Browsing Tag

rayagada news

ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା : ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ରାୟଗଡା, (କେପିଏନ୍‌ଏସ୍‌) : ଭବାନୀପାଟଣା ସ୍ଥିତ ଜାରିଂ ନର୍ସରୀରେ ଚାରା ଦୁର୍ନୀତି ଏବଂ ପିସି କାରବାରକୁ ନେଇ ଫରେଷ୍ଟର ସଞ୍ଜୟ ନାୟକଙ୍କୁ ଡିଏଫ୍‌ଓ ଦେବେନ୍ଦ୍ର ବେହେରା ବାରମ୍ବାର ପିସି ମାଗିବା ସହିତ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଫରେଷ୍ଟର ସଞ୍ଜୟ ଏକ ହାତ ଲେଖା ସୁଇସାଇଡ଼ ନୋଟ ମଧ୍ୟ
Read More...

ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ସାମ୍ୱାଦିକ ସଂଘ ରାୟଗଡର ସ୍ୱାବଲମ୍ବୀ କାର୍ୟ୍ୟାଳୟ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସଂଘର ସଭାପତି ଡ. ବାଦଲ କୁମାରଙ୍କ ପୌରହିତ୍ୟରେ ହୋଇଥିବା ବେଳେ ସଂଘର ସମ୍ପାଦକ ରବୀନ୍ଦ୍ର ପାଟଖଣ୍ଡାଳ ପରିଚାଳନା
Read More...

ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଆଶାକର୍ମୀ ସଂଘର ଦୀର୍ଘ ଦିନର ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର ଏବଂ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ସମସ୍ତେ
Read More...

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା : ୪ ଅଟକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା । ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ମାଳିସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତି ୧୧ଟା ସମୟରେ କେହି ଜଣେ ଦୁର୍ବୁତ୍ତ ଯୁବକଙ୍କୁ ଟାଙ୍ଗିଆରେ ନିର୍ମମ
Read More...

ସ୍କୁଟି ବାଇକ୍‌ ମୁହାଁମୁହିଁ ଧକ୍କା : ୧ ଗୁରୁତର, ୪ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ସ୍କୁଟି ବାଇକ୍‌ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର ୪ ଜଣ ଆହତ ହୋଇଥିବା ଦେଖିବାକୁ ମିଳିଛି । ଗୁରୁତର ବ୍ୟକ୍ତି ହେଉଛନ୍ତି କୃପା ବୈଶାଖ (୭୦) ଓ ଗୋଖୁଳ ମାଳି (୫୦) । କଲ୍ୟାଣସିଂହପୁର ବଜାର ସାରି ନିଜ ଘର ସିଙ୍ଗାରି ପଞ୍ଚାୟତର କରଞ୍ଜା ଗାଁକୁ
Read More...

ଜେ.ସି.ବି ଓ ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଗ୍ରାମ ଭାରତମାତା ମୂର୍ତ୍ତି ନିକଟରେ ଏକ ନମ୍ବର ବିହୀନ ଜେ.ସି.ବି ଓ ପିକ୍‌ଅପ୍‌ ନମ୍ବର ଓଡି୦୮ ଆର୍‌ ୬୧୫୯ ସହ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ କୋଲାହୋଲ ପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା । ଘଟଣାରେ କେହି
Read More...

ମହିଳାଙ୍କ ବେକରୁ ସୁନାର ମଙ୍ଗଳସୂତ୍ର ଲୁଟ୍ ଉଦ୍ୟମ ଫେଲ୍

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ ସହରରେ ଥମୁନି ମହିଳାଙ୍କ ବେକରୁ ସୁନା ଚେନ ଲୁଟ୍‌ ଉଦ୍ୟମ । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ ସହର ନେହେରୁ ନଗର ଦ୍ୱିତୀୟ ଗଳିରେ । ସକାଳ ୬.୧୫ ସମୟରେ ଏମ୍‌. ରଜନୀ ନାମକ ୪୧ବର୍ଷୀୟ ମହିଳା ଜଣକ ନିଜ ଘର ଅଗଣା ଝାଡୁ
Read More...

ଭାରତୀୟ ମଜଦୁର ସଂଘର ବୈଠକ

ପାଚିକାମାନଙ୍କ ଜୀବନ ଜୀବିକା ସଦୃଢ଼, ସ୍ୱଚ୍ଛଳ ଓ ସଂଗଠିତ କରିବାକୁ ବିଏମ୍‌ଏସ୍‌ର ଆହ୍ଵାନ ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଠାରେ ସୁଭଦ୍ରା ଉଦ୍ଧବ ମଙ୍ଗଳ ଭବନ ପରିସରରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁନିଗୁଡ଼ା, ଚନ୍ଦ୍ରପୁର ଓ ବିଷମ କଟକ
Read More...

ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରାୟଗଡ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ନନ୍ଦକିଶୋର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱଚ୍ଛ ଭାରତ
Read More...

ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘର ପଦ୍ମପୁର ବ୍ଲକ ଜଗମଣ୍ଡା ପହାଡ଼ ଉପରେ ବ୍ଲକସ୍ତରୀୟ ବୈଠକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ଉପଦେଷ୍ଟା ତ୍ରିପତି ଗମାଙ୍ଗ ଓ ପାର୍ବତୀ ଶବରଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନୀତିକୁ ସମାଲୋଚନା କରିବା ସହ ପାଚିକା ଓ ସହାୟିକାମାନଙ୍କ ସମସ୍ୟା ସମାଧାନ ନକରି ଶ୍ରମିକମାନଙ୍କୁ ଉପହାସ କରୁଛନ୍ତି ବୋଲି କହିଛନ୍ତି ।
Read More...