ବାତ୍ୟା ମୋନ୍ଥାର ଲଗାଣ ବର୍ଷା ପ୍ରଭାବରେ ଭୁଷୁଡିଲା ଘର : ଅଳ୍ପକେ ବର୍ତ୍ତିଲେ ଆଠଜଣ ପ୍ରାଣୀ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୁଣ୍ଡୁରୀଗୁଡା ଗ୍ରାମରେ ବାତ୍ୟା ମୋନ୍ଥାର ଲଗାଣ ବର୍ଷା ଓ ତୁହାକୁ ତୁହା ପବନର ପ୍ରଭାବରେ ଭୁଷୁଡିଲା ଘର । ଅଳ୍ପକେ ବର୍ତ୍ତିଲେ ଆଠଜଣ ପ୍ରାଣୀ । ସେ ଆଠଜଣ ହେଲେ ହିକକା ନାରୀ, ଲାକି, ପୁଅ ସୀତାରାମ,!-->…
Read More...
Read More...