Browsing Tag

puri news

ପୂର୍ବତନ ଆର୍‌ଆଇଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

ପୁରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ତହସିଲର ପୂର୍ବତନ ଆର୍‌ଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ପୁରୀ ଅଫିସ୍ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି । ପୁରୀ ଫ୍ରେଣ୍ଡସ୍ କ୍ଲବ ଗଳିରେ ଥିବା ୨ଟି ଘର, ବାଲିଘାଟ ଓ ପେଣ୍ଠକଟାରେ
Read More...

ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ମାନସ କୁମାର ସାହୁ

ପୁରୀ : ଆଜି ଦେଶରେ ୭୨ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହେଉଛି । ଏହି ଅବସରରେ ବାଲୁକା କଳାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ସବୁଠୁ ଭାରତ ମାତାର ଜୟଗାନ ହେଉଛି
Read More...

ବାଲୁକା କଳା ମାଧ୍ୟମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକା…

ପୁରୀ : ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ବାଲୁକା କଳା ନିର୍ମାଣ କରିବା ସହ ଦେଶର
Read More...

ପୁରୀ ବେଳାଭୂମିରେ ବାଲୁକା କଳାରେ ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା

ପୁରୀ, (କେପିଏନ୍‌ଏସ୍‌) : ଆଜି ଶପଥ ନେବେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ । ତେବେ ପୁରୀ ବେଳାଭୂମିରେ ବାଲୁକାକଳାରେ ହ୍ୱାଇଟ୍ ହାଉସ୍, ଆମେରିକାର ଜାତୀୟ ପତାକା ଏବଂ ଜୋ ବାଇଡେନ୍ ଓ କମଲା ହାରିସଙ୍କ ଚିତ୍ରକଳା ନିର୍ମାଣ କରି ସେମାନଙ୍କୁ ଶୁଭେଚ୍ଛା
Read More...

ମୋଦୀଙ୍କ ଦୀର୍ଘାୟୁ କାମନା କରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସମୂହ ଦୀପଦାନ

ପୁରୀ : ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ୯୧ ପ୍ରତିଶତ ହୋଇଥିବାରୁ ଓଡିଶା ବାସୀଙ୍କୁ ଧନ୍ୟବାଦ ଦେଇ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଶ୍ରୀ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରାଯାଇଛି । ରାଜ୍ୟ ତଥା ପୁରୀ ପ୍ରତି ପ୍ରଧାନମନ୍ତ୍ରୀ ଯଥେଷ୍ଟ ପ୍ରାଧାନ୍ୟ
Read More...

୨୧ତାରିଖରୁ ବିନା କୋଭିଡ୍‌ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ, (କେପିଏନ୍‌ଏସ୍‌) : ଆସନ୍ତା ୨୧ତାରିଖରୁ ମହାପ୍ରଭୁଙ୍କୁ ବିନା କୋଭିଡ୍‌ ନେଗେଟିଭ୍‌ ରିପୋର୍ଟରେ ଦର୍ଶନ କରିପାରିବେ ଭକ୍ତ ବୋଲି ଆଜି ଜିଲ୍ଲାପାଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ପୂର୍ବ ନିଷ୍ପତ୍ତି ଅନୁସାରେ ଏସ୍‌ଓପିକୁ କୋହଲ କରାଯାଇ ଦର୍ଶନ
Read More...

‌ଏସପି‌ଙ୍କ ଦୃଢ କାର୍ଯ୍ୟନୁଷ୍ଠାନ : କାର୍ଯ୍ୟରେ ଅବହେଳାରୁ ୨ ପୋଲିସ ବାବୁ ସସ୍‌ପେଣ୍ଡ

ପୁରୀ, (କେପିଏନ୍‌ଏସ୍‌) : କାର୍ଯ୍ୟରେ ଅବହେଳାରୁ ୨ ପୋଲିସ ବାବୁ ସସ୍‌ପେଣ୍ଡ । ଫୁଡ୍ ଭେଣ୍ଡରଠାରୁ ୭ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ପରେ ଦୋଷୀ ପ୍ରମାଣିତ ହୋଇ କୃଷ୍ଣପ୍ରସାଦ ଥାନା ଏସ୍‌ଆଇ ଈଶ୍ୱରଚନ୍ଦ୍ର ଗୁମାନସିଂହ ସସପେଣ୍ଡ ପରେ ଗିରଫ ହୋଇଛନ୍ତି । ସେହିପରି କିଛି ଦିନ ତଳେ ଏକ
Read More...

ବାଲୁକା କଳାରେ ଟୀକାଦାନର ପ୍ରଥମ ଦିବସ ଝଲକ୍‌

ପୁରୀ : ଆଜି ସାରା ଦେଶରେ ପାଳନ ହେଉଛି କରୋନା ଟୀକାଦାନ ଦିବସ । ଦୀର୍ଘ ନଅ ମାସ ଧରି ସାରା ବିଶ୍ୱ କରୋନା ଭୂତାଣୁ ଦ୍ୱାରା ଅସ୍ତବ୍ୟସ୍ତ ହୋଇପଡିଛି । ସମସ୍ତଙ୍କର ଅପେକ୍ଷା ଥିଲା ଏହି ଟୀକା କେତେବେଳେ ଆସିବ, କରୋନାକୁ ମାଡ ମାରିବ । ଆଜି ସେହି ଦିନ ଆସିଥିବାରୁ ଚାରିଆଡେ ଉତ୍ସବର ମାହଲ
Read More...

ଜଜବା ହାସିମ ଅବଦୁଲ୍ଲା ଟ୍ରଷ୍ଟ ତରଫରୁ ପର୍ଯ୍ୟଟକମାନଙ୍କୁ ମାକ୍ସ ସାନିଟାଇଜର ବଣ୍ଟନ

ପୁରୀ, (କେପିଏନ୍‌ଏସ୍‌) : ସାରା ଓଡିଶାରେ ସମାଜ ସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏବଂ ସାରା ଓଡିଶାର ଗରିବ ଦୁଃଖୀମାନଙ୍କ ଦରଦୀ ବନ୍ଧୁ ସାଜିଥିବା ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜଜବା ହାସିମ ଅବଦୁଲ୍ଲା ଟ୍ରଷ୍ଟ ସମାଜ ସେବା କ୍ଷେତ୍ରରେ ଆଉ ପାଦେ
Read More...

ପୋଲିସକୁ ମିଳିଲା ବଡ ସଫଳତା : ୬ ଲୁଟେରା ଗିରଫ

ପୁରୀ, (କେପିଏନ୍‌ଏସ୍‌) : ରାଜ୍ୟରେ ଲୁଟେରାଙ୍କ ରାଜ୍‌ ବଢିଚାଲିଥିବା ବେଳେ ଆଜି ସତ୍ୟବାଦୀ ପୋଳିସକୁ ମିଳିଛି ଏକ ବଡଫଳତା । ଆନ୍ତଃଜିଲ୍ଲା ଗ୍ୟାଙ୍ଗ୍‌ର ୬ ଲୁଟେରାକୁ ଗିରଫ କରିଛ ସତ୍ୟବାଦୀ ପୋଲିସ । ତେବେ ଗିରଫ ହୋଇଥିବା ଲୁଟେରା ମାନେ ହେଲେ ସତ୍ୟବାଦୀ ଥାନା ବଡ଼ ହାଟ ଗ୍ରାମର ପ୍ରକାଶ
Read More...