ବିପୁଳ ପରିମାଣର ଗଞ୍ଜେଇ ସହ ଟ୍ରକ ଜବତ
ରାୟଗଡ଼ା : ରାୟଗଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରାୟପୁରକୁ ଖାଲି କାଟୁନ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ବ୍ୟବହୃତ ଟ୍ରକକୁ ଜବତ କରିବାରେ ସଫଳ ହୋଇଛି । ଟ୍ରକ ମାଲିକଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ପଚରା ଉଚରା ଚାଲିଥିବା ଜଣାପଡ଼ିଛି!-->…
Read More...
Read More...