

ଇସ୍ପାତ ନଗରୀରେ ଦାଣ୍ଡିଆ ନୃତ୍ୟ ଓ ପ୍ରତିଯୋଗିତା

ଉରକେଲା, (ସସ୍ମିତା ପ୍ରଧାନ) : ଆଗକୁ ଆସୁଛି ପାର୍ବଣ । ପାର୍ବଣର ସମ୍ଭାରରେ ସଜେଇ ହେଉଛି ଗ୍ରାମ ଠୁ ସହର । ନବରାତ୍ର ଉପଲକ୍ଷେ ତଥା ଏହି ପରିପ୍ରେକ୍ଷୀରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାଣ୍ଡିଆ ନୃତ୍ୟ ଓ ପ୍ରତିଯୋଗିତା ଆୟୋଜନ କରାଯାଇଛି । ମାଣିକ ଫାଉଣ୍ଡେସନ ସେକ୍ଟର ୭ ମଧୁ ମଣ୍ଡପ ଠାରେ
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ବୈଠକ

ଆସନ୍ତା ଅକ୍ଟୋବର ମାସ ୩ ତାରିଖରେ ଖଡ୍ଗ ଶୋଭାଯାତ୍ରା ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ତରଫରୁ ଆସନ୍ତା ଅକ୍ଟୋବର ମାସ ୩ ତାରିଖ ଦିନ ଦିବା ୯ ଘଟିକା ସମୟରେ ବାର ହାତ ଖଡ୍ଗ ଶୋଭାଯାତ୍ରା ବାହାରିବ ବୋଲି ଜଣାପଡିଛି । କାର୍ଯ୍ୟକାରୀ ସଭାପତି
Read More...

ଭାଗ୍ୟଶ୍ରୀ ଭୂମିଜଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ତୁମକେଲା ଗ୍ରାମର ଖଗେଶ୍ୱର ଭୂମିଜ ଓ କମଳା ଭୂମିଜଙ୍କ କନିଷ୍ଠ କନ୍ୟା ଭାଗ୍ୟଶ୍ରୀ ଭୂମିଜଙ୍କୁ ମେଡିକାଲ ପଢିବା ପାଇଁ ସୁଯୋଗ ମିଳି ଥିବାରୁ ଭାଗ୍ୟଶ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ତୁମକେଲା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ
Read More...

ଇସ୍ପାତ ଗାନ୍ଧୀ ଉଦ୍ୟାନ ଠାରେ ଆନ୍ତର୍ଜାତୀକ ଶାନ୍ତି ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସ୍କାଉଟ ଆଣ୍ଡ ଗାଇଡ, ରାଉରକେଲା ସ୍କାଉଟ ଜିଲ୍ଲା ତରଫରୁ ଆନ୍ତର୍ଜାତିକ ଶାନ୍ତି ଦିବସ ସେକ୍ଟର ୧୯ ସ୍ଥିତ ଇସ୍ପାତ ଗାନ୍ଧୀ ଉଦ୍ୟାନ ଠାରେ ପାଳିତ ହୋଇଯାଇଛି । ସ୍କାଉଟ ଆଣ୍ଡ ଗାଇଡର ଜିଲ୍ଲା କମିଶନର ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା
Read More...

ଦକ୍ଷିଣ ପୂର୍ବ ରେଲୱେ ଟ୍ରେଡ ୟୁନିଅନର ନୂତନ କାର୍ଯ୍ୟାଳୟ ଉଦଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ପୂର୍ବ ରେଲୱେ ଟ୍ରେଡ ୟୁନିଅନର କାର୍ଯ୍ୟାଳୟ ରାଉରକେଲାର ଆନନ୍ଦ ଭବନ ଲେନ୍‌ର ହାୟତ ।ପଲେସର ପ୍ରଥମ ମହଲାରେ ଉଦଘାଟିତ ହୋଇଯାଇଛି । ୟୁନିଅନର ମୁଖ୍ୟ ଜାହାଙ୍ଗୀର ହକ୍‌ଙ୍କ ଆବାହକତ୍ଵରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶ୍ୟାମଲ ସହାୟ,
Read More...

‘ସେବା ପର୍ବ’ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ବିକଶିତ ଭାରତର ରଙ୍ଗ, କଳା ମାଧ୍ୟମରେ ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳିତ ହେଉଛି "ସେବା ପର୍ବ" । ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜିତ ହେଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସାହିତ୍ୟ
Read More...