ସଟର ତାଡି ଚୋରି ଘଟଣାର ପର୍ଦ୍ଦାଫାସ : ୨ ଗିରଫ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ଅଶୋକ ଟକିସ୍ କମ୍ପ୍ଲେକ୍ସ ସିରିଡ଼ି ସାଇ ହାର୍ଡୱେର ଦୋକାନରେ ଗତ ଅକ୍ଟୋବର ୧୬ ତାରିଖରେ ସଟର ତାଡି ଚୋରି ଘଟଣାର ପର୍ଦ୍ଦାଫାସ କରିଛି ରାୟଗଡ ପୋଲିସ । ଦୋକାନ ଟଙ୍କା ବାକ୍ସରୁ ପ୍ରାୟ ୩୦ ହଜାର ଟଙ୍କା ସହ ସିସିଟିଭି କ୍ୟାମେରାର!-->…
Read More...
Read More...