ଗୁନା ସିଂହାରୀ ହତ୍ୟା ଅଭିଯୋଗରେ ଗିରଫ୍ ହେଲା ମାଧବ ଖୁଂଟିଆ
ପୁରୀ : ଗୁନା ସିଂହାରୀ ହତ୍ୟା ଅଭିଯୋଗରେ ଗିରଫ୍ ହେଲା ମାଧବ ଖୁଂଟିଆ । ଅଖିଳେଶ୍ୱର ସିଂହ ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁରୁଣା ଅପରାଧଗୁଡ଼ିକୁ ତଦନ୍ତ ଆରମ୍ଭ କରିଥିବା ବେଳେ ୮ ବର୍ଷ ତଳର ବହୁ ଚର୍ଚ୍ଚିତ ଭଗବାନ ମହାପାତ୍ର ଓରଫ ଗୁନା ସିଂହାରୀ ହତ୍ୟାକାଣ୍ଡ ମାମଲାରେ!-->…
Read More...
Read More...