Browsing Tag

puri news

ବାଲୁକା କଳାରେ ଟୀକାଦାନର ପ୍ରଥମ ଦିବସ ଝଲକ୍‌

ପୁରୀ : ଆଜି ସାରା ଦେଶରେ ପାଳନ ହେଉଛି କରୋନା ଟୀକାଦାନ ଦିବସ । ଦୀର୍ଘ ନଅ ମାସ ଧରି ସାରା ବିଶ୍ୱ କରୋନା ଭୂତାଣୁ ଦ୍ୱାରା ଅସ୍ତବ୍ୟସ୍ତ ହୋଇପଡିଛି । ସମସ୍ତଙ୍କର ଅପେକ୍ଷା ଥିଲା ଏହି ଟୀକା କେତେବେଳେ ଆସିବ, କରୋନାକୁ ମାଡ ମାରିବ । ଆଜି ସେହି ଦିନ ଆସିଥିବାରୁ ଚାରିଆଡେ ଉତ୍ସବର ମାହଲ…
Read More...

ଜଜବା ହାସିମ ଅବଦୁଲ୍ଲା ଟ୍ରଷ୍ଟ ତରଫରୁ ପର୍ଯ୍ୟଟକମାନଙ୍କୁ ମାକ୍ସ ସାନିଟାଇଜର ବଣ୍ଟନ

ପୁରୀ, (କେପିଏନ୍‌ଏସ୍‌) : ସାରା ଓଡିଶାରେ ସମାଜ ସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏବଂ ସାରା ଓଡିଶାର ଗରିବ ଦୁଃଖୀମାନଙ୍କ ଦରଦୀ ବନ୍ଧୁ ସାଜିଥିବା ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଜବା ହାସିମ ଅବଦୁଲ୍ଲା ଟ୍ରଷ୍ଟ ସମାଜ ସେବା କ୍ଷେତ୍ରରେ ଆଉ ପାଦେ…
Read More...

ପୋଲିସକୁ ମିଳିଲା ବଡ ସଫଳତା : ୬ ଲୁଟେରା ଗିରଫ

ପୁରୀ, (କେପିଏନ୍‌ଏସ୍‌) : ରାଜ୍ୟରେ ଲୁଟେରାଙ୍କ ରାଜ୍‌ ବଢିଚାଲିଥିବା ବେଳେ ଆଜି ସତ୍ୟବାଦୀ ପୋଳିସକୁ ମିଳିଛି ଏକ ବଡଫଳତା । ଆନ୍ତଃଜିଲ୍ଲା ଗ୍ୟାଙ୍ଗ୍‌ର ୬ ଲୁଟେରାକୁ ଗିରଫ କରିଛ ସତ୍ୟବାଦୀ ପୋଲିସ । ତେବେ ଗିରଫ ହୋଇଥିବା ଲୁଟେରା ମାନେ ହେଲେ ସତ୍ୟବାଦୀ ଥାନା ବଡ଼ ହାଟ ଗ୍ରାମର ପ୍ରକାଶ…
Read More...

ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ପାଇଁ ଆସନ୍ତାକାଲି ଠୁ ମିଳିବ ଅନୁମତି

ପୁରୀ : ଆସନ୍ତାକାଲି ଠୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ନୂଆବର୍ଷରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସମୀକ୍ଷା କରିବା ପରେ କ୍ରିଷନ କୁମାର କହିଛନ୍ତି, ୩ ତାରିଖରୁ ଦୈନିକ ପ୍ରାୟ ୧୫ରୁ ୧୭ ହଜାର ଶ୍ରଦ୍‌ଦ୍ଧାଳୁ…
Read More...

ଆଜିଠାରୁ ପୁରୀବାସୀ କରିବେ କାଳିଆ ଦର୍ଶନ

ପୁରୀ : ଆଜିଠାରୁ ପୁରୀ ବାସୀ କାଳିଆ ଦର୍ଶନର ସୁଯୋଗ ପାଇବେ । ଜଗ‌ନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ହୋଇଛି ବ୍ୟାରିକେଡ୍ ବ୍ୟବସ୍ଥା । ସୂଚନା ଅନୁସାରେ ମାର୍କେଟ୍ ଛକରୁ ଶ୍ରୀମନ୍ଦିର ଯାଏଁ ବ୍ୟାରିକେଡ୍ ରହିଛି । ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ।…
Read More...

କାଲିଠୁ ସକାଳ ସାଢେ ୭ଟାରୁ ରାତି ୧୧ଟା ଯାଏଁ ସେବାୟତଙ୍କ ପରିବାରକୁ କେବଳ ଶ୍ରୀଜଗ‌ନ୍ନାଥ ଦର୍ଶନ ଅନୁମତି

ପୁରୀ : କାଲିଠୁ ସକାଳ ସାଢେ ୭ଟାରୁ ରାତି ୧୧ଟା ଯାଏଁ ସେବାୟତଙ୍କ ପରିବାରକୁ କେବଳ ଶ୍ରୀଜଗ‌ନ୍ନାଥ ଦର୍ଶନ ଅନୁମତି ଦିଆଯାଇଛି । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । କାଲିଠୁ ୨୫ ତାରିଖ ଯାଏଁ କେବଳ ସେବାୟତ ପରିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଏବଂ ୨୬ ତାରିଖରୁ ପୁରୀବାସୀ…
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ଛାତ୍ରୀ ଗୁରୁତର

ପିପିଲି : ମର୍ମ‌ନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଛାତ୍ରୀ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୁରୀ ଜାତୀୟ ପଥ ପିପିଲି ବାଇପାସ ରାସ୍ତାର ଖଣ୍ଡିଆଗିରି ଗ୍ରାମ୍ୟ ଛକ ଠାରେ ଶୁକ୍ରବାର ସକାଳେ ଏକ ବୋଲେରୋ ପିକଅପ୍ ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।…
Read More...

ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ୍‌ର ନିରାକରଣ ବ୍ୟବସ୍ଥା ସଂବନ୍ଧୀୟ ଆଲୋଚନା ଚକ୍ର

ପୁରୀ, (କେପିଏନ୍‌ଏସ୍‌) : ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ‘ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ୍‌ର ନିରାକରଣ ବ୍ୟବସ୍ଥା’ ସଂପର୍କରେ ଏକ ଆଲୋଚନା ଚକ୍ର ୱେବ୍‌ନାର୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୩ ତାରିଖ ଅପରାହ୍ନ ୩ଟାରୁ ୫ଟା…
Read More...

ସରକାରୀ ଡାକ୍ତରଖାନାରେ ଭାଗବଣ୍ଟା କରି ନେଉଛନ୍ତି ଲାଞ୍ଚ

ପୁରୀ : ସରକାରୀ ଡାକ୍ତର ଖାନାରେ ଲାଞ୍ଚ କାରବାରକୁ ନେଇ ଅଭିଯୋଗ ହୋଇଛି । ସରକାରଙ୍କ ଦ୍ୱାରା ନିଯୁକ୍ତ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ମେଡିକାଲ ଷ୍ଟାଫ୍‌ ରୋଗୀ ଦେଖି ରୋଗୀଙ୍କ ଘର ଲୋକଙ୍କ ଠାରୁ ଲାଞ୍ଚ ନେଇ ନିଜ ନିଜ ଭିତରେ ଭାଗ ବଣ୍ଟା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
Read More...

ସାଧାରଣ ଭକ୍ତଙ୍କ ପାଇଁ ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର

ପୁରୀ : ଶ୍ରୀମନ୍ଦିର କରୋନା କଟକଣା ଯୋଗୁଁ ସାଧାରଣ ଭ‌କ୍ତ‌ଙ୍କ ପାଇଁ ବନ୍ଦ ରହିଥିବା ବେଳେ ଭକ୍ତ‌ଙ୍କ ମନରେ ଉଦାସୀନତା ଲାଗି ରହିଛି । ଶ୍ରୀମନ୍ଦିର ଖୋଲିବା ନେଇ ଜଗନ୍ନାଥ ପ୍ରେମୀ ଚାହିଁ ରହିଛ‌ନ୍ତି । ଏତିକି ବେଳେ ଆଜି ଏକ ଖବର ଜଗନ୍ନାଥ ପ୍ରେମୀଙ୍କ ଆଶ୍ୱ‌ସ୍ତ କରିଛି । ସୂଚନା ଅନୁସାରେ…
Read More...