Browsing Tag

rayagada news

ସାଂସଦ ଓ ବିଧାୟକ ମୁନିଗୁଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ମୁନିଗୁଡା ବ୍ଲକ ଗସ୍ତରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା । ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି ଶ୍ରୀ ଉଲାକା । ପ୍ରଥମେ ତାଙ୍କୁ ଦଳ ତରଫରୁ ସ୍ୱାଗତ କରାଯାଇଥିଲା ପରେ ସେ ବସ୍‌ଷ୍ଟାଣ୍ଡ ଛକ ନିକଟରେ ଥିବା ସହୀଦ ଲକ୍ଷ୍ମଣ
Read More...

୪ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଟିକିରି ଥାନା ଅନ୍ତର୍ଗତ କଡିଙ୍ଗା ଗ୍ରାମର ଦିବ୍ୟାଙ୍ଗ ରାମ ସାହୁଙ୍କ ଘରୁ ଗତ ସେପ୍ଟମ୍ବର୨୧ ତାରିଖରେ ଘରର ଆଜବେଷ୍ଟର ଭାଙ୍ଗି ଦିବ୍ୟାଙ୍ଗ ଦମ୍ପତିଙ୍କ ହାତଗୋଡ ବାନ୍ଧି ଟଙ୍କା, ସୁନା ସହ ମୋବାଇଲ ଚୋରି କରି ନେଇଥିଲେ । ସେହିପରି ଭାବେ ଗତ
Read More...

ଜିଲ୍ଲା ଆଦିବାସୀ ସମାଜର ଜରୁରୀ ବୈଠକ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ସ୍ଥିତ ହୋଟେଲ ତେଜସ୍ଵୀ କନ୍‌ଫରେନ୍ସ ହଲ୍‌ରେ ଜିଲ୍ଲା ଆଦିବାସୀ ସମାଜ ତରଫରୁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ଼ ବ୍ଲକ ଓ ମ୍ୟୁନିସିପାଲଟି ବାସିନ୍ଦା ଆଦିବାସୀ ଯୁବକ, ବୁଦ୍ଧିଜୀବୀ ଏବଂ ଛାତ୍ରମାନେ ଯୋଗ ଦେଇଥିଲେ ।
Read More...

ଚଳନ୍ତା ପେପର ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଭାତପୁର ପଞ୍ଚାୟତର ପୁଟୁରୁଗୁଡା ଗ୍ରାମର ମୁଖ୍ୟ ରାସ୍ତା ନିକଟରେ ପେପର ବୋଝେଇ ଟ୍ରକ୍‌ ନମ୍ବର ଓଡ଼ି -୧୮ -ଏମ୍‌-୧୭୮୯ ଜେ. କେ. ପୁର ଠାରୁ ରାଞ୍ଚି ଅଭିମୁଖେ ଯାଉଥିବା ସମୟରେ ଚଳନ୍ତା ଗାଡିରେ ସଟ୍‌ ସର୍କିଟ ଯୋଗୁ
Read More...

ଜିଲ୍ଲାପାଳଙ୍କ କଲ୍ୟାଣସିଂହପୁର ଗସ୍ତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକରେ ଜିଲ୍ଲାପାଳ ପାରୂଲ ପାଟୱାରୀଙ୍କ ଗସ୍ତ କରିଥିବା ଜଣାପଡିଛି । ଜିଲ୍ଲାପାଳ ଗସ୍ତ ସମୟରେ କଲ୍ୟାଣସିଂହପୁର ସଦରରେ ଥିବା ଆଦର୍ଶ ବିଦ୍ୟାଳୟରେ ପରିଦର୍ଶନ ବେଳେ ବିଦ୍ୟାଳୟର ସମସ୍ତ ପ୍ରକାର ଅନୁସନ୍ଧାନ କରିଥିଲେ । ଏହାପରେ
Read More...

ସଟର ତାଡି ଚୋରି ଘଟଣାର ପର୍ଦ୍ଦାଫାସ : ୨ ଗିରଫ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ଅଶୋକ ଟକିସ୍ କମ୍ପ୍ଲେକ୍ସ ସିରିଡ଼ି ସାଇ ହାର୍ଡୱେର ଦୋକାନରେ ଗତ ଅକ୍ଟୋବର ୧୬ ତାରିଖରେ ସଟର ତାଡି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ରାୟଗଡ ପୋଲିସ । ଦୋକାନ ଟଙ୍କା ବାକ୍ସରୁ ପ୍ରାୟ ୩୦ ହଜାର ଟଙ୍କା ସହ ସିସିଟିଭି କ୍ୟାମେରାର
Read More...

ପରିବେଶ ସୁରକ୍ଷାକୁ ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ସାଇପ୍ରିୟା ନଗର ସ୍ଥିତ ଏନ୍‌ଭିଆର୍‌ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶ ସୁରକ୍ଷାକୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ରାୟଗଡା ସହର ଉତ୍ତପ୍ତ ହେଉଥିବା ବେଳେ ଅଧିକରୁ ଅଧିକ ଗଛ ଲଗାଇବାର
Read More...

ବାଇକ୍‌ ବୋଲେରୋ ମୁହାଁମୁହିଁ ଧକ୍କା : ୨ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବାଇକ୍‌ ବୋଲେରୋ ମୁହାଁମୁହିଁ ଧକ୍କାରେ ୨ ଗୁରୁତର । ଏପରି ଘଟଣା ଦେଖିବାକୁ ମିଳିଛି, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତର ନାରିଙ୍ଗିଯୋଡି ଛକ ନିକଟରେ । ବାଇକ୍‌ ବୋଲେରୋ ମୁହାଁମୁହିଁ ହେବାରୁ ବାଇକ୍‌ ଆରୋହୀ ଗୁରୁତର ଆହତ
Read More...

ପାଚିକା ସଂଘ ପକ୍ଷରୁ ଗୁଡାରୀ ବ୍ଲକସ୍ତରୀୟ ସମ୍ମିଳନୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ପାଚିକା ଓ ସହାୟିକା ମହାସଂଘ ଏଆଇସିସିଟିୟୁ ତରଫରୁ ଗୁଡାରୀ ନୂଆଁ ବସଷ୍ଟାଣ୍ଡ ଠାରେ ବ୍ଲକସ୍ତରୀୟ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଓଡିଶାର ଉପଦେଷ୍ଟା ତ୍ରିପତି ଗମାଙ୍ଗ ଓ ବୃନ୍ଦାବନ ବିଡିକା ରାଜ୍ୟ ସରକାରଙ୍କ ଶ୍ରମିକ ଜନ ବିରୋଧି ନୀତି
Read More...

ଚଳନ୍ତା ଟ୍ରେନ୍‌ରେ ଚଢିବା ସମୟରେ ଅଘଟଣ : କରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁ କନ୍ୟା…

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଚଳନ୍ତା ଟ୍ରେନ୍‌ରେ ଚଢିବା ବେଳେ ଅଘଟଣ । କରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା' ଓ ୪ ବର୍ଷର ଶିଶୁ କନ୍ୟା ଗୁରୁତର । ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ରେଳ ଷ୍ଟେସନ୍‌ରେ ଅଘଟଣ । ଚଳନ୍ତା ଟ୍ରେନ୍‌ରେ ଚଢିବା ସମୟରେ ଏହି ଅଘଟଣ ଘଟିଛି । କରବା
Read More...